କଣ ଆପଣଙ୍କ ପାଖେ ଅଛି ଏମିତି ପୁରୁଣା ନୋଟ ଓ ମୁଦ୍ରା , ତେବେ ନିଶ୍ଚୟ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ପୁରୁଣା ଟଙ୍କା କିମ୍ବା ପୁରୁଣା ନୋର୍ଟ ରହିଛି କି ଯଦି ଆପଣ ମାନଙ୍କ ପାଖରେ ରହିଛି ତେବେ ଆପଣ ମାନେ ତାହାକୁ କେବେ ଟଙ୍କା ରେ ଏମିତି କେମିତି ବିକିବେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଆପଣ ମାନଙ୍କୁ ସେହି ପୁରୁଣା କୟେନ୍ ବା ଟଙ୍କା କୁ ନେଇ 5 ରୁ 10 ଲକ୍ଷ ଟଙ୍କା ଯାଏ ଆପଣ ମାନଙ୍କୁ ମିଳି ପାରେ । ସେମିତି ରେ ଆପଣ ମାନେ ଏହାକୁ ସେଷ ଯାଏ ଦେଖନ୍ତୁ ତେବେ ଜାଣି ପାରିବେ କି ସେହି କୟେନ୍ ଟି କେତେ ମସିହା ଏବଂ କେଉଁ ଚତ୍ର ରେ ରହି ଥିବା ଦରକାର । ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇ ଦେବୁ । ତେବେ ଆପଣ ମାନେ ପ୍ରଥମେ ଆମର ପ୍ରଥମ ନୋର୍ଟ କୁ ଦେଖି ପାରୁ ଥିବେ । ଏହା 50 ଟଙ୍କିଆ ନୋର୍ଟ ଅଟେ ଆପଣ ମାନଙ୍କ ପାଖରେ ଏହି ନୋର୍ଟ ରହି ଥିଲେ ଆପଣ ମାନଙ୍କୁ ମିଳିବ 20 ହଜାର ଟଙ୍କା ।coins

ସେହି ପରି ଭାବେ ଆପଣ ମାନେ ଦୁଇ ରେ ଦେଖି ପାରୁ ଥିବା 10 ପଇସା ଏବଂ 25 ପଇସା ର କୟେନ୍ ଯଦି ଆପଣ ମାନଙ୍କ ପାଖରେ ରହିଛି ତେବେ ତାହା ବଦଳ ରେ ଆପଣ ମାନଙ୍କୁ ମିଳିବ 70 ହଜାର ଟଙ୍କା । ସେହି ପରି ଆପଣ ମାନଙ୍କ ପାଖରେ 1961 ମସିହାର ଯେଉଁ ଟଙ୍କିକିଆ କୟେନ୍ ରହିଛି ତା ବଦଳ ରେ ଆପଣ ମାନଙ୍କୁ ମିଳିବ 80 ହଜାର ଟଙ୍କା । ତେବେ କହି ଦେବୁ କି ସେହି 1 ଟଙ୍କିଆ କୟେନ୍ ର ରଙ୍ଗ ଲାଲ୍ ହେବା ଦରକାର । ଏବଂ ଆମର ପରବର୍ତି କୟେନ୍ ଟି ଆପଣ ମାନେ ଦେଖି ପାରୁ ଥିବେ ଯେତେ ବେଳେ ଆମକୁ ଇଂରେଜ୍ ମାନେ ଶାଶନ କରୁ ଥିଲେ । ସେହି ସମୟ ରେ ଏମିତିକା କୟେନ୍ ତିଆରି କରା ଜାଉ ଥିଲା । ଏହା 1835 ମସିହା ଠୁ 1935 ଯାଏ ତିଆରୀୀ ହେଉ ଥିଲା ବର୍ତମାନ ସମୟ ରେ ଏହାର ମୂଲ୍ୟ 8 ରୁ 10 ଲକ୍ଷ ଟଙ୍କା ହୋଇ ଥାଏ । ସେହି ପରି ଆପଣ ମାନେ ଦେଖି ପାରୁ ଥିବେ ଗୋଟିଏ 20 ପଇସା ର ବି କୟେନ୍ ରହିଛି ଜାହା ଦେଇ ଆପଣ ମାନଙ୍କୁ 20 ରୁ 30 ହଜାର ଟଙ୍କା ମିଳି ପାରିବ ।money

ସେହି ପରି ଆପଣ ମାନଙ୍କ ପାଖରେ ଯଦି 1 ଟଙ୍କିଆ ନୋର୍ଟ ରହିଛି ତେବେ ଆପଣ ମାନଙ୍କୁ ଏହାର ମୂଲ୍ୟ 50 ହଜାର ଟଙ୍କା ଯାଏ ମିଳି ପାରିବ । ଏବଂ ଆପଣ ମାନଙଙ୍କୁ କେବଳ ଏହାର ଫୋଟ ଏବଂ ଆପଣ ମାନଙ୍କ ସହିତ ଉଠେଇ ପଠେଇବା ପାଇଁ ପଡିବ । ଏବଂ ଆପଣ ମାନଙ୍କ ପାଖରେ ଯଦି ଏହି କୟେନ୍ ରହିଛି ତେବେ ଆପଣ ମାନେ rakeshrn14@gmail.com ଜି ମେଲ୍ ଆଇଡି ରେ ହିଁ କଣ୍ଟାକ୍ଟ କରିବେ । ତେବେ ଆପଣ ମାନଙ୍କୁ ଏହି ସବୁ ଟଙ୍କା ବଦଳ ରେ ବହୁ ଅଧିକ ଟଙ୍କା ମିଳି ପାରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *