ଘରେ ଲଗାନ୍ତୁ ଏହି ଚମତ୍କାରୀ ଫୋଟ ଭାଗ୍ୟ ବଦଳିଯିବ।

hous

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଘରେ କେଉଁ ଅଦ୍ଭୁତ ଫୋଟ ଲଗେଇଲେ ଭାଗ୍ୟ ପରିବର୍ତନ ହୋଇ ଥାଏ । ଏବଂ ଘର କୁ ଧନ ର ଆଗମନ ହେବା ସହିତ ସୁଖ ଏବଂ ସମୃଦ୍ଧି ପାଇବ । ବନ୍ଧୁଗଣ ନିଜର ଘର ର ସଜା ସଜି କରିବା ପାଇଁ କିଛି ନା କିଛି କରି ଥାନ୍ତି । ଏମିତି ରେ କିଛି ଲୋକ ଡିଜାଇନ୍ ଗଛ ତ ଆଉ କି ଏ ପେଣ୍ଟିଙ୍ଗ୍ ଲଗେଇ ଥାନ୍ତି । ହେଲେ ବାସ୍ତୁ ହିସାବ ରେ ଏହା ଆମ ଜଜିବନ ଉପରେ ଭଳ ପ୍ରଭାବ ପକେଇ ନ ଥାଏ । ସେହିଥି ପାଇଁ ଘରେ କୈଣସି ବି ଫୋଟ ଲଗେଇଲେ ତାହା ବାସ୍ତୁ ହିସାବ ରେ ଲଗେଇବା କଥା । ତେବେ ଆସନ୍ତୁ ଜାଣି ନେବା ବାସ୍ତୁ ଅନୁସାରେ ଘରେ ଦେବୀ ଦେବତା ଙ୍କ ଫୋଟ ଲଗେଇଲେ ଘର ର ଲୋକ ମାନେ କୈଣସି ବି ଅସୁବିଧା ର ସାମ୍ନା କରିବେ ନାହିଁ ।wall

ଏବଂ ଘରେ ସବୁ ବେଳେ ସୁଖ ଶାନ୍ତି ର ପରିବେଶ ରହିବ । ଏହା ସହିତ ଘର ପରିବାର ର ସଦସ୍ୟ ଙ୍କ ଫୋଟ ଲଗେଇଲେ କୈଣସି ବି ଅସୁବିଧା ହେବ ନାହିଁ । ଏହା ବହୁତ ଶୁଭ ହୋଇ ଥାଏ ଏହା ଦ୍ୱାରା ନାକାରାତ୍ମକ ଉର୍ଜା ଦୂରେଇ ଜଜାଇ ଥାଏ । ସମୂଦ୍ର ବେଳା ରେ ବୁଲୁ ଥିବା 7 ଟି ଘୋ଼ଡା ର ଫୋଟ ଲଗେଇବା ବହୁତ ହିଁ ଶୁଭ ହୋଇ ଥାଏ । ଏହା ବି ଘରକୁ କୈଣସି ନାକାରାତ୍ମକ ଉର୍ଜା ପ୍ରେବଶ କରିବା ପାଇଁ ଦିଏ ନାହିଁ । ଘର ର ଡ୍ରଇଁ ରୁମ୍ ରେ ଉଡୁ ଥିିବା ପକ୍ଷୀ ବା ସୂର୍ଯଯ୍ୟ ଉଦୟ ର ଫୋଟ ଲଗେଇଲେ ବହୁତ ଶୁଭ ଏବଂ ସୁଫଳ ପ୍ରାପ୍ତି ହୋଇ ଥାଏ ।hours

ସେହି ପରି ବନ୍ଧୁଗଣ କେବେ ବି ଘରେ ହିଂସ୍ର କାରୀ ଜିବ ଯେମିତି ଭାଲୁ କୁମ୍ଭୀର , ଏବଂ ପେଚା ଙ୍କ ଫୋଟ ଲଗେଇବା ଅନୁଚିତ ଅଟେ । ବାସ୍ତୁ ଅନୁସାରେ ଏହି ଫୋଟ ଲଗେଇଲେ ପରିବାର ରେ ହିସା ଭାବ ଦେଖିବା ପାଇଁ ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *