ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅଟେ ଯେତେ ବେଳେ ଜନ୍ମ ହୋଇ ଘରକୁ ଆସେ ସମସ୍ତେ ଭାବନ୍ତି ମାତା ଲକ୍ଷ୍ମୀଙ୍କର ପ୍ରବେସ ହେଇଛି । କିନ୍ତୁ ଏହା କାହାକୁ ଜଣା ନଥାଏ କି ଝିଅଟି ଜନ୍ମ ହେତା ପରେ ଘରକୁ ସ୍ୱଭାଗ୍ୟ ନେଇକରି ଆସେ କି ଦୃଭାଗ୍ୟ । ଶାସ୍ତ୍ର ଅନୁସାରେ ରାଶି ନକ୍ଷେତ୍ର ଏବଂ ଗ୍ରହ ମାନଙ୍କ ନେଇକି ଗୋଟେ ବ୍ୟକ୍ତିର ଭବିଶ୍ୱତ ଗଢା ହୋଇଥାଏ । ସେଥିରୁ ଜଣା ପଡିଥାଏ ଗୋଟେ ବ୍ୟକ୍ତିର ଚରିତ୍ର ଏବଂ ଚାଲି ତରଣ ବିସୟରେ । ତ ମୁଁ ଆଜି ଆପଣ ମାନଙ୍କୁ ଏପରି କିଛି ନାରୀ ମାନଙ୍କ ବିସୟରେ କହିବି ୟେଉ ନାରୀ ବିବାହ ପରେ ନିଜ ସ୍ୱମୀ ଏବଂ ପରିବାର ପାଇଁ କଳଙ୍କ ହୋିତାନ୍ତି । ଆମ ହିନ୍ଦୁ ଧର୍ମରେ ନେରୀ ମାନଙ୍କୁ ବହୁତ ପୁଜନିୟ ମାନାଯାଇ ଥାଏ । ଗୋଟିଏ ନାରୀ ବିନା ଏହି ସୃଷ୍ଠି ଅଧା ରହିଯାଏ । ଗୋଟେ ନାରୀ ହି ଚାଙିଲେ କିଛିବି କରିପାରେ । ଯେମିତିକି ଗୋଟେ ଅସଜଡା ଘରକୁୂ ସଜାଡି ପାରେ ଏବଂ ଗୋଟିଏ ସଜଡା ଘରକୁ ଅସଜଡା ମଧ୍ୟ କରି ପାରେ ।
ଗୋଟେ ନାରୀ ହିଁ ସବୁକିଛି କରିପାରେ କିନ୍ତୁ ଆମ ସମାଜରେ ଏପରି କିଛି ନାରୀ ଅଛନ୍ତି ଯେୁ ମାନେ ନିଜ ସ୍ୱାମୀ ଓ ପରିବାର ପାଇଁ ଅସୁଭ ଏବଂ କଳଙ୍କ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାରୀ ମାନଙ୍କ ବିସୟରେ । ଯେଉ ନାରୀ ନିଜ ସ୍ୱାମୀ ଥାଇକି ଅନ୍ୟ ପୁରୁସ ସହିତ ସର୍ମପକ ରଖିଥାଏ ସେପରି ନାରୀ ନିଜ ସ୍ୱାମୀ ଏବଂ ପରିବାର ପାଇଁ କଳଙ୍କ ହୋଇଥାଏ । ଏପରି ନାରୀ ମାନଙ୍କୁ ସମାଜ କଣ ସ୍ରଗରେ ବି ସ୍ଥାନ ମିଳି ନଥାଏ । ଯେଉ ନାରୀ ଅନ୍ୟର ସୁଖ ଦେଖି ସହି ପାରେନି ସେପରି ନାରୀ ନିଜ ପରିବାର ପାଇଁ ବହୁତ ଅଶୁଭ ହୋଇଥାନ୍ତି । ଏପରି ନାରି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ କେବେବି ରହି ନଥାଏ ।
ଯେଉ ନାରୀ ନିଜ ସୁର୍ଥ ଦେଖେ ଏବଂ ଅନ୍ୟକୁ ହତାଦାର କରେ ସେପରି ନାରିଙ୍କୁ ସନ୍ତାନ ପ୍ରାପ୍ତି ହୋଇ ନଥାଏ । ନିଜ ସ୍ୱାମୀ ଏବଂ ପରିବାର ଠାରୁ ମଧ୍ୟ ସ୍ନେହ ଶ୍ରଧା ଓ ଭଲ ପାଇବା ମିଳି ନଥାଏ । ତ ବନ୍ଧୁଗଣ ଆପଣଙ୍କ ର ସ୍ତ୍ରୀ କିଛି ଏପରି କାର୍ଯ୍ୟ କରୁଛନ୍ତି ତ ଆଗରୁ ସତ୍ରକ ହୋଇ ସେମାନଙ୍କୁ ସଜାଡିବାକୁ ଚେଷ୍ଟା କରନ୍ତୁ ନଚେତ୍ ଆପମ ହଇରାଣରେ ପଡିଜିବେ ଏବଂ ଆପଣଙ୍କ ପରିବାର ବରବାଦ୍ ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।