ବିନା ବସ୍ତ୍ରରେ ଗାଧୋଉଥିଲେ ହୋଇଯାନ୍ତୁ ସାବଧାନ || ଲାଗିବ ମହାପାପ !

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ବିନା ବସ୍ତ୍ର ରେ ଗାଧୋଇବା ପାଇଁ କଣ ପାଇଁ ମନା କରା ଯାଏ । ସେମିତି ରେ ଆଜିର ଦିନରେ ଏହା ଗୋଟିଏ ଫେସନ ହୋଇ ସାରି ଥିବା ବେଳେ ଲୋକ ମାନେ ଏବେ ଟି ପିସ୍ ପିନ୍ଧି ଗାଧୋଇବା ରେ ଲାଗିଛନ୍ତି । ତେବେ ଏହି ସବୁ ପୂର୍ବ କାଳରେ ଲଜ୍ୟା କହି ଲୁଚେଇ ଦେଉ ଥିବା ବେଳେ ଏବେ ସବୁ ଦେଖେଇବାରେ ଲାଗିଛନ୍ତି । ହେଲେ ଆମେ ଆଜି କହିବୁ କି ଏହି ପରି ନିର୍ବସ୍ତ୍ର ହୋଇ ଗାଧୋଇବା ଦ୍ୱାରା ଆମର କଣ ସବୁ କ୍ଷେତି ହୋଇ ଥାଏ । ଆଉ ଡେରି ନ କରି ଆସନ୍ତୁ ଆରମ୍ଭ କରିବା । ସେମିତି ରେ ସାଧାରଣ ଭାବେ ଆମେ ମାନେ ଦିନ ରେ ଗାଧୋଇବା କୁ ମହତ୍ୱ ଦେଇ ଥାନ୍ତି ।girl

ସେମିତି ରେ ସାଧାରଣ ଭାବେ ଆମେ ଦିନ ଗାଧୋଇ ଥାନ୍ତି ଏବଂ ଗାଧୋଇବା ପରେ ଆମର ଶରୀର ପବିତ୍ର ହୋଇ ଥାଏ । ଏହା ସହିତ ଗାଧୋଇବା ଦ୍ୱାରା ଶରୀର ପରିସ୍କାର ରହିବା ସହିତ ବିଭିନ୍ନ ରୋଗ ରୁ ଦୂର ହୋଇ ଥାଏ । ସେମିତି ରେ ଆମେ ଶାସ୍ତ୍ର ବିଷୟ ରେ କହିବା ତେବେ ଶାସ୍ତ୍ର ରେ କୁହା ଯାଏ କି ଆମର ପିତୃ ପୁରୁଷ ମାନେ ସବୁ ସମୟ ରେ ଆମ ଚାରି ପାଖେ ରହିଛି ସୁରକ୍ଷା ଦେଇ ଥାନ୍ତି ।ba

ବିନା ବସ୍ତ୍ର ରେ ଗାଧୋଇବା ଦ୍ୱାରା ତାଙ୍କର କୋପ ଦୃଷ୍ଟି ଆମ ଉପରେ ପଡେ । ଜାହାର ପ୍ରଭାବ ର ଆମର ଜିବନ ରେ ଅନିଷ୍ଟ ହୋଇ ଥାଏ । ସେମିତି ରେ ଉନ୍ନତି ପାଇଁ ପିତୃ ପୁରୁଷ ଙ୍କ ଆଶ୍ରୀବାଦ ନିହାତି ଆବଶ୍ୟକ ହୋଇ ଥାଏ । ସେହିଥି ପାଇଁ କେବେ ବି ବିନା ବସ୍ତ୍ର ରେ ଗାଧୋଇବା କଥା ନୁହେଁଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *