ମାସିକ ଧର୍ମ ସମୟରେ ମହିଳା ମାନେ ଭୁଲ ରେ କରନ୍ତୁ ନାହିଁ 8ଟି କାମ !ନହେଲେ ଅସୁବିଧା ହେବ !

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବନ୍ଧୁଗଣ ମାସୀକ ଧର୍ମ କୁ ସମସ୍ତେ ପାପ ବୋଲି ଭାବନ୍ତି । କିନ୍ତୁ ଏହା ଏକ ଆଶ୍ରୀବାଦ ହୋଇ ଥାଏ । ବିଜ୍ଞ୍ୟାନ କହି ଥାଏ ଯଦି ମାସୀକ ଧର୍ମ ନ ହୋଇ ଥାଏ ତେବେ ମହିଳା ମାନଙ୍କ ଗର୍ଭଧାରଣ ର ପକ୍ରିଆ କମି ଜାଇ ଥାଏ । ଫଳ ରେ ଭବିଷତ ରେ ସେମାନଙ୍କୁ ବହୁତ ଦୁଖଃ ର ସାମ୍ନା କରିବା ପାଇଁ ପଡେ । ସେହିଥି ପାଇଁ ଆଜିର ସମୟ ରେ ଏହାକୁ ଝିଅ କୁ ବହୁ କେହି ବି ଏହାକୁ ଲୁଚେଇବା ପାଇଁ ଚେଷ୍ଚା କରୁ ନାହାଁନ୍ତି । କାରଣ ଏହା ଏକ ବର ଦାନ ହୋଇ ଥାଏ । ଯେତେ ବେଳେ ଆରମ୍ଭ ହୋଇ ଥାଏ ଅନେକ ମହିଳା ମାନେ କିଛି ବି ଜାଣି ପାରୁ ନ ଥିବା ବେଳେ ଅନେକ ମହିଳା ଙ୍କୁ ବହୁତ କଷ୍ଟ ଅନୁଭବ ହୋଇ ଥାଏ । ତେବେ ଆସନ୍ତୁ ଜାଣି ନେବା ଏହି ମାସୀକ ଧର୍ମ ସମୟ ରେ କଣ ନ କରିବା ଉଚିତ୍ ।girl

ପ୍ରଥମେ ହେଲା ଏହି ମାସୀକ ଧର୍ମ ସମୟ ରେ ଅଧିକ ସମୟ ଯାଏ ଗାଧୁଆ ଘରେ ରହିବା ଉଚିତ୍ ନୁହେଁ । କାରଣ ଜିବାଣୁ ସବୁ ପ୍ରାଭାବିତ କରି ଥାନ୍ତି । ତେଣୁ ଯଥା ଶିଘ୍ର କାମ ସାରି ଆପଣ ମାନେ ଗାଧୁଆ ଘରୁ ଦୂରେଇ ରୁହନ୍ତୁ । ସେହି ପରି ଦୁଇ ରେ ମାସୀକ ଧର୍ମ ସମୟ ରେ ମହିଳା ମାନେ କେବେ ବି ଚା , କଫି ବା ଗରମ ଜିନିଷ ର କେବେ ବି ସେବନ କରନ୍ତୁ ନାହିଁ । କାରଣ ଆପଣ ଙ୍କ କଷ୍ଟ ଆପଣ ନିଜେ ପାଇବେ । ସେହି ପରି ତିନି ରେ ଯେଉଁ ମହିଳା ମାନେ ଆଲକୋହଲ ର ବ୍ୟବହାର କରନ୍ତି ସେମାନେ ଏହି ସବୁ ଠାରୁ ଦୂରେଇ ରୁହନ୍ତୁ । ଏହା ପିଇବା ଦ୍ୱାରା ଶରୀର ରେ ମାଗ୍ନେଶିୟମ୍ ବଢି ଯିବ ଫଳ ରେ ବହୁତ କଷ୍ଟ ଦାୟକ ରହିବ ।girl

ଚାରି ରେ ଯଦି ଆପଣ ମାନେ ଅଧିକ ପରିମାଣ ରେ ଚିନି ର ସେବନ କରୁଛନ୍ତି ତେବେ ଏହାର ସମୟ ରେ ଆପଣ ମାନେ କେବେ ବି ଚିନୀ ର ସେବନ କରନ୍ତୁ ନାହିଁ । ଯଦି ଆପଣ ମାନେ ଲୁଣ ବି ସେବନ କରୁ ଥାନ୍ତି ତେବେ ଏହି ସମୟ ରେ ଆପଣ ମାନେ ଟିକିଏ ବିନା ଲୁଣ ରେ ଖାଦ୍ୟ ଗ୍ରହଣ କରିବା ପାଇଁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ମାସୀକ ଧର୍ମ ସମୟ ରେ ଆପଣ ମାନଙ୍କୁ କଣ କରିବା ଉଚିତ୍ ଏବଂ ନୁହେଁ ସେହି ବିଷୟ ରେ ଜାଣି ପାରି ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *