ଏପରି ଲକ୍ଷଣ ଥିବା ନାରୀ ( ସ୍ୱାମୀ ଏବଂ ପରିବାର ) ପାଇଁ ଅଶୁଭ |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅଟେ ଯେତେ ବେଳେ ଜନ୍ମ ହୋଇ ଘରକୁ ଆସେ ସମସ୍ତେ ଭାବନ୍ତି ମାତା ଲକ୍ଷ୍ମୀଙ୍କର ପ୍ରବେସ ହେଇଛି । କିନ୍ତୁ ଏହା କାହାକୁ ଜଣା ନଥାଏ କି ଝିଅଟି ଜନ୍ମ ହେତା ପରେ ଘରକୁ ସ୍ୱଭାଗ୍ୟ ନେଇକରି ଆସେ କି ଦୃଭାଗ୍ୟ । ଶାସ୍ତ୍ର ଅନୁସାରେ ରାଶି ନକ୍ଷେତ୍ର ଏବଂ ଗ୍ରହ ମାନଙ୍କ ନେଇକି ଗୋଟେ ବ୍ୟକ୍ତିର ଭବିଶ୍ୱତ ଗଢା ହୋଇଥାଏ । ସେଥିରୁ ଜଣା ପଡିଥାଏ ଗୋଟେ ବ୍ୟକ୍ତିର ଚରିତ୍ର ଏବଂ ଚାଲି ତରଣ ବିସୟରେ । ତ ମୁଁ ଆଜି ଆପଣ ମାନଙ୍କୁ ଏପରି କିଛି ନାରୀ ମାନଙ୍କ ବିସୟରେ କହିବି ୟେଉ ନାରୀ ବିବାହ ପରେ ନିଜ ସ୍ୱମୀ ଏବଂ ପରିବାର ପାଇଁ କଳଙ୍କ ହୋିତାନ୍ତି । ଆମ ହିନ୍ଦୁ ଧର୍ମରେ ନେରୀ ମାନଙ୍କୁ ବହୁତ ପୁଜନିୟ ମାନାଯାଇ ଥାଏ । ଗୋଟିଏ ନାରୀ ବିନା ଏହି ସୃଷ୍ଠି ଅଧା ରହିଯାଏ । ଗୋଟେ ନାରୀ ହି ଚାଙିଲେ କିଛିବି କରିପାରେ । ଯେମିତିକି ଗୋଟେ ଅସଜଡା ଘରକୁୂ ସଜାଡି ପାରେ ଏବଂ ଗୋଟିଏ ସଜଡା ଘରକୁ ଅସଜଡା ମଧ୍ୟ କରି ପାରେ ।womem

ଗୋଟେ ନାରୀ ହିଁ ସବୁକିଛି କରିପାରେ କିନ୍ତୁ ଆମ ସମାଜରେ ଏପରି କିଛି ନାରୀ ଅଛନ୍ତି ଯେୁ ମାନେ ନିଜ ସ୍ୱାମୀ ଓ ପରିବାର ପାଇଁ ଅସୁଭ ଏବଂ କଳଙ୍କ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାରୀ ମାନଙ୍କ ବିସୟରେ । ଯେଉ ନାରୀ ନିଜ ସ୍ୱାମୀ ଥାଇକି ଅନ୍ୟ ପୁରୁସ ସହିତ ସର୍ମପକ ରଖିଥାଏ ସେପରି ନାରୀ ନିଜ ସ୍ୱାମୀ ଏବଂ ପରିବାର ପାଇଁ କଳଙ୍କ ହୋଇଥାଏ । ଏପରି ନାରୀ ମାନଙ୍କୁ ସମାଜ କଣ ସ୍ରଗରେ ବି ସ୍ଥାନ ମିଳି ନଥାଏ । ଯେଉ ନାରୀ ଅନ୍ୟର ସୁଖ ଦେଖି ସହି ପାରେନି ସେପରି ନାରୀ ନିଜ ପରିବାର ପାଇଁ ବହୁତ ଅଶୁଭ ହୋଇଥାନ୍ତି । ଏପରି ନାରି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ କେବେବି ରହି ନଥାଏ ।woman

ଯେଉ ନାରୀ ନିଜ ସୁର୍ଥ ଦେଖେ ଏବଂ ଅନ୍ୟକୁ ହତାଦାର କରେ ସେପରି ନାରିଙ୍କୁ ସନ୍ତାନ ପ୍ରାପ୍ତି ହୋଇ ନଥାଏ । ନିଜ ସ୍ୱାମୀ ଏବଂ ପରିବାର ଠାରୁ ମଧ୍ୟ ସ୍ନେହ ଶ୍ରଧା ଓ ଭଲ ପାଇବା ମିଳି ନଥାଏ । ତ ବନ୍ଧୁଗଣ ଆପଣଙ୍କ ର ସ୍ତ୍ରୀ କିଛି ଏପରି କାର୍ଯ୍ୟ କରୁଛନ୍ତି ତ ଆଗରୁ ସତ୍ରକ ହୋଇ ସେମାନଙ୍କୁ ସଜାଡିବାକୁ ଚେଷ୍ଟା କରନ୍ତୁ ନଚେତ୍ ଆପମ ହଇରାଣରେ ପଡିଜିବେ ଏବଂ ଆପଣଙ୍କ ପରିବାର ବରବାଦ୍ ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *