ସାମ୍ମାନାକୁ ଆସିଲା ସତ : ରେହାଙ୍କ କଳା କାରନାମାର ପର୍ଦାଫାସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସୁଶାନ୍ତ ସିହଂ ରାଜପୁତ୍ ଙ୍କ କିଛି କଳା ତଥ୍ୟ ବିଷୟ ରେ କହିବା ପାଇଁ ଚାହିଁବୁ । ସେମିତି ରେ ବର୍ତମାନ ସମୟ ରେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଏହି କେସ୍ ଏବେ ବିହାର ପୋଲିସ୍ ହାତ ରେ ରହିଛି । ଏବଂ ଏହାର ଲଗାତାର ଭାବେ ଛାନବିନ୍ ହେଉଛିି । ସେହି ପରି ଆପଣ ମାନଙ୍କୁ ସୂଚନା ଦେବୁ କି ରିଆ ଏବଂ ସୋଭଇତ୍ ଦୁଇଜଣ ହିଁ ସୁଶାନ୍ତ ସିହଂ ରାଜପୁତ୍ ଙ୍କ କମ୍ପାନୀ ର ଡାଇରେକ୍ଟର ଏବଂ ଏଡିସନାଲ ଡାଇରେକ୍ଟର ରେ ରହି ଥିଲେ ।

mahesh

ସେହି ପରି ବେଳେ ଏହି ଦିନ ରେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ପୂର୍ବ ବର୍ଡିଗାଡ ବି ଏହି ଘଟଣା ର ବହୁତ କିଛି ତଥ୍ୟ ପ୍ରକାଶ କରି ଥିଲେ । ସେମିତି ରେ ସେ କହି ଥିଲେ କି ସୁଶାନ୍ତ ସିହଂ ରାଜପୁତ୍ ରିଆ ଏବଂ ତାଙ୍କ ଭାଈ ଙ୍କ ସହିତ ତାଙ୍କର ପୂରା ପରିବାର ର ଖର୍ଚ୍ଚ ଉଠାଉ ଥିଲେ । ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ଟଙ୍କା ରେ ଅଭିନେତ୍ରୀ ରିଆ ଏବଂ ତାଙ୍କର ଭାଈ ସବୁ ବେଳେ ସୈକ୍ ରେ ରହୁ ଥିଲେ । ପୋଲିସ୍ ଏହାର ପ୍ରମାଣ ଦେଇଛନ୍ତି କି ରିଆ ଙ୍କ ସେଲୁନ୍ ଏବଂ ତାଙ୍କ ଭାଈ ଙ୍କ ହୋଟେଲ୍ ବିଲ୍ ର ଖର୍ଚ୍ଚ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ କାର୍ଡ ରୁ ହିଁ ଯାଉ ଥିଲା ।

ଆପଣ ମାନଙ୍କୁ କେହି ଦେବୁ କି ଏହି ମାମଲା ର ଜାଞ୍ଚ ଏବେ ବିହାର ପୋଲିସ୍ ଆରମ୍ଭ କରିଛି । ସେହି ପରି ଶୁସାନ୍ତ ସିହଂ ରାଜ ପୁତ୍ ଙ୍କୁ ଯେଉଁ ଡିଫରେସନ ରହୁ ଥିଲେ ବୋଲି କୁହା ଯାଉ ଥିଲା ଏହାର କାରଣ ହେଲା ତାଙ୍କ କାର୍ଡ ରୁ ଟଙ୍କା କୁ ଏତେ ଅଧିକ ପରିମାଣ ରେ ରିଆ ଚକ୍ରବର୍ତି ଙ୍କ ପରିବାର ଲୋକ ବ୍ୟବହାର କରିବା । ସେହି ପରି ବର୍ତମାନ ସମୟ ରେ ଏହି ଖବର କୁ ନେଇ ଇନକମ୍ ଟେକ୍ସ ଅଫିସ୍ ର ବି ଖୋଲ ତାଳ ଆରମ୍ଭ କରିଛି ।

susantaa

ତାଙ୍କର କହିବା କଥା ଅନୁସାରେ କିଛି ଦିନ ରେ ହିଁ ସିୁଶାନନ୍ତ ଙ୍କ ଏକାଉଣ୍ଟ ରୁ 15 କୋଟି ଟଙ୍କା ରିଆ ଗାୟେବବ୍ କରି ଥିଲେ ଏବଂ ସେ କୈଣସିି ଏକ ସେଲିଂ କମ୍ପାନୀ ରେ ଏହାକୁ ଲଗେଇ ଥିବାର ସୂଚନା ମଧ୍ୟ ସେ ଦେଇଛନ୍ତି । ସେହି ପରି 2018 ରେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଦ୍ୱାରା ବନା ଜାଇ ଥିବା କମ୍ପାନୀ ଇନ୍ଜି ଭେଞ୍ଚର ର ଭାଗୀ ଦାରୀ ବି ଏହି ଦୁଇ ଜଣ ରହିଛନ୍ତି ବୋଲି ଜଣା ପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *