ବଡ ଦୁଃଖର ଖବର ପୁଣି ଗୁଡୁ ଙ୍କୁ କରୋନା । ମନା କଲେ ଡାକ୍ତର

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପୁଣି ଗୋଟିଏ ଦୁଖଃ ଦାୟକ ଖବର ସାମ୍ନା କୁ ଆସୁଛି । ଓଲିଉଡ ର କମେଡିଆନ ଗୁଡୁ ବର୍ତମାନ ସମୟ ରେ କୋରନା ପଜେଟିଭ୍ ହୋଇ ଛନ୍ତି । ଯଦି ଦେଖିବେ ଆଶନ୍ତା କାଲି ତୋ ପାଇଁ ମୁଁ ସିରିଏଲ ର ଚନ୍ଦନ ବି କୋରନା ପଜେଟିଭ୍ ଚିହ୍ନଟ ହୋଇ ଥିଲେ । ଠିିକ୍ ସେତିକି ବେଳେ ଆଜି ଜାହା ଖବର ରହିଛି ଗୁଡୁ ଆଜି କୋରନା ପଜେଟିଭ୍ ହୋଇଛନ୍ତି । ତାଙ୍କ କଗିବା ଅନୁସାରେ ସେ ଗତ କାଲି ସଂନ୍ଧ୍ୟା ରୁ ହିଁ ଜ୍ୱର ଏବଂ ଛାତି ରେ ଯନ୍ତ୍ରଣା ମଧ୍ୟ ହୋଇଛି । ଏବଂ ସେହିଥି ପାଇଁ ଗୁଡୁ ଙ୍କ ବାପା ମାଆ ତାଙ୍କୁ କୋଭିଡ୍ ହସ୍ପିଟାଲ ରେ ଏଡମିଟ୍ ପାଇଁ ନେଇ ଥିଲେ । ହେଲେ କୋଭି୍ଡ୍ ହସ୍ପିଟାଲ ତାଙ୍କୁ ଏଡମିସନ ପାଇଁ ମନା କରି ଦେଇ ଥିଲେ ।gudu

ଏମିତି ଗୋଟିଏ ସାଘାତିକ୍ ଅଭିଯୋଗ ବର୍ତମାନ ସମୟ ରେ ଗୁଡୁ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଭିଡ଼ିଓ କରି ପୋଷ୍ଟ କରିଛନ୍ତି । ଗୁଡୁ ଙ୍କ କହିବା ଅନୁସାରେ ତାଙ୍କ ଶରୀର ରେ ଏମିତି ଲକ୍ଷୟ ଦେଖା ଦେବା ପରେ ତାଙ୍କର ବାପା ମାଆ ତାଙ୍କୁ ବହୁତ ସାରା ହସ୍ପିଟାଲ ନେଇ ଜାଇ ସାରିଛନ୍ତି । ହେଲେ କୈଁଣସି ବି ହସ୍ପିଟାଲ ତାଙ୍କୁ ଆଡମିଟ୍ କରାଉ ନାହାଁନ୍ତି । ଏବଂ BMC ବି ତାଙ୍କୁ ଅଣ ଦେଖା କରୁଛି ବୋଲି ସେ କହିଛନ୍ତି । ଏବଂ ଏହି ବିଷୟ ରେ ସେ ନିଜର ସୋସିଆଲ ଏକାଉଣ୍ଟ ରେ ଅପିଲ୍ କରି ଛନ୍ତି ।gudu

ତାଙ୍କୁ କେମିତି ହସ୍ପିଟାଲ ରେ ଆଡମିସନ ମିଳିବ ସେହି ବିଷୟ ରେ ସରକାର ଙ୍କ ନିକଟ ରେ ପାର୍ଥନା କରିଛନ୍ତି । ଏବଂ ଆମ ଚେନ୍ନାଲ ପକ୍ଷ ରୁ ବି ଆମେ ମଧ୍ୟ ପାର୍ଥନା କରିବା ପାଇଁ ଚାହୁଁଛୁ କି ଏହିତି ରୋଗୀ ଙ୍କୁ BMC ଅବହେଳା କରନ୍ତୁ ନାହିଁ । ଏବଂ ତୁରନ୍ତ ଚିକିତ୍ସା କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *