ଜାଣନ୍ତୁ Ganesha puja 2020 କେବେ, ପୂଜା ମୂହୂର୍ତ୍ତ, ମୂର୍ତ୍ତୀ ସ୍ଥାପନା ଶୁଭ ମୂହୂର୍ତ୍ତ ଆଦି ସମ୍ପୂର୍ଣ୍ଣ ତଥ୍ୟ |

ggg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆପଣ ମାନଙ୍କୁ ଆଜି ଜଣେଇବୁ କି ଗଣେଷ ଚତୁର୍ଥି କେବେ ପାଳିତ ହେବ ଏବଂ ପୂଜା ମୁହୁର୍ତ ଏବଂ ଏବଂ ମୃତି ର ସ୍ଥାପନ ହେବାର ମୂହୁର୍ତ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଏହି ଦିନ ରେ ଚନ୍ଦ୍ର ଦର୍ଶନ ରୁ ବର୍ଜନିୟ ମନା ଯାଏ । ହିନ୍ଧୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସ ର ଶୁକ୍ଲ ପକ୍ଷ ଚତୁର୍ଥି ଦିନ ଭଗବାନ ଗଣେଷ ଙ୍କ ପୂଜା କରା ଜାଇ ଥାଏ । ଏବଂ ଏହି ଦିନ ରେ ତାଙ୍କ ଜନ୍ମ ବି ହୋଇ ଥିଲା ।

gannn

ଏବଂ ଏହାକୁ ଆମେ ଉତ୍ସବ ଭାବେ ମନେଇ ଥାନ୍ତି । ତେବେ ବନ୍ଧୁଗଣ ଚଳିତ ବର୍ଷ 2020 ରେ ଗଣେଷ ଚତୁର୍ଥି 22 ଅଗଷ୍ଟ ଶନିବାର ଦିନ ପଡିବ । ଏହି ଦିନ ଲୋକ ମାନେ ଭଗବାନ ଗଣେଷ ଙ୍କୁ ଆଣି ସ୍ଥାପନ କରିବେ । ସବୁ ବେଳେ ଗଣେଷ ଭଗବାନ ଙ୍କ ମୃତି ସ୍ଥାପନ ମଧ୍ୟାନ ରେ ହିଁ କରା ଜାଇ ଥାଏ । କାରଣ ତାଙ୍କର ଜନ୍ମ ମଧ୍ୟାନ ସମୟ ରେ ହୋଇ ଥିଲା । ସେହି ପରି ଚଳିତ ବର୍ଷ ର ମୃତି ସ୍ଥାପନ ଏବଂ ପୂଜା ର ଶୁଭ ମୂହୁର୍ତ ସକାଳ 11.03 ରୁ ଆରମ୍ଭ ହୋଇ 1.34 ପର୍ଯ୍ୟନ୍ତ ରହିବ ।

ତଣୁ ବନ୍ଧୁଗଣ ଏହି ସମୟ ରେ ମୃତି ସ୍ଥାପନା ଏବଂ ପୂଜନ କରନ୍ତୁ । ବନ୍ଧୁଗଣ ବହୁତ ଲୋକ ମାନେ ଏହି କଥା ଜାଣିବା ପାଇଁ ଚାହାଁନ୍ତି କି ଏହି ଦିନ ରେ କଣ ପାଇଁ ଚନ୍ଦ୍ର ଦର୍ଶନ କରା ଯାଏ ନାହିଁ । କାରଣ ଏହା ଦ୍ୱାରା କଳଙ୍କ ଲାଗେ । ଭଗବାନ ଶ୍ରୀ କୃଷ୍ଣ ଙ୍କ ଉପରେ ବହୁ ମୂଲ୍ୟ ମଣୀ ର ଚୋରୀ କରିବା ଆରୋପ ଏହି ଦିନ ଚନ୍ଦ୍ର ଦର୍ଶନ ଯୋଗୁଁ ଲାଗି ଥିଲା ସେହିଥି ପାଇଁ ଏହି ଦିନ ରେ କେବେ ବି ଚନ୍ଦ୍ର ର ଦର୍ଶନ କରା ଯାଏ ନାହିଁ ।

gane

ଏବଂ ଆପଣ ମାନେ ବି ଏହି ଦିନରେ ଚନ୍ଦ୍ର ଦର୍ଶନ ରୁ ବଞ୍ଚନ୍ତୁ । ଏବଂ ସବୁ ସମୟ ରେ ଘର ର ଉତ୍ତର ପଶ୍ଚିମ ଦିଗ ରେ ହିଁ ବସାନ୍ତୁ ବା ସ୍ଥାପନନା କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *