ପୁଅ ପିଲା ମାନେ ଏହି ଖବର ନିହାତି ଦେଖନ୍ତୁ | ନହେଲେ ଜିବନ ସାରା ପସ୍ତେଇବେ

tea

ବନ୍ଧୁଗଣ ସକାଳୁ ଉଠି କରି ଆମେ ମାନେ ଜାହା ବି କରି ଥାନ୍ତି ତାହାର ସିଧା ପ୍ରଭାବ ଆମର ଶାରୀରିକ ଏବଂ ମାନଶୀକ ଚିନ୍ତା ଧାରା ଉପରେ ପଡି ଥାଏ । ମାନେ ଆପଣ ମାନେ ଯଦି ସକାଳୁ ଉଠି ଜିମ୍ ଜାଆନ୍ତି । ତେବେ ତାହାର ପ୍ରଭାବ ବି ଆପଣ ମାନଙ୍କ ଶରୀର ଉପରେ ପଡେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କ ଶରୀର ଦିନ ଯାକ ସୁସ୍ଥ ରହି ଥାଏ । ହେଲେ ଏହା ବ୍ୟତିତ ଲୋକ ମାନଙ୍କର ଏହି ଖରାପ୍ ଅଭ୍ୟାସ ରହି ଥାଏ କି ସେମାନେ ସକାଳୁ ଉଠି କରି ଚା ର ସେବନ କରିବା ପାଇଁ ପସନ୍ଦ କରନ୍ତି । ହେଲେ ସେହି ଲୋକ ମାନଙ୍କୁ ଏହି ବିଷୟ ରେ ବୁଝିବା ଦରକାର କି ଆଗକୁ ସେମାନଙ୍କ ଦେହ ବହୁତ ଖରାପ ହେବାକୁ ଯାଉଛି ।

tea

ମାନେ ଏହି ଭଳି ଅନେକ ରୋଗ ରହିଛି ଜାହା ଆପଣ ମାନେ ସକାଳେ ଚା ପିଇଲେ ହୋଇ ଥାଏ । ସେହି ପରି ଭବେ ଆମ ମାନଙ୍କ ଘର କୁ ସାଧାରଣ ଭାବେ କୁଣିଆ ଆସିଲେ ମଧ୍ୟ ଆମେ ମାନେ ଏହି ଚା ଦେଇ ଥାନ୍ତି ।ହେଲେ କଣ ଆପଣ ମାନେ କେବେ ଭାବିଛନ୍ତି କି ଏହି ଚା ର ସେବନ କରିବା ଦ୍ୱାରା ଆପଣ ମାନଙ୍କର କଣ କଣ ସବୁ କ୍ଷେତି ହୋଇ ଥାଏ । ଯଦି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସଂମ୍ପର୍କ ରେ କହିବା ପାଇଁ ଚାହିଁବୁ ।

ପ୍ରଥମେ ଆପଣ ମାନେ ଯଦି ସକାଳେ ଖାଲି ପେଟ ରେ ଚା ର ସେବନ କରନ୍ତି ତେବେ ଆପଣ ମାନଙ୍କ ଏସିଡିଟି ବଢି ଯାଏ । ତା ସହିତ ଆପଣ ମାନଙ୍କୁ ଗ୍ୟସଷ୍ଟିକ୍ ହେବାର ବହୁତ ଚାନ୍ସ ରହି ଥାଏ । ବହୁତ ସମୟ ରେ ଆପଣ ମାନଙ୍କ ପାଚନ ତନ୍ତ୍ର ଉପରେ ଏହି ଚା ପ୍ରଭାବ ପକାଇ ଥାଏ । ତେବେ ଆପଣ ମାନଙ୍କୁ ବଦହଜ୍ମି ଭଳି ସମସ୍ୟା ଦେଖା ଦିଏ । ଯଦି ଆପଣ ମାନେ ଦିନ ରେ ଚାରୁ ଅଧିକ କପ୍ ଚା ର ସେବନ କରୁଛନ୍ତି ତେବେ ଆପଣ ମାନଙ୍କୁ ରାତି ରେ ନିନ୍ଦ ହେବା କମି ଯିବ । କାରଣ ଏହା ନିଦ ହିନତା ର କାରକ ଅଟେ ।

ଯଦି ଆପଣ ମାନେ ଖାଇବା ପରେ ଚା ର ସେବନ କରୁଛନ୍ତି ତେବେ ଏହି ଚା ରେ ଟେନିକ୍ ଏସିଡ୍ ଥାଏ । ତେବେ ଖାଦ୍ୟ ରେ ଯେଉଁ ଆଇରନ୍ ତତ୍ୱ ରହି ଥାଏ । ଏହି ଚା ସେହି ତତ୍ୱ କୁ ନେଇ ବାଇଣ୍ଡ କରି ଦିଏ । ମାନେ ଆପଣ ମାନେ ଯଦି ଖାଇବା ପରେ ଚା ପିୁଛନ୍ତି ତେବେ ବୁଝି ଯିବେ କି ଆପଣ ମାନଙ୍କୁ ଆଇରନ୍ ର କମ୍ ହେବ ।

teaa

ବହୁତ ସମୟ ରେ ଡାକ୍ତର ମାନେ ହାଇ ବିପି ର ଲୋକ ମାନଙ୍କୁ ଏହି ଚା ପିଇବା ପାଇଁ ମନା କରି ଥାନ୍ତି । ତେବେ ଆପଣ ମାନେ ଯଦି କେବେ ବିପି ପରି ସମସ୍ୟା ରେ ରହିଛନ୍ତି ତେବେ ଆପଣ ମାନେ ଏହି ଚା ର ସେବନ କରନ୍ତୁ ନାହିଁ । କାରଣ ଆପଣ ମାନଙ୍କ ବିପି ହାଈ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *