ରାଫେଲ ସାମିଲ ହେବା ପରେ ଆତଙ୍କିତ ହେଲା ଚୀନ୍‌; ଜାଣନ୍ତୁ ଆତଙ୍କ ପଛର ୧୦ କାରଣ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଶକ୍ତି ଶାଳୀ ଏବଂ ଅନ୍ୟ ର ପରଦା ତଳେ ଲୁଚି କରି ରହି ଥିବା ଚୀନ୍ ସବୁ ବେଳେ ଭାରତ କୁ ଯୁଦ୍ଧ ର ଧମକ୍ ଦେଉଛି ହେଲେ ଏବଂ ସବୁ ସମୟ ରେ ନିଜକୁ ଶକ୍ତିଶାଳୀ ଦେଖେଇ ହେଉଛି ହେଲେ ରାଫେଲ୍ ଆସିବା ପରେ ମାନେ ଆପଣ ମାନେ ଜାଣି ଥିବେ ଗତ କାଲି ଭାରତ ବାୟୁ ସେନା ରେ 5 ଟି ରାଫେଲ୍ ଆସିଛି । ସେହିଥି ପାଇଁ ଏବେ ଚୀନ୍ ଡରିବାରେ ଲାଗିଛି । ଏବଂ ଏହା ପଛରେ 10 ବଜ କାରଣ ରହିଛି ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । କହିବା ପାଇଁ ଚାହିଁବୁ କି ରାଫେଲ୍ ହେଉଛି ସର୍ବାଧିକ କ୍ଷେମତା ସଂମ୍ପର୍ଣ୍ଣ ଯୁକ୍ତ ବିମାନ ଏହା ସର୍ବଆଧୁନିକ ଏବଂ ଚତୁର୍ଥ ପୀଢି ର ଯୁଦ୍ଧ ବିମାନ ମଧ୍ୟ ରୁ ଅନ୍ୟ ତମ । ସେହି ପରି ଭାବେ ଏହି ଥିରେ ଆଣବିକ ଅସ୍ତ୍ର ଶସ୍ତ୍ର ଠାରୁ ଆରମ୍ଭ କରି ମୂଖ୍ୟ ଶକ୍ତି ଶାଳୀ କ୍ଷେମତା ସଂମ୍ପର୍ଣ୍ଣ ଅସ୍ତ୍ର ଶସ୍ତ୍ର ଏହି ଥିରେ ନେଇ ଜାଇ ହେବ ।air

ଏହାକୁ ଏମିତି ତିଆରି ହୋଇଛି ଯେ ଏହା ନିଜେ ଶସତୃ କବଳ ରୁ ବଞ୍ଚିବା ସହିତ ନିଜକୁ ଶତୃ କବଳ ରୁ ସୁରକ୍ଷା କରି ରଖି ପାରିବ । ଏବଂ ଲକ୍ଷ୍ୟ ବେଦ କରି ପାରିବ । ଏବଂ ଏହି ବିମାନ ରେ ଦୁଇଟି ଇଞିନ୍ ରହିଛି । ଏବଂ ସେହିଥିରେ 2000 ଲିଟର ଯାଏ ତୈଳ ଖେମତା ରହିଛି । ସେହି ପରି ଏହି ଯୁଦ୍ଧ ବିମାନ ରେ ଆର୍ଟିକ୍ ଅଟୋମେଟିକ୍ ସ୍କାନ୍ ରେଡାର ରହିଛି । 150 କିଲୋମିଟର ରୁ ଅଧିକ ଦୂରତା ରେ ରହି ଥିବା ଶତୃ ର ସ୍ଥିତି କୁ ଜାଣି ପାରିବ । ସେହି ପରି ଏହି ବାମାନ ର ସର୍ଟ ଡଡାଉନ୍ ଏବଂ ଲକଡାଉନ୍ କ୍ଷେମତା ରହିଛି ଏହାକୁ ଆପଣ ମାନେ ଚାହିଁଲେ ଯେଉଁ ସମୟ ରେ ଲକ୍ କରି ପାରିବେ । ସେହି ପରି ଏହି ଥିରେ ଇଲୋକ୍ଟ୍ରନିକ୍ସ ଏବଂ ଇଣ୍ଟରଫେୟାର ସିଷ୍ଟମ୍ ରହିଛି ।air p

ସେହି ପରି ଏହି ଥିରେ ଏକା ଥରେ 6 ଏୟାର ଟୁ ଏୟାର ମିସାଇଲ୍ ନେବାର କ୍ଷେମତା ରହିଛି । ଏବଂ 6 ଟି ସ୍ପେସାଲିଷ୍ଟ ବମ୍ ପରିବହନ ର କ୍ଷେମତା ରହିଛି । ସେହି ପରି ଭାବେ ଏହି ବିମାନ ପାଖରେ ଏୟାର ରିଫଲିଂ କ୍ଷେମତା ମଧ୍ୟ ରହିଛି । ଏହା କୈଣସି ବି ବିମାନ ସହିତ ଉଡି ଇନ୍ଧନ ବି ଦେଇ ପାରିବ । ତେବେ ଆପଣ ମାନଙ୍କୁ ଏହି ରାଫେଲ୍ ବିମାନ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *