OSSC ରେ ନିଯୁକ୍ତି ସଯୋଗ ସମସ୍ତ ଜିଲ୍ଲାର ପ୍ରାର୍ଥୀ ଆବେଦନ କରି ପାରିବେ ।

job

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ଷ୍ଟାଫ ସିଲେକସନ କମିଶନ OSSC ତରଫରୁ ନଟିଫିକେସନ ଟି ରିଲିଜ ହେଈଛି ପଦବୀର ନାମ ହେଉଛି Soil Conservation Extension Worker ପଦବୀ ପାଇଁ ନଟିଫିକେସନ ଟି ରିଲିଜ ହେଇଛି ଯୋଉଥିରେକି 201ଟି ପଦବୀ ରହିଛି Ur ରହୁଛି 93 ଟି ପଦବୀ SCBCରେ ଅଛି 36 ଟି SCରେ ରହୁଛି 31ଟି STରେ 41 ଟି ପଦବୀ ଅଛ ସର୍ବମୋଟ 201ଟି ପଦବୀ ରିଲିଜ ହେଇଛି । ଏଥିରେ ଉଭୟ ପୁଅ ପିଲା ଏବଂ ଝିଅ ପିଲା ମଧ୍ୟ ଆବେଦନ କରିପାରିବେ ଏଥିରେ Offline mode ରହିବ ଯଦି ଆପଣ ଆବେଦନ କରିବାକୁ ଛାହୁଛନ୍ତି 16/08/2020ରୁ ଆରମ୍ଭ ହେବ 15/09/2020ଏହାର ଶେଷ ତାରିଖ ।ossc

Application fee – General/SCBC ପିଲାମାନଙ୍କ ପାଇ 200 ଟଙ୍କା ରହିଛି ଏବଂSC/ST ପିଲାମାନଙ୍କ ପାଇଁ No Fee ଏହି ଯୋଉ 200 ଟଙ୍କାApplication Fee ଆପଣ online ବ ନେଟ ବେଂଙ୍କିଙ୍ଗ ମାଧ୍ୟମରେ ଦେଇ ପାରିବେ । ତାପରେ ହଉଛି ଆପଣଙ୍କ ବୟସ ସୀମା ଜେନେରାଲ ବ୍ୟକ୍ତି ମାନଙ୍କ ପାଣି ବୟସ 21ରୁ 32 ବର୍ଷ ପର୍ଯ୍ୟନ୍ତ SC ST ବା ମହିଳା ମାନଙ୍କ ପାଇଁ 21ରୁ 37 ବର୍ଷ Questions +2 science ପିଲାମାନଙ୍କ ପାଇଁ ଭଲ ଅଟେ । ଦରମା ହେଉଛି 9000 ତାଙ୍କ ବର୍ଷ ର ଟଙ୍କା ରହିବ ତା ପରେ ଆପଣ ରେଗୁଲାର କରିଲା ପରେ ଧୀରେ ଧୀରେ ବଢ଼ିବାରେ ଲାଗିବ । ତାପରେ ରହୁଛି written exmastion ତାପରେ ରହିବ ଆପଣଙ୍କର document verification ।ତାପରେ ହଉଛିwritten exmastion ରେ ପେପର 1 ଏହିରେ ରହୁଛି ଜେନେରାଲ ପଢା ଏବଂ ଲାଙ୍ଗୁଏଜ ଯାଉଥିରେ କି 100 ମାର୍କ ର ପରୀକ୍ଷା ହେବ ସମୟ ରହିବ 90 ମିନିଟ ।ossc

ପ୍ରତେକ ପ୍ରଶ୍ନ ମଲ୍ଟିପୁଲ ଚୋୟସ ରହିବ ଏବଂ ପରୀକ୍ଷା onliine ବା offline ରେ ହେଇପାରେ ବିଷୟ କଣ ରହିବ ଜେନେରାଲ studies ରୁ 50 ମାର୍କ ପାଇବେ ଏବଂ ଇଂରାଜୀ ଭାଷାରୁ 25 ମାର୍କ ପାଇବେ ଓ ଓଡ଼ିଆ ଭାଷାରୁ 25 ମାର୍କ ପେପର 2 ରେ ରହୁଛି tecnicalପେପର ଫୁଲ ମାର୍କ ହେଉଛି 120 ଏବଂ90 ମିନିଟ ର ସମୟ ପାଇବେ ଏଥିରେ ବି ଆପଣ MCQ ପ୍ରଶ୍ନ ପାଇବେ ଏବଂ ଏଥିରେ ନେଗେଟିଭ marking ରହିଛି 0.2ଯଦି ଆପଣ ଭୁଲ ଉତ୍ତର ଦେଉଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *