ଜନ୍ମାଷ୍ଚମୀ ପର ଦିନଠୁ ଅର୍ଥାଥ ନନ୍ଦୋତ୍ସବଠୁ ବଦଳି ଯିବ ଏହି ସବୁ ରାଶିଙ୍କ ଜୀବନ

aaabb

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଜନ୍ମାଷ୍ଟମୀ ଉପଲଖେ ଆପଣ ମାନଙ୍କୁ ହାରଦିକ ସୁବଛିୟା ଏବଂ ଶୁଭ କାମନା । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରଦିନ ଏହି 5ଟି ଜିନିଷ ରଖି କରନ୍ତୁ ପୁଜା ଆପଣଙ୍କର ସମସ୍ତ ମନଷ୍ କାମନା ପୁରଣ ହେବ । ତେବେ ଚାଲନ୍ତୁ ଜାଣିବା ସେହି 5ଟି ଅଧଭୁତ ଜୀନିଷ ବିସୟରେ ।

krishna

ଏହି ବର୍ଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦୀନ ଅର୍ଥାତ ଜନ୍ମାଷ୍ଟମୀ 11 ଅଗଷ୍ଟ 2020 ରେ ପାଳନ ହେଉଛି । ଦେଶ ସାର ଏହି ଦୀନକୁ ଲୋକମାନେ ବହୁତ ଧୁମ୍ ଧାମ୍ ରେ ପାଳନ କରନ୍ତି । ଜନ୍ମାଷ୍ଟମୀରେ ଭକ୍ତ ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀର ଦହି ଲହୁଣି ଏବଂ ମିଶ୍ରୀ ଇତ୍ୟଦୀରେ ଭୋଗ ଲଗାଇ ଥାନ୍ତି । କାରଣ ଏହି ସବୁ ଜୀନିଷ ଭଗବାନ ଶ୍ରୀକୃଷ୍ଣଙ୍କୁର ହୋଇଥାଏ । ତ ବନ୍ଦୁଗଣ ଆଜି ଆପଣ ମାନଙ୍କୁ  କହିବୁ ଜନ୍ମାଷ୍ଟମୀର ପରଦିନ ଅର୍ଥାଥ ନନ୍ଦୋତ୍ସବର ଶୁଭ ଅବସରରେ କିଛି ଏମିତି ଜିନିଷ ବିସୟରେ କହିବାକୁ ଯାଉଛି ଯାହାକୁ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁର ସମକ୍ଷରେ ରଖି ପୁଜା କରିବେ ତେବେ ଭଗବାନ ଆପଣଙ୍କ ସବୁ ଇଛାକୁ ପୁରଣ କରିବେ ।

ପ୍ରଥମେ ହେଲା ମୟୁର ପର । ଆପଣ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କୁର ମୁକୁଟରେ ମୟୁର ପର ଦେଖିଥିବେ । ମୟୁର ପରକୁ ସମହନ ଏବଂ ଭବ୍ୟତାର ପ୍ରତିକ ମାନାଯାଏ । ଏନିତି କୁହାଯାଏ କି ମୟୁର ପର ଜୀବନର ସମସ୍ତ ଦୁଃଖକୁ ଦୁର କରିଦିଏ । ଏବଂ ଜୀବନକୁ ସୁଖମୟ କରିଥାଏ । ଏହି କାରଣରୁ ଆପଣ ଜନ୍ମାଷ୍ଟମୀର ପୂଜା ସମୟରେ ମୟୁର ପରର ବ୍ୟବହାର ଅବସ୍ୟ କରନ୍ତୁ ।

krishna

ଦୁଇରେ ବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କୁ ବଇଂସି ଅତ୍ୟାଧିକ ପସନ୍ଦ । ଯଦି ଆପଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁର ସାମ୍ନାରେ ବଇସି ରଖି ପୂଜା କରିବେ ତେବେ ଏଥିରୁ ଆପଣଙ୍କୁ ଶୁଭ ଫଳ ମିଳିଥାଏ । ତିନିରେ ଚନ୍ଦନର ତିଳକ । ଭଗବାନ ଶ୍ରୀକୃଷ୍ଣ ସବୁ ବେଳେ ଚନ୍ଦନ ଧାରଣ କରିଥାନ୍ତି । ସେଥି ପାଇଁ ଆପଣ ଚନ୍ଦମ ସର୍ମପଣ କରନ୍ତୁ । ଚାରିରେ ବ୍ୟଯାନ୍ତି ମାଳା । ବ୍ୟଯାନ୍ତି ମାଳାକୁ ଭଗବାନ ଶ୍ରୀକୃଷ୍ଣ ସବୁ ବେଳେ ଧାରଣ କରିଥାନ୍ତି । ପ୍ରତିମାରେ ବ୍ୟଯାନ୍ତି ମାଳା ଅବସ୍ୟ ପିନ୍ଧାନ୍ତୁ ଆପଣଙ୍କର ସମସ୍ତ ମନସ କାମନା ପୁରଣ ହେବ ।

guda

ପାଞ୍ଚରେ ମିଶ୍ରୀ । ମିଶ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ । ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଦୀନରେ ତାଙ୍କ ସମୁଖରେ ମିଶ୍ରୀ ରଖି ପୂଜା କରିବେ ତେବେ ଆପଣଙ୍କ ଜୀବନରେ ଖୁସିମୟ ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *