ଏହି ମନ୍ତ୍ର କହିଲା ମାତ୍ରେ ପ୍ରଭୁ ହନୁମାନ ଆପଣଙ୍କୁ ସବୁ ଅସୁବିଧାରୁ ରକ୍ଷା କରିବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଙ୍ଗଳବାର ସକାଳୁ ଉଠି କରି ଏହି ଖାସ୍ କାମ ଯେଉଁ ମାନେ କରନ୍ତି ସେମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ବଦଳି ଯିବ ଏବଂ ଆପଣ ମାନଙ୍କ ଜିବନ ରେ ଆସୁ ଥିବା ସବୁ ବାଧା ବିଘ୍ନ ଏବଂ ସଂଙ୍କଟ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ । ସେହି ବ୍ୟକ୍ତି ର ସବୁ କାର୍ଯ୍ୟ କେବେ ବି ଅଟକିବ ନାହିଁ । ଏବଂ ଜିବନ ରେ ଆପଣ ମାନଙ୍କୁ କୈଣସି ବି ସମସ୍ୟା ଆସିବ ନାହିଁ । ଦର୍ଶକ ବନ୍ଧୁ ଜିବନ ର ସବୁ ମୋଡ ରେ ସେହି ବ୍ୟକ୍ତି ଙ୍କୁ ସଫଳତା ହିଁ ସଫଳତା ମିଳିବ । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ବନ୍ଧୁଗଣ ଆପଣ ମାନେ ଯଦି ମଙ୍ଗଳବାର ଦିନ ଭଗବାନ ବଜରଙ୍ଗ ବଲୀ ଙ୍କ 12 ନାମ ର ଯପ କରନ୍ତି ତେବେ ଆପଣ ମାନଙ୍କ ଜିବନ ରେ ଚାଲୁ ଥିବା ସବୁ କଷ୍ଟ ଏବଂ ସଂଙ୍କଟ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।hanuman

ସେହି ପରି ବହୁ ଦିନ ରୁ ଅଟକି ରହି ଥିବା କାର୍ଯ୍ୟ ବି ହେବାରେ ଲାଗିବ । ଜିବନ ରେ ସବୁ ଆଡେ ଆପଣ ମାନଙ୍କୁ ଖୁସୀ ହିଁ ଖୁସୀ ମିଳି ଯିବ । ଜ୍ୟତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନେ ବଜଜରଙ୍ଗବଲୀ ଙ୍କ ଚମତ୍କାରୀ 12 ନାମର ଜପ କରି ଥାଏ । ତା ଉପରେ ପ୍ରଭୁୂ ହନୁମାନ ଙ୍କ କୃପା ସବୁ ବେଳେ ରହି ଥାଏ । ଏବଂ ଏମାନଙ୍କ ଉପରେ ସବୁ ବେଳେ ନବ ଗ୍ରହ ବି ନିଜର ସୁ ପ୍ରଭାବ ଦେଖେଇ ଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଖାସ୍ ହନୁମାନ ଙ୍କ ଚମତ୍କାରୀ ନାମ ।hanuman

ରାମ ଭକ୍ତ , ମହାବଳୀ , ମହାବୀର ହନୁମାନଜୀ , ହନୁମାନସ, ବଜରଙ୍ଗବଳୀ , ସଙ୍କର ସୁମନ , କେଶରୀ ନନ୍ଦନ , ଅଞୀନୀ ପୁତ୍ର , ପବନ ପୁତ୍ର , ଅମିତ, ବିକ୍ରମ , ସ୍ମେଷ୍ଟ , ଲକ୍ଷଣ ପ୍ରାଣ ଦାତା । ତେବେ ବନ୍ଧୁଗଣ ଆପଣ ମାନେ ସକାଳୁ ଉଠି କରି ଯେଉଁ ଅବସ୍ଥା ରେ ରହି ଥିଲେ ମଧ୍ୟ ଆପଣ ମାନେ ସେହି ଅବସ୍ଥା ରେ ମହାବୀର ଙ୍କ ଏହି ନାମ ର ଜପ କରନ୍ତୁ ଜିବନ ରେ ଆପଣ ମାନଙ୍କ କୈଣସି ବି ଦୁଖଃ ରହିବ ନାହିଁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *