ପୁଣିଥରେ ଅସୁଛି ବଙ୍ଗପସାଗରରୁ ଆଉ ଏକ ‘ଲଘୁଚାପ’ ତେବେ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଦେଖନ୍ତୁ!

rian

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗପ ସାଗର ଆସୁଛି ଆଉ ଏକ ଲଘୁଚାପ 22 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେବେ କେଉ ଜିଲ୍ଲାରେ ଅଧିକ ବର୍ଷା ହେବ ଆସନ୍ତୁ ନିଜର ପକାଇବା ସେହି ଉପରେ । ଉତ୍ତର ପଶ୍ଚିମ ଏବଂ ତତ୍ ସଲଗ୍ନ ପଶ୍ଚମ କେନ୍ଦ୍ର ଉପରେ ରହିଥିବା ଘୁରୁନି ବଳୟ ପ୍ରଭାବ ଉପରେ ବଙ୍ଗପ ସାଗର ଓଡିଶା ଉତ୍ତର ଆନ୍ଦ୍ରା ପ୍ରଦେସ୍ ଉପକୂଳ ଉତ୍ତର ଓଡିଶା ଏବଂ ପଶ୍ଚିମ ବଙ୍ଗ ଉପକୂଳ ବ୍ରତି ଉତ୍ତର ପଶ୍ଚିମ ବଙ୍ଗପ ସାଗରରେ ଏକ ଲଘୁଚାପ କ୍ଷତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 22 ତାରିଖ ପ୍ରର୍ଯ୍ୟନ୍ତ ରାଜ୍ୟର ଅଧିକା ଅଂସ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବର୍ଜ ପାତର ସମ୍ଭାବନା ରହିଥିବା ଭୁବେନଶ୍ୱର ଶ୍ଥତ ଆଞ୍ଚଳିକ ପାଣି ପାଗ କେନ୍ଦ୍ରରୁ ପକ୍ଷରୁ ଜାରି ଏକ ସତ୍ରକ ସୁଚନା କୁହା ଯାଇଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ୟ ଜିଲ୍ଲା ପାଇଁ ଅରେଞ୍ଚ ଓ ଇଏଲୁ ଓରାନିଙ୍ଗୀ ଜାରି କରିଛି ।rain

ପାଣି ପାଗ ବିଭାଗ ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ 20 ତାରିଖ ମଧ୍ୟାନ ସୁଧା ଓଡିଶାର ଜିଲ୍ଲା ମାନଙ୍କ ମଧ୍ୟରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି ତେବେ ମାଲକାନା ଗୀରି ଓ କରାପୁଟୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇଟି ଜିଲ୍ଲା ପାଇଁ ଅରେଞ୍ଚ ଓରାନିଙ୍ଗୀ ଜାରି କରିଛି । ସେହି ପରି ଏହି ସମୟ ମଧ୍ୟରେ ଗଞ୍ଜାମ , ପୁରୀ , ଗଜପତି ଜଗତ୍ ସିଂ ପୁରୁ , ରାଇଗଡା , ନବରଙ୍ଗ ପୁରୁ , କନ୍ଧମାଳ , କଳାହାଣ୍ଡି , ସମ୍ବଲ ପୁରୁ , ଦେବଗଡ ଜିଲ୍ଲାରେ ଗୋଟିଏ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମଭାବନା ରହିଥିବାରୁ ଏହିଁ ସମସ୍ତ ଜିଲ୍ଲା ମାନଙ୍କ ପାଇଁ ଇଏଲୁ ଓରାନିଙ୍ଗୀ ଜାରି କରା ଯାଇଛି ।raine

21 ତାରିଖରେ ଓଡିଶାର ଅଧିକା ଅଂସ ଜିଲ୍ଲାର ବହୁ ସ୍ଥାନରେ ହାଲୁକା ରୁ ମଧ୍ୟମ କାମବା ବଜ୍ରପାତ ହେବାର ସମ୍ଭାବନା ରହିଛି । ରୀ , ଗଜପତି ଜଗତ୍ ସିଂ ପୁରୁ , ରାଇଗଡା , ନବରଙ୍ଗ ପୁରୁ , କନ୍ଧମାଳ ଜିଲ୍ଲାରେ ଗୋଟିଏ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମଭାବନା ରହିଥିବାରୁ ଏହିଁ ସମସ୍ତ ଜିଲ୍ଲା ମାନଙ୍କ ପାଇଁ ଅରେଞ୍ଚ ଓରାନିଙ୍ଗୀ ଜାରି କରା ଯାଇଛି । ସେହି ପରି କରାପୁଟୁ , ଗଞ୍ଜାମ , କେନ୍ଦ୍ରା ପଡା , ଜାଜପୁରୁ , ଭଦ୍ରକ , ଢେଙ୍କାନାଳ , ବଉଧ , କନ୍ଧମାଳ , କଳା ହାଣ୍ଡି , ବରଗଡ ଜିଲ୍ଲାର ଗୋଟିଏ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମଭାବନା ରହିଥିବାରୁ ଏହି ସମୟରେ ସମସ୍ତ ଜିଲ୍ଲା ମାନଙ୍କ ପାଇଁ ଇଏଲୁ ଓରାନିଙ୍ଗୀ ଜାରି କରା ଯାଇଛି । 22 ତାରିଖରେ ଓଡିଶାର ବହୁ ଜିଲ୍ଲାର ଅଧିକା ଅଂସ ସ୍ଥାନରେ ହାଲୁକାରୁ ମଧ୍ୟମ କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *