ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିିବୁ କି ଯେତେ ବେଳେ ଗୋଟିଏ ପୁଅ ଝିଅ କୁ ଦେଖେ ତେବେ ସେହି ସମୟରେ ପୁଅ ମାନଙ୍କ ମନ ରେ ପ୍ରଥମ ଚିନ୍ତା ଧାରା କଣ ଆସି ଥାଏ ଏବଂ ସେମାନେ ଝିଅ ମାନଙ୍କର କଣ ଦେଖନ୍ତି । ତେବେ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ବନ୍ଧୁଗଣ ଝିଅ ମାନଙ୍କର ଏମିତି କିଛି ଜିନିଷ ରହିଛି ଜାହା ପୁଅ ମାନଙ୍କୁ ବହୁତ ପସନ୍ଦ ଆସେ। ସେହି ଜିନିଷ ଦେଖି ପୁଅ ମାନେ ଝିଅ ମାନଙ୍କ ଉପରେ ଫିଦା ହୋଇ ଥାନ୍ତି ତେବେ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ।
ପ୍ରଥମେ ରହିଛି ଆଖି ଯେବେ କୈଣସି ଝିଅ ସାମ୍ନା କୁ କୈଣସି ଝିଅ ଚାଲି ଆସେ ତେବେ ସେହି ସମୟ ରେ ପୁଅ ର ପ୍ରଥମ ନଜର ତାର ଆଖି ଉପରେ ହିଁ ପଡେ । କାରଣ ଝିଅ ମାନଙ୍କ ଆଖି କୁ ଭଗବାନ ବହୁତ ସୁନ୍ଦର କରି ଗଢି ଥାନ୍ତି । ଜାହା ଦ୍ୱାରା ପୁଅ ମାନଙ୍କ ନଜର ପ୍ରଥମେ ଝିଅ ମାନଙ୍କ ଆଖି ଉପରେ ପଡେ । ସେହି ପରି ବନ୍ଧୁଗଣ ଝିଅ ମାନଙ୍କ ଓଠ ବି ବହୁତ ପସନ୍ଦ ଲାଗେ । ଏବଂ ଏହା ସହିତ ପୁଅ ମାନେ ଝିଅ ମାନଙ୍କ ହସ କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି । ସମସ୍ତେ କୁହନ୍ତି ଝିଅ ମାନଙ୍କର ସେହି ଓଠ ର ସୁନ୍ଦର ସ୍ମାଇଲ୍ ଦେଖି ବହୁତ ଫିଦା ହୋଇ ଜାଇ ଥାନ୍ତି ।
ସେହି ପରି ବନ୍ଧୁଗଣ ପୁଅ ମାନେ ପ୍ରଥମେ ଝିଅ ମାନଙ୍କ ସ୍ୱଭାବ କୁ ଦେଖନ୍ତି ସେମାନେ ଏମିତିି ରେ ଝିଅ ମାନଙ୍କ ସହିତ ଫ୍ରେଣ୍ଡ ସିପ୍ କରନ୍ତି ନାହିଁ । ସେମାନେ ପ୍ରଥମେ ଦେଖନ୍ତି ସେହି ଝିଅ କଣ ଚାହେଁ ଏବଂ ସେମାନେ କେଉଁ ଟାଇଫ୍ ର ପୁଅ କୁ ପସନ୍ଦ କରେ ସେହି ବିଷୟ ରେ ଜାଣିବା ପରେ ହିଁ ସେ ଫ୍ରେଣ୍ଡ ସିପ୍ କରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।