ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଭଉଣୀ ନୀତୁ ରିଆ ଚକ୍ରବର୍ତ୍ତି ଙ୍କ ଉପରେ ବହୁତ ବଡ ଷ୍ଟେଟ୍ ମ୍ୟଣ୍ଟ ଦେଇଛନ୍ତି । ଏବଂ ବହୁତ ବଡ ଖୁଲାସା ବି କରିଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କି ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଭଉଣୀ ନୀତୁ କଣ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କେହି ଦେବୁ କି ଏହି ଦିନ ରେ ନୀତୁ କହିଛନ୍ତି କି ଯେତେ ବେଳେ ବି ସେ ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ ଦେଖା କରିବା ପାଇଁ ଯାଉ ଥିଲେ ତେବେ ସେହି ସମୟ ରେ ତାଙ୍କୁ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ପଡୁ ଥିଲା । କାରଣ ରିଆ ଚକ୍ରବର୍ତି ତାଙ୍କୁ ସାଶାନ୍ତ ଙ୍କ ସହିତ ମିଶିବା ପାଇଁ ଦେଉ ନ ଥିଲେ ।
ଏବଂ ଯେଉଁ ସମୟ ରେ ବି ରିଆ ସେହି ଫ୍ଲାଟ୍ ରେ ରହି ନ ଥାନ୍ତି ତେବେ ସେହି ସମୟ ରେ ଯଦି ବି ନୀତୁ ଦେଖା କରିବା ପାଇଁ ଜାଇ ଥାନ୍ତି । ତେବେ ସେମିତି ବେଳେ ବି ତାଙ୍କୁ ବାହାରେ ସେ ନ ଆସିବା ଯାଏ ଛିଡା କରେଇ ଥାନ୍ତି । ସେହି ପରି କ୍ଷେତ୍ର ରେ ଏମିତି ବି ବହୁତ ସମୟ ରେ ହୋଇ ଥାଏ କି ଯେତେ ବେଳେ ନୀତୁ ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ ଦେଖା କରିବା ପାଇଁ ଆସନ୍ତି ତେବେ ସେହି ସମୟ ରେ ରିଆ ଏମିତି ବି କହି ଥାନନ୍ତି କି ସୁଶାନ୍ତ ସିହଂ ରାଜପୁତ୍ ଏବେ ଘରେ ନାହାଁନ୍ତି ବୋଲି । ସେହି ପରି ବେଳେ ନୀତୁ କହିଛନ୍ତି କି ରିଆ ସହିତ ତାଙ୍କ ମାଆ ସଂନ୍ଧ୍ୟା ଚକ୍ରବର୍ତି ବି ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଘରେ ହିଁ ରହୁ ଥିଲେ । ଜାହା କୁ ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ ପସନ୍ଦ ନ ଥିଲା ।
ସେହି ପରି ବନ୍ଧୁଗଣ ନୀତୁ ଏହି କଥା ର ବି ଖୁଲାସା କରି ଥିଲେ କି ରିଆ ଏବଂ ତାଙ୍କ ମାଆ ସେହି ଘର କୁ କେବେ କେବେ ଗୋଟିଏ ତାନ୍ତ୍ରୀକ କୁ ବୁଲାଉ ଥିଲେ । ଏବଂ ତାଙ୍କ ଠାରୁ କଳା ଯାଦୁ କରାଉ ଥିଲେ । ଏବଂ ଯେଉଁ ସମୟ ରେ ଏହି କଳା ଯାଦୁ ହେଉ ଥିଲା ସେହି ସମୟ ରେ ସୁଶାନ୍ତ ଙ୍କ ଘରୁ ସମସ୍ତ ଙ୍କୁ ବାହାର କରି ଦିଆ ଯାଉ ଥିଲା । ସେହି ପରି ଭାବେ ରିଆ ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ ଗୋଟିଏ ତାବିଜ୍ ବି ପିନ୍ଧିବା ପାଇଁ ଦେଇ ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।