ଛୋଟ ପିଲା ଏହି ଖବର ଦେଖନ୍ତୁ ନାହିଁ | ନିଶ୍ଚୟ ଥରୁଟିଏ ପଢି ଦିଇନ୍ତୁ ନହେଲେ ପସ୍ତେଇବେ

gree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟ ରେ କହିହବା ପାଇଁ ଯାଉଛୁ ଜାହା ଆପଣ ମାନେ ସକାଳୁ ଉଠି କରି ପ୍ରଥମେ ଖାଆନ୍ତୁ ଆପଣ ମାନଙ୍କ ଭାଗ୍ୟ ବଦଳିବାରେ ଲାଗିବ । ତେବେ ସେହି ମଧ୍ୟ ରୁ ଗୋଟିଏ ହେଲା କଞ୍ଚା ରସୁଣ । ତେବେ ବନ୍ଧୁଗଣ ଆପଣ ମାନେ ଏହି ରସୁଣ ର ବ୍ୟବହାର ଆପଣ ମାନେ କଞ୍ଚା ଭାବେ ସକାଳୁ ଖାଲି ପେଟ ରେ କରିବେ ତେବେ ଏହା ଆପଣ ମାନଙ୍କ ଶରୀର ପାଇଁ ବର ଦାନ ହୋଇ ଥାଏ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ସେହି ଜିନିଷ ବିଷୟ ରେ କହୁଛୁ।

green-chilly

ରସୁଣ ଏହି ରସୁଣ କୁ ଆପଣ ମାନେ ଖାଲି ପେଟ ରେ ଗୋଟିଏ ବା ଦୁଇଟି କୋଷା ଆଣନ୍ତୁ । ଏବଂ ଚୋବାଇ ଖାଆନ୍ତୁ । ତେବେ ଆପଣ ମାନେ ମନେ ରଖନ୍ତୁ ପ୍ରଥମେ ପ୍ରଥମେ ଖାଇବାକୁ ଏହା ଭଲ ଲାଗି ନ ପାରେ ହେଲେ ଏହାର ଅନେକ ଫାଇଦା ରହିଛି । ଏହା ଶରୀର ରେ ଥିବା କ୍ଷେତି କାରକ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରି ଥାଏ । କେବଳ ଆପଣ ମାନଙ୍କୁ ସପ୍ତାହ ରେ ଦୁଇ ଥର ଏହି ରଷୁଣ ର ପାଖୁଡା କୁ ସେବନ କରିବା ପାଇଁ ପଡିବ । ସେହି ପରି ବେଳେ ଆପଣ ମାନେ ଦ୍ୱତୀୟ ଉପାୟ ବି ଆପଣେଇ ପାରିବେ ଯଦି ଆପଣ ମାନେ ନିଜ ଜକୃତ କୁ ସୁସ୍ଥ ରଖିବା ପାଇଁ ଚାହାଁନ୍ତି ତେବେ ଲେମ୍ବୁ ର ସେବନ କରନ୍ତୁ ।

ଏହାବି ଆପଣ ମାନଙ୍କ ଶରୀର ରୁ କ୍ଷେତି କାରକ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରେ ମାନେ ଆପଣ ମାନଙ୍କ ଲିଭର କୁ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ରଖେ । ସେମିତି ରେ ଆପଣ ମାନଙ୍କ ଦାନ୍ତ ରେ କଷ୍ଟ , ହାଇ ବ୍ଲଡ୍ ପ୍ରେସର , ପେଟ ରେ ଅଜିନ୍ନ ହେବାର ସମସ୍ୟା ଏମିତି ରେ କ୍ୟନସର ଭଳି ରୋଗ ର ପ୍ରତିରୋଧକ କରିବାରେ ଏହି ରସୁଣ ଆପଣ ମାନଙ୍କର ବହୁତ ସାହାଯ୍ୟ କରି ଥାଏ ।

green

ତେବେ ଆପଣ ମାନେ ଏହାର ସେବନ କରନ୍ତୁ ତେବେ ଦେଖନ୍ତୁ ଏହାର ଫାଇଦା ବିଷୟ ରେ ସେହି ପରି ଆପଣ ମାନଙ୍କ ସେକ୍ସୱାଲ ଲାଇଫ୍ ରେ ସ୍ଫମ୍ କାଉଣ୍ଟ କମ୍ ହୋଇ ଥିବାରୁ ଆପଣ ମାନଙ୍କ ପାର୍ଟନର ଙ୍କ ସହିତ ଆପଣ ମାନେ ସଠିକ୍ ଭାବେ ମଜା ନେଇ ପାରୁ ନାହାଁନ୍ତି ବା ଆପଣ ମାନଙ୍କ ଠାରେ ଶିଘ୍ର ପତନ ଭଳି ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନଙ୍କୁ ଏହି ସବୁ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ଦେଇ ପାରେ ଏହି ରଶୁଣ ର ପାଖୁଡା ତେବେ ଆପଣ ମନେ କେବଳ ସେବନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *