କରୋନା ଟୀକାକୁ ନେଇ ଭାରତକୁ ଆସିଲା ଖୁସି ଖବର |

caro

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ମହାମାରୀ କୋରନା କୁ ନେଇ ଆସିଛୁ ଖୁସୀ ଖବର ଓକ୍ଟଫୋର୍ଡ ଇୟୁନିଭର୍ସିଟି ପରିକ୍ଷଣ ହେଉ ଥିବା କୋରନା ଟୀକା ର ଦ୍ୱୀତିୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ଏବେ ସଫଳ ହେବାରେ ଲାଗିଛି । ଏବଂ ଏହାର ପରିଚାଳନା ପାଇଁ ଓକ୍ଟଫୋର୍ଡ ଇୟୁନିଭର୍ସିଟି ପୁନେ ସ୍ଥିତ ସେରମ୍ ଇନ୍ସିଚ୍ୟୁଟ୍ ଅଫ୍ ଇଣ୍ଡିଆ କୁ ଅନୁମତି ଦେଇଛି ।

carona

ସେହି ପରି ଏହି କୋଭିଡ୍ 19 ର ଟୀକା ପାଇଁ ସବ୍ଜେକ୍ଟ ଏକ୍ସପୋର୍ଟ କମିଟି ର ପୁଙ୍ଖାନୁଫଙ୍ଖ ମୂଲ୍ୟାଙ୍କନ ଡା : ଭିଜି ସୋମାନୀ ଙ୍କ ଦ୍ୱାରା SII କୁ ଅନୁମୋଦନ କରା ଜାଇଛିି । ଏହି ତଥ୍ୟ ଅନୁସାରେ SII କୁ ଗୋଟିଏ ସପ୍ତାହ ରେ ଗୋଟିଏ ଡୋଜ୍ ଏବଂ ଆଉ ଚାରି ସପ୍ତାହ ରେ ଆଉ ଗୋଟିଏ ଡୋଜ୍ ଦେବାକୁ ପଡିବ । ଏବଂ ପରେ ପରେ ପୂର୍ବ ନର୍ଦ୍ଧାରିତ ସୁରକ୍ଷା ଶକ୍ତି କୁ ମୂଲ୍ୟାଙ୍କନ କରା ଯିବ ।

ଏହି ସବୁ କୁ ନେଇ ସେରମ୍ ଇନ୍ସୁଚ୍ୟୁଟ୍ ଏହାର ଗବେଶଣା ରେ ଜୋର ଦେଇଛି ଏବଂ ସେରମ୍ ଇନ୍ସୁଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବେକ୍ସିନ୍ କୁ ଆସନ୍ତା ଡିସେମମ୍ବର ମାସ ସୁଧା ଭାରତୀୟ ବଜାର ରେ ଲୋକ ମାନଙ୍କ ପାଖରେ ପହଁଚାଇବା ପାଇଁ ଲକ୍ଷ ରଖିଛି । ହେଲେ ଏହାକୁ ଲୋକ ମାନଙ୍କ ପାଖକୁ ଆଣିବା ପୂର୍ବ ରୁ ସେରମ୍ ଇନ୍ସୁଚ୍ୟୁଟ୍ ପକ୍ଷ ରୁ ଏହି ଟୀକା ବିପକ୍ଷ ରେ ହୋଇ ଥିବା ପରିକ୍ଷା ଏବଂ କ୍ଲିନିକାଲ ଟେଷ୍ଟ ର ରିପୋର୍ଟ କୁ ଭାରତ ସରକାର ଦେଖିବେ ଏବଂ ପରେ ଜାଇ ଏହି ଟୀୀକା ଲୋକ ମନଙ୍କ ପାଖରେ ପହଁଚି ପାରିବ ବୋଲି ଜଣା ପଡିଛି ।

caron

ତେବେ ସେହି ପରି ବେଳେ କୋରନା ଭାଇରସ କୁ ନେଇ ସାରା ଦେଶ ରେ ପରିକ୍ଷା ହେଉ ଥିବା ବେଳେ ଋଷିଆ ର ସରକାରୀ ପ୍ରତିଷ୍ଠାନ୍ ଗମାଲୀ ଇନ୍ସୁଚ୍ୟୁଟ୍ ଅଫ୍ ଏପିଡେମୋ ଲୋଜି ଏବଂ ମାଇକ୍ର ବାଇଲୋଜି ଦ୍ୱାରା ପ୍ରସ୍ତୁତ ଏକ ଫଳ ପ୍ରଦ କୋଭିଡଡ୍ ଟୀକା କୁ ମନୁଶ୍ୟ ଶରୀର ରେ ନୈଦାନିକ ପରିକ୍ଷଣ ସେଷ ହୋଇଛି ବୋଲି ସରକାରୀ ସ୍ଥର ରେ ସୂଚନା ଦିଆ ଜାଇଛି ।

carona-vach

ଏହି ପରି ଭାବେ ଏହାର ପ୍ରସ୍ତୁତି ଏହି ଅନୁମତ ସାକ୍ଷର ପାଇଁ କାର୍ଯ୍ୟ କର୍ମ ଜାରୀ ରହିଛି ବୋଲି ଗମାଲୀ ଇନ୍ସୁଚ୍ୟୁଟ୍ କହିଛି । ସେହି ପରି ବେଳେ ଅକ୍ଟୋବର ମାସ ରେ ଏହି ସବୁ ଚୀକା କୁ ନେଇ ଋଷ୍ ରେ ଏକ ଗଣ ଟୀକା ସ୍ୱାସ୍ଥ୍ୟ କରଣ ହାତକୁ ନିଆ ଯିବ ବୋଲି କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *