ଆଜି ଦିନର ବଡ ଖବର , ଓଡିଶାରେ ରହୁଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର

bb22

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣି ନେବା ଆଜି ସକାଳ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ବିଷୟ ରେ । ତେବେ ପ୍ରଥମେ ରହିଛି ଉତ୍ତର ଏବଂ ପୂର୍ବ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ରେ ଆସନ୍ତା 14 ତାରିଖ ଯାଏ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏବଂ ଏହା ପାଇଁ 10 ଟି ଜିଲ୍ଲା କୁ କୁ ୟଲୋ ୱାର୍ଣ୍ଣଂ ବି ଦିଆ ଜାଇଛି । ଏବଂ ଆଜି ଠାରୁ ଏହି ସବୁ ରାଜ୍ୟ ମାନ ଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

breaking-news

କେବଳ ଆଜି ପାଇଁ କୋରାପୁଟ୍ , ନବରଙ୍ଗପୁର , ମାଲକାନା ଗିରି ,କଳାହାଣ୍ଡୀ ଏବଂ ଗଜପତି ଜିଲ୍ଲା ରେ ୟୋଲ ୱାର୍ଣ୍ଣିଂ ଜାରୀ କରା ଜାଇଛି । ସେହି ପରି ବନ୍ଧୁଗଣ ପରବର୍ତି ଖବର ଟି ହେଲା ଅଗଷ୍ଟ 12 ସୁଧା ପ୍ରକାଶ ପାଇବ +2 ବିଜ୍ଞ୍ୟାନ ରେଜଲ୍ଟ । ମିଳି ଥିବା ସୂଚନା ଅନୁସାରେ ଚଳିତ ସପ୍ତାହ ରେ +2 ବିଜ୍ଞ୍ୟାନ ରେଜଲ୍ଟ ପ୍ରକାଶ ପାଇବ । ଏହା ବାହାରିବାର ସଠିକ୍ ତାରିଖ ଘୋଷଣା ହୋଇ ନ ଥିଲେ ବି ଅଗଷ୍ଟ 15 ଯାଏ ଏହା ର ଫଳ ବାହାରିବ ବୋଲି ଉଚ୍ଛ ମାଧ୍ୟମିକ ଶିକ୍ଷା ପରିଶଦ ଘୋଷଣା କରିଛି ।

breaking-news2

ସେହି ପରି ବନ୍ଧୁଗଣ ଗାଁ ରେ ମିଳିବ 10 ଟଙ୍କିଆ ଏଲିଡି ବଲ୍ବ୍ 60 କୋଟି ବଣ୍ଟନ କରା ଯିବ ଏନର୍ଜି ଏଫିସିୟନ୍ସି ସର୍ଭିସ୍ ଲିମିଟେଡ୍ । ବା EESL ନାମକ ସଂସ୍ଥା ଦେଶର ଗ୍ରାମାଞ୍ଚଳ ରେ 10 କୋଟି 10 ଟଙ୍କା ମୂଲ୍ୟ ରେ ଏଲିଡି ବଲ୍ବ୍ ବଣ୍ଟନ କରିବ ବୋଲି ସୂଚନା ଦେଇଛି । ସେହି ପରି ପବର୍ତି ଖବର ଟି ହେଲା ସ୍ତଗୀତ ରହିଲା କାଳିଆ ଟଙ୍କା ଫେରସ୍ତ । ଏହିଥି ପାଇଁ ସବୁ ଜିଲ୍ଲା ମୂଖ୍ୟ ଚିଠି ଲେଖିଲେ କୃଷି ଅଧିକାରୀ ଙ୍କ ପାଖକୁ ଏମିତି ରେ ଏହି ମଧ୍ୟ ରେ କାଲିଆ ଟଙ୍କା ର ଫେରସ୍ତ କୁ ନେଇ ସ୍ତଗୀତ ରଖା ଜାଇଛି ବୋଲି କହିଛନ୍ତି ।

bb

ସେହି ପରି ପରବର୍ତି ଖବର ଟି ହେଲା ରେଲୱେ ଚାକିରୀ ପାଇଁ ଆବେଦନ କରୁ ଥିଲେ ସାବଧାନ ଜାଲ୍ ସଂସ୍ଥା କରିଛି ବିଜ୍ଞ୍ୟାପନ । ଏହି ନିକଟ ରେ ରେଲୱେ ର ଚାକିରୀ ବାହାରି ଥିବାର ର ଦେଖି ଆବେଦନ କରୁଛନ୍ତି କି କି ତେବେ ସାବଧାନ କାରଣ ଏହି ସଂସ୍ଥା କୁ କେବେ ବି କୈଣସି ଚାକିରୀ ବାହାର କରିବା ପାଇଁ ରେଳ ବାଇ କ୍ଷେମତା ଦେଇ ନାହିଁ ବୋଲି ଏହି ଦିନ ରେ ସ୍ପଷ୍ଟି କରଣ କରିଛି ରେଳ ବିଭାଗ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *