ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତ ସାହା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ଭିତରେ କରନା ରୁ ସୁସ୍ଥ ହୋଇ ଫେରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହ ପୁଣି ଥରେ ଅସୁସ୍ଥ ହୋଇ ଦିଲୀ ଏମ୍ସରେ ଭର୍ତି ହୋଇଛନ୍ତି । ଏ ନେଇ ଦିଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ଅମିତ ସାହାଙ୍କୁ ନିଶ୍ୱାସ ନେବାର ଆସୁବିଧା ସହ ଗତ ତିନି ରୁ ଚାରି ଦିନ ଧରି ଶରୀରରେ ପୀଡା ଅନୁଭବ କରିବାରୁ ଗତ କାଲି ରାତି ଦୁଇଟା ରୁ ଅମିତ ସହାଙ୍କୁ ଏମ୍ସ ରେ ଭର୍ତି କରାଯାଇଥିବାର ଜଣାପଡିଛି ।amath

ଅମିତ ସାହଙ୍କୁ ଦିଲୀ ଏମ୍ସର ଓଲଡ଼ପ୍ରାଇଭେଟ words ରେ ଚିକିତ୍ସା କରାଯାଉଛି ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ ଦିଅଯୋଥିବା ସୂଚନା ଅନୁସାରେ ଅମିତ ସାହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ ଅଛି । ସେ ମେଡିକାଲରେ ରହି ତାଙ୍କର ସମସ୍ତ କାର୍ଯ୍ୟ କରିପାରିବେ । ଏକ ସ୍ୱତନ୍ତ୍ର ଡାକ୍ତର ଟିମ ସହ ଦିଲୀ ଏମ୍ସର ନର୍ଦେଶକ ଡକ୍ଟର ଗୁଲେରିୟାର ତ୍ୱତ ଅବଧାନରେ ତାଙ୍କର ଚିକିତ୍ସା କରାଯାଉଥିବାର ଜଣାଯାଉଛି ।amit shah

ସୂଚନା ଅନୁସାରେ ଗତ କିଛି ଦିନ ତଳେ କୋରନା ରେ ଆକ୍ରାନ୍ତ ଥିବା ସାହା ଗୁରୁ ଗ୍ରାମର ବେଦାନ୍ତ ହସ୍ପିଟାଲ ରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *