ଫ୍ଲପ ହିରୋଇନ ହେବା ପରେବି , କେମିତି କୋଟି କୋଟି ଟଙ୍କା କମାନ୍ତି ରେହା , ଜାଣନ୍ତୁ ପରଦା ପଛର କଳା କାହାଣୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ମାମଲା ରେ ଏବେ ବିବାହ ପୋଲିସ୍ ବହୁତ ଗୁରୁତ୍ୱର ଭାବେ କାମ ରେ ଲାଗି ସାରିଛି । ସେହି ପରି କ୍ଷେତ୍ର ରେ ବିବାହ ପୋଲିସ୍ ଏହି କେସ୍ ସହିତ ଯୋଡିତ ଆଉ ଗୋଟିଏ ସୋକିଂ କଥା ବି ସାମ୍ନା କୁ ଆଣିଛି ତେବେ କଣ ସେହି ସୋକିଂ କଥା ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିବା ।

ବନ୍ଧୁଗଣ ଏହି ବିଷୟରେ ବିହାର ପୋଲିସ୍ ର କହିବା କଥା ହେଲା କି ଅଭିନେତା ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ଟଙ୍କା ରେ ଅଭିନେତ୍ରୀ ରିଆ ଏବଂ ତାଙ୍କର ଭାଈ ସବୁ ବେଳେ ସୈକ୍ ରେ ରହୁ ଥିଲେ । ଏବଂ ବିବାହ ପୋଲିସ୍ ଏହାର ପ୍ରମାଣ ଦେଇଛନ୍ତି କି ରିଆ ଙ୍କ ସେଲୁନ୍ ଏବଂ ତାଙ୍କ ଭାଈ ଙ୍କ ହୋଟେଲ୍ ବିଲ୍ ର ଖର୍ଚ୍ଚ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ କାର୍ଡ ରୁ ହିଁ ଯାଉ ଥିଲା । ଆପଣ ମାନଙ୍କୁ କହି ଦେବୁ କି ଏହି ମାମଲା ର ଜାଞ୍ଚ ଏବେ ବିହାର ପୋଲିସ୍ ଆରମ୍ଭ କରିଛି । ସେହି ପରି ଶୁସାନ୍ତ ସିହଂ ରାଜ ପୁତ୍ ଙ୍କୁ ଯେଉଁ ଡିଫରେସନ ରେ ରହୁ ଥିଲେ ବୋଲି କୁହା ଯାଉ ଥିଲା ଏହାର କାରଣ ହେଲା ତାଙ୍କ କାର୍ଡ ରୁ ଟଙ୍କା କୁ ଏତେ ଅଧିକ ପରିମାଣ ରେ ରିଆ ଚକ୍ରବର୍ତି ଙ୍କ ପରିବାର ଲୋକ ବ୍ୟବହାର କରିବା ।

ସେମିତି ରେ ରିଆ ବର୍ତମାନ ସମୟ ରେ ମାତ୍ର କିଛି ଫିଲ୍ମ କରି ବି ସେ କେମିତି ଭାବେ ଗୋଟିଏ ଲଗ୍ଜିରିଅସ୍ ଲାଇଫ୍ ବଞ୍ଚୁଛନ୍ତି ସେହି ଉପରୁ ପରଦା ଉଠି ସାରିଛି । ସେହି ପରି ବେଳେ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ପିତା KK ସିହଂ ଙ୍କ ଏଫାୟାର ପରେ ପରେ ବିହାର ପୋଲିସ୍ ଏହି ଉପରେ ସଂମ୍ପର୍ଣ୍ଣ ଭାବେ ତନ୍ନା ଘନ୍ନା କରିବାରେ ଲାଗିଛି ।

susantaa

ସେହି ପରି ଭାବେ ସୁଣିବା ପାଇଁ ମିଳିଛି କି ଏହି ନିକଟ ରେ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ବ୍ୟଙ୍କ ଡିଟେଲ୍ସ ଉପରେ ବି ବିହାର ପୋଲିସ୍ ଖୋଲତାଳ କରି ଥିବାର ଦେଖିବା ପାଇଁ ମିଳିଛି । ଏବଂ ପୋଲିସ୍ ଙ୍କ କହିବା ମୁତାବକ ନଭେମ୍ବର 2019 ରେ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ ଏକାଉଣ୍ଟ ରେ 4 କୋଟି 62 ଲକ୍ଷ ଟଙ୍କା ରହି ଥିବା ବେଳେ ଫେବୃଆରୀ 2020 ରୁ କେବଳ 1 କୋଟି ସେହି ଏକାଉଣ୍ଟ ରେ ରହି ଥିବା ଜଣା ପଡିଛି ତେବେ ଏହି ସବୁ କେବଳ ରିଆ ଙ୍କ ପରିବାର ଲୋକ ମାନେ କରି ଥିବାର ପୋଲିସ୍ କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *