ଅଣ୍ଡା ପ୍ରକୃତ ରେ ଆମିଷ ନା ନିରାମିଷ ଅଟେ ଜାଣନ୍ତୁ ।

egg

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଅଣ୍ଡା ପ୍ରକୃତ ରେ ଆମିଷ ନା ନିରାମିଷ ଅଟେ । ତେବେ ଏହି ବିଷୟ କୁ ନେଇ ବହୁତ ଲୋକ ମାନେ ସବୁ ସମୟ ରେ ଯୁକ୍ତି ଲଗେଇ ଥାନ୍ତି । କି ଏହି ଅଣ୍ଡା ଆମିଷ ବା ନିରାମିଷ ଅଟେ । ତେବେ ସେମାନେ କୈଣସି ବି ବିନା ସତ୍ୟ ବା ସତ୍ୟତାା ରେ ହିଁ ଯୁକ୍ତି କରି ଥାନ୍ତି । ହେଲେ ସେମାନେ କେବେ ବି ଏହି ସମାଧାନ ରେ ପହଁଚି ପାରନ୍ତି ନାହିଁ କି ସତ ରେ କଣ ଅଣ୍ଡା ଆମିଷ ନା ନିରାମିଷ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କି ଏହି ଅଣ୍ଡା ସତରେ ଆମିଷ ନା ନିରାମିଷ ଅଟେ । ବୈଜ୍ଞ୍ୟାନିକ ମାନଙ୍କ ମତ ରେ ଅଣ୍ଡା ର ଦଳା ଅଂଶ ଟି ସଂମ୍ପର୍ଣ୍ଣ ଭାବେ ପୋଷକ ହୋଇ ଥିବାରୁ ।eggs

ଏହା ସଂମ୍ପର୍ଣ୍ଣ ନିରାାମିଷ ଅଟେ । ତେଣୁ ଅଣ୍ଡା କୁ ଆମେ ଆମିଷ ବୋଲି କହି ପାରିବା ନାହିଁ । ସେହି ପରି ଏହାର ହଳଦିଆ ଅଶଂ ରେ ରହି ଥିବା କିଛି ସେଲ୍ ଗୁଡିକ ଏହାକୁ ଆମିଷ କରେଇ ଥାନ୍ତି । ହେଲେ ବୈଜ୍ଞ୍ୟାନିକ ମାନଙ୍କ କହିବା ଅନୁସାରେ ଆମେ ଯେଉଁ ଅଣ୍ଡା ଖାଇ ଥାନ୍ତି ସେହି ସବୁ ରୁ କେବେ ବି ପିଲା ଜନ୍ମ ହେବାର ସମ୍ଭାବନା ନ ଥାଏ । ତଣୁ ଆମେ ଏହାକୁ କେବେ ବି ଆମିଷ କହି ପାରିବା ନାହିଁ । ଯଦି ଆମେ ଗାଈ ର କ୍ଷୀର କୁ ଆମିଷ କହୁଛୁ । ତେବେ ଛୁଆ ଜନ୍ମ ର କ୍ଷେମତା ନ ଥିବା ଅଣ୍ଡା କୁ ଆମେ ମାନେ କେବେ ବି ଆମିଷ ବୋଲି କହି ପାରିବା ନାହିଁ ।egg

ସେହି ପରି ବୈଜ୍ଞ୍ୟାନିକ ମାନେ ବି ଏହାକୁ ପ୍ରମାଣିତ କରିଛନ୍ତି । ତଣୁ ଅଣ୍ଡା କୁ ଆମେ ମାନେ ଆମିଷ କହିବା ଠୁ ଅଧିକ ନିରାମିଷ କହିବା ଉଚିତ୍ ହେବ । ଏହି ଅଣ୍ଡା ଏକ ଉତ୍ତମ ପ୍ରଶବ ଅଟେ ତେଣୁ ଅଣ୍ଡା କୁ ସବୁ ବଳେ ସଠିକ୍ ମାତ୍ରା ରେ ଖାଇବା ଉଚିତ୍ । ତେବେ ଆପଣ ମାନେ ବନ୍ଧୁଗଣ ଜାଣି ପାରି ଥିବେ ଅଣ୍ଡା ଆମିଷ ନା ନିରାମିଷ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *