ବଡ ଖୁଲାସା : ସୁଶାନ୍ତ ସିଂ ଯିବାପରେ ରେହା ଚର୍କବର୍ତ୍ତୀ କରୁଥିଲେ ଏହି କଳା କାରନାମା , ହେଲା ପର୍ଦାଫାସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ମାମଲା ରେ ଏବେ ବିବାହ ପୋଲିସ୍ ବହୁତ ଗୁରୁତ୍ୱର ଭାବେ କାମ ରେ ଲାଗି ସାରିଛି । ସେହି ପରି କ୍ଷେତ୍ର ରେ ବିହାର ପୋଲିସ୍ ଏହି କେସ୍ ସହିତ ଯୋଡିତ ଆଉ ଗୋଟିଏ ସୋକିଂ କଥା ବି ସାମ୍ନା କୁ ଆଣିଛି ତେବେ କଣ ସେହି ସକିଂ କଥା ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିବା ।

ବନ୍ଧୁଗଣ ଏହି ବିଷୟରେ ବିହାର ପୋଲିସ୍ ର କହିବା କଥା ହେଲା କି ଅଭିନେତା ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ଟଙ୍କା ରେ ଅଭିନେତ୍ରୀ ରିଆ ଏବଂ ତାଙ୍କର ଭାଈ ସବୁ ବେଳେ ସୈକ୍ ରେ ରହୁ ଥିଲେ । ଏବଂ ବିବାହ ପୋଲିସ୍ ଏହାର ପ୍ରମାଣ ଦେଇଛନ୍ତି କି ରିଆ ଙ୍କ ସେଲୁନ୍ ଏବଂ ତାଙ୍କ ଭାଈ ଙ୍କ ହୋଟେଲ୍ ବିଲ୍ ର ଖର୍ଚ୍ଚ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ କାର୍ଡ ରୁ ହିଁ ଯାଉ ଥିଲା । ଆପଣ ମାନଙ୍କୁ କେହି ଦେବୁ କି ଏହି ମାମଲା ର ଜାଞ୍ଚ ଏବେ ବିହାର ପୋଲିସ୍ ଆରମ୍ଭ କରିଛି । ସେହି ପରି ଶୁସାନ୍ତ ସିହଂ ରାଜ ପୁତ୍ ଙ୍କୁ ଯେଉଁ ଡିଫରେସନ ରେରହୁ ଥିଲେ ବୋଲି କୁହା ଯାଉ ଥିଲା ଏହାର କାରଣ ହେଲା ତାଙ୍କ କାର୍ଡ ରୁ ଟଙ୍କା କୁ ଏତେ ଅଧିକ ପରିମାଣ ରେ ରିଆ ଚକ୍ରବର୍ତି ଙ୍କ ପରିବାର ଲୋକ ବ୍ୟବହାର କରିବା ।

ସେମିତି ରେ ରିଆ ବର୍ତମାନ ସମୟ ରେ ମାତ୍ର କିଛି ଫିଲ୍ମ କରି ବି ସେ କେମିତି ଭାବେ ଗୋଟିଏ ଲଗ୍ଜିରିଅସ୍ ଲାଇଫ୍ ବଞ୍ଚୁଛନ୍ତି ସେହି ଉପରୁ ପରଦା ଉଠି ସାରିଛି । ତେବେ ଏହି ସବୁ କୁ ନେଇ ବର୍ତମାନ ସମୟ ରେ ବିବାହ ପୋଲିସ୍ ର କହିବା ଅନୁସାରେ ନଭେମ୍ବର 2019 ରେ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ଏକାଉଣ୍ଟ ରେ 4 କୋଟି 62 ଲକ୍ଷ ଟଙ୍କା ରହି ଥିବା ବେଳେ ଫେବୃଆରୀ 2020 ରୁ କେବଳ 1 କୋଟି ସେହି ଏକାଉଣ୍ଟ ରେ ରହି ଥିବା ଜଣା ପଡିଛି ତେବେ ଏହି ସବୁ କେବଳ ରିଆ ଙ୍କ ପରିବାର ଲୋକ ମାନେ କରି ଥିବାର ପୋଲିସ୍ କହିଛି ।

reha

ଏମିତି ରେ ରିଆ ଙ୍କ ପରିବାର ଲୋକ ମାନେ ସବୁ ସମୟ ରେ ଯେକୈଣସିି କାମ ଯେମିତି ଫ୍ଲାଇଟ୍ ଟିକେଟ୍ , ସୋପିଂ ଏବଂ ହୋଟେଲ୍ ଖର୍ଚ୍ଚ ସବୁକୁ ସୁଶାନ୍ତ ସିହଂ ରାଜ ପୁତ ଙ୍କ ଏକାଉଣ୍ଟ ରୁ ହିଁ କରୁ ଥିଲେ ଏବଂ ସେହି ଭାବେ ରିଆ ସୁଶାନ୍ତ ସିହଂ ରାଜ ପୁତ ଉପରେ କଳା ଯାଦୁ କରିବାରର ଖବର ରହି ଥିବାର ଦେଖିବା ପାଇଁ ମିଳିଛି । ଏବଂ ଏହି ସମୟ ରେ ଏହି ପୋଷ୍ଟ କୁ ନେଇ ଇଣ୍ଟରନେଟ୍ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *