ପାର୍ଟନର ତୁମକୁ use କରୁଛି କିପରି ଜାଣିବେ? ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣଙ୍କୁ ସାଇକଲୋଜି ର ୩ ଟି ଉପାୟ ଜଣେଇବି ଆପଣଙ୍କ ରିଲେସନ୍ସିପି ର ଏପରି ଦେଖୁଛନ୍ତି ତ ବୁଝିଯାଉନ୍ତୁ ପାଟନର ଆପଣଙ୍କୁ use କରୁଛଇ ଓ ବୋକା ବନାଉଛି । ଆଉ ତାର ଫାଇଦା ଉଠଉଛି ଏମିତି ସମୟ ଆସିବ ପାଟନର ଆପଣଙ୍କ ପାଖରେ ରହିବନି ଏବଂ ଆପଣଙ୍କୁ ଛାଡି ଚାଲିଯିବ ଆପଣଙ୍କ ପାଖରେ ଖାଲି କାନ୍ଦିବା ଓ ଲୁହ ଝରାଇବା ଛଡା ଆଉ କିଛି ରହିବନି ।ଉପାୟ ନମ୍ବର-1 No Commentment
ଆପଣଙ୍କ ରିଲେସନ୍ସିପି ରେ କମେନ୍ଟମେଣ୍ଟ ନାହିଁତ ଆପଣଙ୍କ ସମ୍ପର୍କ ବେସିଦିନ ରହିବନି ଶେଷରେ ଆପଣଙ୍କୁ ନିରାଶ ହେଇ କାନ୍ଦିବାକୁ ହେବ । ଏଇଠି ଆପଣଙ୍କୁ ଯେତେତି ଉପାୟ ଜଣେଇବି ସବୁ ଘଟଣା 100%ଘଟିବ ବୋଲି ତ କହିହବନି । କିନ୍ତୁ ଏହା ଘଟିବାର ବହୁତ ଚାନ୍ସ ଅଛି ପାଟନର ଆପଣଙ୍କୁ Promise କରୁଛି ଯେ ଆମେ ଭବିଷ୍ୟତ ରେ ଏପରି କରିବା ମୁଁ କଥା ଦଉଛି ବିବାହ ନିଚିତ କରିବି ଏସବୁ ହଉଚି କମେନ୍ଟମେଣ୍ଟ ।love

ତେଣୁ ଆପଣଙ୍କ ପାଟନର ଆପଣଙ୍କ ରିଲେସନ୍ସିପି ରେ ତାର ପରିବାର ଲୋକଙ୍କୁ ଇନ୍ଭଲବ କରିବାକୁ ଚାହୁଁନି ତା ପରିବାରକୁ ଲୁଚାଇ ଆପଣଙ୍କ ସହିତ ସମ୍ପର୍କ ରଖୁଛି କଥା କଲେ ଜଣାପଡିଯିବ ସେଥିପାଇଁ ଆପଣଙ୍କୁ ଲୁଚି ଲୁଚି ଆପଣଙ୍କ ସହୀତ ସମ୍ପର୍କ ରଖିବାକୁ ଚାହୁଁଛି । ମନେ ରିଲେସନ୍ସିପି ରେ ଆପଣଙ୍କୁ ଏକ ପ୍ରକାର ବନ୍ଦୀ ବନେଇ ରଖିଛି ଯଦି ପାରୁଛନ୍ତି ତ ଆପଣଙ୍କ ତାଠୁ ଶକ୍ତ ସକଅଳ୍ପ ନିଅନ୍ତୁ । ଉପାୟ ନମ୍ବର-2 Money taking ଆପଣଙ୍କ ରିଲେସନ୍ସିପି ରେ ପାଟନର ଆପଣଙ୍କ ଠାରୁ ପଇସା ନେଇଯାଉଛି ପଇସା ନବାର ବହୁତ ପ୍ରକାର ଉପାୟ ଅଛି । ହୁଏତ ଆପଣଙ୍କୁ ତାର ଦୁଖଃ ଜଣାଇ ପଇସା ନେଇ ଯାଉଛି ଧରନ୍ତୁ ଆପଣଙ୍କ ପାଟନର କହୁଛି ମୋର ପରିବାର ର ବହୁତ ଅସୁବିଧା ଅଛି କହି ଆପଣଙ୍କ ପାଖରୁ ଟଙ୍କା ନେଇଯାଉଛନ୍ତି । ଏପରି କରି ଆପଣଙ୍କ ଠାରୁ ପାଇସା ହଡପ କରୁଛନ୍ତି ଏହାର ଅର୍ଥ ରିଲେସନ୍ସିପି ନାଁରେ ଆପଣଙ୍କଠୁ ପଇସା ଠକି ନିୟା ଯାଉଛି । କେବଳ ପଇସା ପାଇଁ ଆପଣଙ୍କ ରିଲେସନ୍ସିପି ଚାଲିରହିଛି ।loves

ପ୍ରମରେ ପଇସା ନବାତ ଖରାପ କଥା କିନ୍ତୁ ଏଠାରେ ସାଇକଲୋଜି କହୁଛି ପାଟନର ଯୋଉ ପଇସାର dimant କରେ ସେଇଟା ବହୁତ ଛୋଟ କିନ୍ତୁ ସମୟ ଆସିବ ଏଇ dimant ଏତେ ବଢି ଜୀବ ଆପଣଙ୍କ ସକ୍ଷମ ବାହାରକୁ ଚାଲିଯିବ । ଆପଣ ତାର ଭରପାଇ କାରୀପରିବେନି ନିଜ ସ୍ୱାର୍ଥ ପାଇଁ ସେ ଆପଣଙ୍କ ସହିତ ଝଗଡା କରିବ । ଆପଣଙ୍କ ଦୋଷ ବାହାର କରିବ brack off କରିବାକୁ ଧମକ ଦବ କିମ୍ଵା ଯଦି marriage କରିଥାଏ ତ ଡିଭର୍ସ ବି ଦେଇପରେ । ସାଧାରଣତ ଭଲ ଲୋକ ମାନେ ପଇସା ନବାକୁ ପସନ୍ଦ କରନ୍ତି ନାହିଁ ଆପଣଙ୍କ ନିଜେ ମାଗି ଦେଖନ୍ତୁ ଆପଣଙ୍କୁ କିପରି ଫିଲିଙ୍ଗ ଲାଗୁଛି ଆପଣଙ୍କୁ ଲାଗିବ ସେ କାଳେ ଖରାପ ଭାବିବ କାଳେ ପଇସା ଦବାକୁ ମନା କରିଦେବ ଏପରି ଭାବି ଆପଣଙ୍କୁ ଖରାପ ଲାଗିପାରେ । ଆପଣ ମାଗିବି ପାରିବେନି ଭଲ ଲୋକମାନେ କେବେବି କାହାଠାରୁ ପଇସା ମାଗି ପାରନ୍ତିନି ଯଦି ଏପରି ପଇସା ପତ୍ର ମାମଲା ହେଉଛି ତାହେଲେ ଆପଣ ଆପଣଙ୍କ ପାଟନରକୁ good by କୁହନ୍ତୁ ଓ ତା ଠାରୁ ତୁରନ୍ତ ଦୁରେଇଯାଉଅନ୍ତୁ ।loves

ଉପାୟ ନମ୍ବର-3 Recpetlessfiling ଏହାର ଅର୍ଥ ଆପଣଙ୍କ ଭାବନାକୁ ବୁଝିପାରିବି ସମାନ ନ କରିବା କିମ୍ଵା ଆପଣଙ୍କ ଭାବନାକୁ ବୁଝିନପାରିବା ଆପଣଙ୍କ ପାଟନର ଆପଣଙ୍କ ଫିଲଳିଙ୍ଗ କୁ ସମାନ ଦେଉନି ଆପଣଙ୍କ ଭାବନା ସହିତ ଖେଳୁଛି ତାର ଯେତେବେଳେ ବି ଯାହା ଇଚ୍ଛା ହୁଏ ସିଏ କରୁଛି ଯେତେବେଳେ ଇଚ୍ଛା ହୁଏ ଆପଣଙ୍କୁ call କରୁଛି ଆପଣଙ୍କ ଇଚ୍ଛା ରେ କିଛିବି ହୁଏନି ଆପଣଙ୍କୁ ସମୟ ବି ଦିଏନି । ସବୁବେଳେ ଆପଣଙ୍କୁ ନିଚା ଦେଖେଇବାକୁ ଚେଷ୍ଟା କରେ ରିଲେସନ୍ସିପି ରେ ଯାହାବି ହୁଏ ସବୁବେଳେ ତା କଥାରେ ହୋଇଥାଏ ଆପଣଙ୍କ କଥାରେ କିଛି ବି ହୁଏନି ତ ଏସମ୍ପର୍କ ମୂଲ୍ୟହୀନ । ତେଣୁ ଯେତେ ଶିଘ୍ର ପାରୁଛନ୍ତି ଏ ସମ୍ପର୍କରେ ପୂର୍ଣ୍ଣଛେଦ ଦେଇଦିଅଁନ୍ତୁ ବା ଏ ସମ୍ପର୍କ ଠାରୁ ଦୁରେଇଯାଉନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *