କ୍ରାଇମ ବ୍ରାଞ୍ଚ ଧରିଲା ସବୁ ସତ , ଏମାନେ ସବୁୁ ଜେଲ ଯିବା ହେଲା ଶୁନିଶ୍ଚିନ୍ତ

jail22

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ପିତା ଏବେ ସାମ୍ନା କୁ ଆସିଛନ୍ତି । ସେ କହିଛନ୍ତି କି ତାଙ୍କ ପୁଅ କୁ ହତ୍ୟା କରି ଫିଙ୍ଗି ଦିଆ ଜାଇଛି । ଆଦିତ୍ୟ କେବେ ବି ଆତ୍ମହତ୍ୟା କରି ପାରିବେ ନାହିଁ । ଆଉ ତାଙ୍କୁ ବଡ ବଡ ଲୋକ ମାନେ ଏହି ଠାରେ ସଢଯନ୍ତ୍ର କରିି ହତ୍ୟା କରି ଥିବାର ତାଙ୍କ ର ବାପା କହିଛନ୍ତି । ମଦ ବିରୋଧୀ ଆନ୍ଦଳନ ପାଇଁ ସେ ବଡ ବଡ ବ୍ୟବସାୟୀ ମାନଙ୍କ ସହିତ ସେ ସତୃତା କରି ଥିଲେ କାରଣ ଯେ ଭଲ କାମ କରେ ତାର ନିଶ୍ଚିତ ଭାବେ କେହି ନା କେହି ଶତୃ ରହି ଥାନ୍ତି ।

aditya das

କ୍ରାଇମ୍ ବ୍ରାଞ୍ଚ ଜେରାରେ ବଡ ଖୁଲାସା କରିଛଛନ୍ତି ଆଦିତ୍ୟ ଙ୍କ ପିତା । ଏବଂ ଏହା ସହିତ ସେ ଏହି କଥା ବି କହିଛନ୍ତି କି ସେ କ୍ରାଇମ୍ ବ୍ରାଞ୍ଚ ରୁ ଅନେକ ତଥ୍ୟ ମଧ୍ୟ ପାଇଛନ୍ତି । ଜାହାକୁ ସେ ମିଡ଼ିଆ ଆଗରେ କହିବେ ନାହିଁ । ହେଲେ ସେ କ୍ରାଇମ୍ ବ୍ରାଞ୍ଚ ଠାରୁ ଆଶା କରିଛନ୍ତି କି ସେ ନିଶ୍ଚିତ ଭାବେ ନ୍ୟାୟ ଦେବେ । ଆଦିତ୍ୟ ଙ୍କ ମୃତ୍ୟୁ ର ମାସେ ପରେ ମିଡ଼ିଆ ସାମ୍ନା କୁ ଆସିଛନ୍ତି ଆଦିତ୍ୟ ଙ୍କର ବାପା ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ଆଦିତ୍ୟ ଙ୍କର ମୃତ୍ୟୁ ପରେ ପରେ ତାଙ୍କ ବାପା କୁଆଡେ ଜାଇ ଥିଲେ ଏବଂ ବର୍ତମାନ ସମୟ ରେ କଣ ପାଇଁ ସେ ପୁଣି ଥରେ ମିଡ଼ିଆ ସାମ୍ନା କୁ ଆସିବା ପାଇଁ ଚାହୁଁଛନ୍ତି ତାହା ନେଇ ପ୍ରଶ୍ନ ଉଠିଛି । ସେହି ପରି ବେଳେ ଏହି ଖବର ବି ମିଳିଛି କି ଆଦିତ୍ୟ ଙ୍କ ବିବାହ ପଛରେ ଜଣେ ଓଏସ୍ ଅଧିକାରୀ ଙ୍କ ସାହାଯ୍ୟ ରହିଛି ଏବଂ ସେହି ଲକଡାଉନ୍ ସମୟ ରେ ଅନେକ ପ୍ରତିବନ୍ଧକ ରହି ଥିବାରୁ ସେହି ସମୟରେ ଲକଡାଉନ୍ ର ନିୟମ କୁ ଭାଙ୍ଗି ଜଣେ ସରକାରୀ ବାବୁ କେମିତି ବିବାହ କରି ଥିଲେ ତାହା ବି ବର୍ତମନ ସମୟ ରେ ପ୍ରଶ୍ନ ଉଠୁଛି ।

ତେବେ କଣ ତାଙ୍କ ଉପରେ କେଉଁଠୁ ଚାପ ପଡୁ ଥିଲା କି ।ହେଲେ ଏହି ବିଷୟ ଧିରେ ଧିରେ ସତ୍ୟ ଆଡକୁ ଅଗ୍ରସର ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *