ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନାହିଁ ଏହି ଭୁଲ୍ ( ଭୟଙ୍କର କଥା )

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନାହିଁ ଏହି ଭୁଲ୍ ଏମିତି ରେ ସେମାନେ କେବେ ବି ଜାଣି ପାରନ୍ତି ନାହିଁ କି ସେମାନେ ଏହି କାମ କରିବା ଦ୍ୱାରା ତାଙ୍କର ଘର ଏବଂ ପରିବାର ଲୋକ ଙ୍କର କେତେ ବଡ କ୍ଷେତି ହୋଇ ଥାଏ । ଧନ ର ଅଭାବ ଏବଂ କାଙ୍ଗାଳତା ର ଶୀକାର ହେବାକୁ ପଡେ । ସେମିତି ରେ ମହିଳା ମାନଙ୍କ ପ୍ରତ୍ୟୋକ କାମ ରେ ଶୁଭ ଅଶୁଭ ମାନେ ରଖି ଥାଏ । ତେବେ ସେହିଥି ପାଇଁ ସଠିକ୍ ସମୟରେ କାର୍ଯ୍ୟ କରିବା ପାଇଁ କୁହା ଯାଏ ଏହା ନ ହେଲେ ଅଶୁଭ ହୋଇ ଥାଏ । ଏବଂ ସେହି କାର୍ଯ୍ୟ ର ପରିଣାମ ଘର ଏବଂ ପରିବାର ଲୋକ ଙ୍କ ଉପରେ ପଡେ । ଆମେ ଆଜି ଆପଣ ମାନଙ୍କୁ ମହିଳା ମାନଙ୍କର ଶୋଇବା ପୂର୍ବ ରୁ କରୁ ଥିବା କେତୋଟି ଭୁଲ ବିଷୟ ରେ କହିବୁ ।milk

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଜାହାକି ସେମାନଙ୍କ ସ୍ୱାମୀ ଙ୍କୁ ଦରିଦ୍ର କରି ଦିଏ । ପ୍ରଥମେ ହେଲା କେବେ ବି ରାତ୍ରୀ ସମୟ ରେ ମହିଳା ମାନଙ୍କୁ କ୍ଷୀର ଦହୀ ଖାଇବା କଥା ନୁହେଁ । ଏବଂ ଅନ୍ୟ ଘର ପରିବାର କୁ ବି ଖାଇବା ପାଇଁ ଦେବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ରେ ଏହି ସବୁ କୁ ସେବନ ବର୍ଜିତ କରା ଜାଇଛି ଏମିତି କରିଲେ ଘର ଉପରେ ନାକାରାତ୍ମକ ପ୍ରଭାବ ପଡି ଥାଏ । ଦୁଇ ରେ ଭୁଲ ରେ ମଧ୍ୟ ଆପଣ ମାନେ ନିଜ ଘରେ ରାତ୍ରୀ ସମୟ ରେ ଅଇଣ୍ଠା ବାସନ କୁସନ ଙ୍କୁ କେବେ ପକାଇ ରଖନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଘରେ ଲକ୍ଷ୍ମୀ ଛାଡି ଜାଇ ପାରନ୍ତି ।ସେହି ପରି ବେଳେ ରାତ୍ରୀ ସମୟ ରେ ଆପଣ ମାନେ ଘର ଝାଡୁ କରିଲେ କେବେ ବି ବାହାର କୁ ପକାନ୍ତୁ ନାହିଁ । ଏହା ଦ୍ୱାରା ଘରେ ଖରାପ୍ ଶକ୍ତି ର ବାସ ହୋଇ ଥାଏ ।clean

ରାତ୍ରୀ ସମୟ ରେ ଆପଣ ମାନେ କେବେ ବି ଘରକୁ ପରିବା କିମ୍ଭା ରାତ୍ରୀ ରେ ଲୁଗା ପଟା ର ସଫା କରନ୍ତୁ ନାହିଁ । ସେହି ପରି ଆପଣ ମାନେ ଯଦି ରାତି ରେ ଛାତ ଉପରେ ଲୁଗା ସୁଖାଉ ଛନ୍ତି ତେବେ ଏହା ମଧ୍ୟ ଆପଣ ମାନଙ୍କ ପାଇଁ ଭଲ ଖବର ହୋଇ ନ ପାରେ । ତେବେ ଏହାକୁ ବର୍ତମାନ ସମୟ ରେ ହିଁ ବଦଳାଇ ଦିଅନ୍ତୁ । ରାତି ସମୟ ରେ ମହିଳା ମାନଙ୍କୁ କେବେ ବି ଚୁଟି ମୁକୁଳା କରି ଶୋଇବା କଥା ନୁହେଁ । ଏହା ବି ମଧ୍ୟ ଆପଣ ମାନଙ୍କ ପାଇଁ ଅଶୁଭ ଏବଂ ଲକ୍ଷ୍ମୀ ଛଡା ପରି କାର୍ଯ୍ୟ ହୋଇ ପାରେ । ତେବେ ସାବଧାନ ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *