ମାଳିକାର ବଡ ଭବିଷ୍ୟବାଣୀ । ଖାଲି ଓଡିଶାକୁ ନୁହେଁ ସମଗ୍ର ବିଶ୍ବକୁ ରକ୍ଷା କରିବେ ମା ମଙ୍ଗଳା। ଜାଣନ୍ତୁ କେମିତି…..

CARONAA

ଆମେ ଯେତେ ଯେତେ ବଡ ହେଉଛେ ସେତେ ସେତେ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଘଟଣା ଆମ ନିତି ଦିନିଆ ଜିବନରେ ଶୁଣିବାକୁ ପାଉଛେ , ଏହି 2020 ବର୍ଷ ସତେ ଜେମିତି ପୃଥିବି ପାଇଁ ଅଭି ଶାପ ହୋଇ ଉଭା ହୋଇଛି , 2020 ବର୍ଷରେ ଏମିତି କିଛି ଘଟିନି ଜାହା ଆମ ମାନଙ୍କ ପାଇଁ ଖୁସି ଆଣି ଦେବ , ବର୍ଷ ଆରମ୍ଭରୁ ଚୀନରୁ ସୃଷିଟ କରୋନାର ତାଣ୍ଡବ ଆଉ ତା ପରେ ପରେ ବଡ ବଡ ଫିଲ୍ମ ଷ୍ଟାର ମାନଙ୍କର ମୃତ୍ୟୁ ସତେ ଜେମିତି ପୁରା ବିଶ୍ୱ କୁ ଚକିତ କରି ରଖିଛି , ବିଙ୍ଗାନର ଦୃତ ଅଭିବୃଦ୍ଧି ହୋଇଥିଲେ ବି ମଣିଷ କରୋନା ଦାଉରୁ ନିଜକୁ ରକ୍ଷା କରି ପାରୁନି

MAA

ସମଗ୍ର ବିଶ୍ବ ବର୍ତ୍ତମାନ୍ କରୋନା ର କରାଳ ଛାୟା ରେ କବଳିତ । କରୋନା କୁ ଆଜିକୁ ପ୍ରାୟ ୬ ମାସ ବିତିଯାଇଥିଲେ ମଧ୍ୟ ଏହାର ଅପର୍ଯ୍ୟନ୍ତ କୌଣସି ପ୍ରତିରୋଧକ ବାହାରି ନାହିଁ । ବର୍ତ୍ତମାନ୍ କହିବାକୁ ଗଲେ ଲୋକମାନେ ମାସ୍କ ଉପରେ ହିଁ ଭରସା କରି ନିଜର ଜୀବନ ଅତିବାହିତ କରୁଛନ୍ତି । ଫଳରେ କରୋନା ଠାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଦେଶରେ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରାଯାଇଛି । ଏହି କରୋନା ରୂପକ ବିପଦ ମାଁ ମଙ୍ଗଳା ତଥା ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ବହୁ ଶୀଘ୍ର ଭଲ ହବାକୁ ଯାଉଛି ବୋଲି ଜଣେ ସାଧୁ ନିଜ ପ୍ରବଚନରେ କହିଛନ୍ତି ।

ଏସବୁ ତଥ୍ୟ ମାଳିକା ରେ ବର୍ଣ୍ଣନା କରାଯାଇଛି ବୋଲି ସେ ଦାବି କରିଛନ୍ତି , ସେ କହିଛନ୍ତି ଯେତେବେଳେ ସମଗ୍ର ବିଶ୍ୱ କରୋନା କବଳରେ ହା ହା କାର କରିବ , ସେତେ ବେଳେ ଜଗନ୍ନାଥ ଓ ମା ମଙ୍ଗଳା ମିଶି ଏ ଧରା ପୃଷ୍ଟ କୁ ଉଦ୍ଧାର କରିବେ। ଆପଣ ମାନେ ତୋ ଜାଣିଥିବେ ମାଳିକା ଭବିଷ୍ୟତ ର ଘଟଣା ସବୁକୁ ଦର୍ଶାଇଥାଏ । ଉତ୍କଳ ର ନାମ ଯେପରି ଭିନ୍ନ ଭିନ୍ନ ଅଟେ ସେହିପରି ମାଁ ମଙ୍ଗଳା ଙ୍କ ର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ ।

MAA-MAN

ମାଁ ମଙ୍ଗଳା କାକଟପୁର ଠାରେ ପ୍ରତିଷ୍ଠିତ । ତାଙ୍କୁ ତ୍ରେତୟାରେ ପ୍ରଭୁ ପର୍ଶୁରାମ ଠାବ କରିଥିଲେ । ତେବେ ଏହି ମହା ପୁରୁଷ ଜଣକ ତପସ୍ୟା କରିବା ପାଇଁ ଆସିଥିଲେ । ପୂର୍ବ ଦିଗରେ ସମୁଦ୍ର ଅଛି ସେ ସେଠାରେ ତପସ୍ୟା କରିବେ ଏବଂ ଏହି ତପସ୍ୟା କ୍ଷେତ୍ର ରେ ସେ ମାଁମଙ୍ଗଳା ଙ୍କୁ ଠାବ କରିଥିଲେ । ମାଁ ମଙ୍ଗଳା ଙ୍କ ର ଅନେକ କିମ୍ବଦନ୍ତୀ ତଥା ରହସ୍ୟ ସବୁ ଅଛି ଏବଂ ଏଗୁଡ଼ିକ କହିଲେ ମଧ୍ୟ ସରିବ ନାହିଁ ।

MANGALA

ହେଲେ ସେହି ବାବାଜୀଙ୍କର କହିବା ଅନୁସାରେ ଯେତେବେଳେ ସାରା ବିଶ୍ୱ ଏମିତି କିଛି ବଡ ବିପଦରେ ପଡିଥାଏ , ସେତେବେଳେ ସ୍ୱୟଂ ନାରାୟଣ ନାରୀ ରୁପ ନେଇ ମାନବ ଜାତୀକୁ ସେହି ବିପଦରୁ ରକ୍ଷା କରିଥାନ୍ତି , ତେଣୁ ବର୍ତ୍ତମାନ ପରିସ୍ତିତିରେ କରୋନା ଯେପରି ଉଗ୍ର ରୁପ ଧାରଣ କରିଛି ଏହା କୌଣସି ଦାନବ ଠାରୁ କମ ନୁହେଁ , ତେଣୁ ମାନବ ଜାତୀକୁ ଏହି ଦାନବ ଠାରୁ ରକ୍ଷା କରିବା ପାଇଁ ସ୍ୱୟଂ ନାରାୟଣ ଜଗନ୍ନାଥ ମା ମଙ୍ଗଳାଙ୍କ ଦ୍ୱାରା ଏହି ଧରା ପୃଷ୍ଟକୁ କରୋନା ମୁକ୍ତ କରିବେ ବୋଲି ବାବାଜୀ ଜଣଙ୍କ ଦାବୀ କରିଛନ୍ତି,

ତେବେ ଏପଣବି ଜଦି ଜଗନ୍ନାଥଙ୍କ ଉପରେ ଭରସା କରନ୍ତି ତେବେ ଲାଇକ ବଟନରେ କ୍ଲିକ କରି ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରିବେ , ଜୟ ଜଗନ୍ନାଥ , ଜୟ ମଙ୍ଗଳା

Leave a Reply

Your email address will not be published. Required fields are marked *