ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଶକ୍ତି ଶାଳୀ ଏବଂ ଅନ୍ୟ ର ପରଦା ତଳେ ଲୁଚି କରି ରହି ଥିବା ଚୀନ୍ ସବୁ ବେଳେ ଭାରତ କୁ ଯୁଦ୍ଧ ର ଧମକ୍ ଦେଉଛି ହେଲେ ଏବଂ ସବୁ ସମୟ ରେ ନିଜକୁ ଶକ୍ତିଶାଳୀ ଦେଖେଇ ହେଉଛି ହେଲେ ରାଫେଲ୍ ଆସିବା ପରେ ମାନେ ଆପଣ ମାନେ ଜାଣି ଥିବେ ଗତ କାଲି ଭାରତ ବାୟୁ ସେନା ରେ 5 ଟି ରାଫେଲ୍ ଆସିଛି । ସେହିଥି ପାଇଁ ଏବେ ଚୀନ୍ ଡରିବାରେ ଲାଗିଛି । ଏବଂ ଏହା ପଛରେ 10 ବଜ କାରଣ ରହିଛି ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । କହିବା ପାଇଁ ଚାହିଁବୁ କି ରାଫେଲ୍ ହେଉଛି ସର୍ବାଧିକ କ୍ଷେମତା ସଂମ୍ପର୍ଣ୍ଣ ଯୁକ୍ତ ବିମାନ ଏହା ସର୍ବଆଧୁନିକ ଏବଂ ଚତୁର୍ଥ ପୀଢି ର ଯୁଦ୍ଧ ବିମାନ ମଧ୍ୟ ରୁ ଅନ୍ୟ ତମ । ସେହି ପରି ଭାବେ ଏହି ଥିରେ ଆଣବିକ ଅସ୍ତ୍ର ଶସ୍ତ୍ର ଠାରୁ ଆରମ୍ଭ କରି ମୂଖ୍ୟ ଶକ୍ତି ଶାଳୀ କ୍ଷେମତା ସଂମ୍ପର୍ଣ୍ଣ ଅସ୍ତ୍ର ଶସ୍ତ୍ର ଏହି ଥିରେ ନେଇ ଜାଇ ହେବ ।
ଏହାକୁ ଏମିତି ତିଆରି ହୋଇଛି ଯେ ଏହା ନିଜେ ଶସତୃ କବଳ ରୁ ବଞ୍ଚିବା ସହିତ ନିଜକୁ ଶତୃ କବଳ ରୁ ସୁରକ୍ଷା କରି ରଖି ପାରିବ । ଏବଂ ଲକ୍ଷ୍ୟ ବେଦ କରି ପାରିବ । ଏବଂ ଏହି ବିମାନ ରେ ଦୁଇଟି ଇଞିନ୍ ରହିଛି । ଏବଂ ସେହିଥିରେ 2000 ଲିଟର ଯାଏ ତୈଳ ଖେମତା ରହିଛି । ସେହି ପରି ଏହି ଯୁଦ୍ଧ ବିମାନ ରେ ଆର୍ଟିକ୍ ଅଟୋମେଟିକ୍ ସ୍କାନ୍ ରେଡାର ରହିଛି । 150 କିଲୋମିଟର ରୁ ଅଧିକ ଦୂରତା ରେ ରହି ଥିବା ଶତୃ ର ସ୍ଥିତି କୁ ଜାଣି ପାରିବ । ସେହି ପରି ଏହି ବାମାନ ର ସର୍ଟ ଡଡାଉନ୍ ଏବଂ ଲକଡାଉନ୍ କ୍ଷେମତା ରହିଛି ଏହାକୁ ଆପଣ ମାନେ ଚାହିଁଲେ ଯେଉଁ ସମୟ ରେ ଲକ୍ କରି ପାରିବେ । ସେହି ପରି ଏହି ଥିରେ ଇଲୋକ୍ଟ୍ରନିକ୍ସ ଏବଂ ଇଣ୍ଟରଫେୟାର ସିଷ୍ଟମ୍ ରହିଛି ।
ସେହି ପରି ଏହି ଥିରେ ଏକା ଥରେ 6 ଏୟାର ଟୁ ଏୟାର ମିସାଇଲ୍ ନେବାର କ୍ଷେମତା ରହିଛି । ଏବଂ 6 ଟି ସ୍ପେସାଲିଷ୍ଟ ବମ୍ ପରିବହନ ର କ୍ଷେମତା ରହିଛି । ସେହି ପରି ଭାବେ ଏହି ବିମାନ ପାଖରେ ଏୟାର ରିଫଲିଂ କ୍ଷେମତା ମଧ୍ୟ ରହିଛି । ଏହା କୈଣସି ବି ବିମାନ ସହିତ ଉଡି ଇନ୍ଧନ ବି ଦେଇ ପାରିବ । ତେବେ ଆପଣ ମାନଙ୍କୁ ଏହି ରାଫେଲ୍ ବିମାନ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।