ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବିଗତ ଦିନ ରେ ବିବାଦିତ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନେଇ ବହୁତ ଗୁଡିଏ ଚର୍ଚ୍ଚା ବର୍ତମାନ ସମୟ ରେ ଚାଲି ଥିବା ବେଳେ ଆପଣ ମାନେ ବି ତାଙ୍କର ବିବାଦ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ଥିବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ରାନୀ ପଣ୍ଡା ଙ୍କ ବିଷୟ ରେ ଗୋଟିଏ ଶୁଭ ଖଭର ଜଣେଇବା ପାଇଁ ଚାହିଁବୁ କି ବିଗତ ଦିନ ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା ବିବାହ କରିବା ପାଇଁ ଯାଉଛନ୍ତି । ଏବଂ ଏହି ବିଷୟରେ ସେ ନିଜେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ କହିଛନ୍ତି । ଏହି ପରି ବେଳେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବା ପାଇଁ ଚାହିଁବୁ କି କିଛି ଦିନ ତଳେ ରାନୀ ପଣ୍ଡା ବିବାହ କରିବେ ନାହିଁ ବୋଲି କହି ଥିଲେ ଏବଂ ବର୍ତମାନ ସମୟ ରେ ସେ ପୁଣି ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି କହୁଛନ୍ତି ।
ଏବଂ ସେ ପୂର୍ବ କଣ ପାଇଁ ଏମିତି କହି ଥିଲେ ସେହି ବିଷୟ ରେ ବି କହିଛନ୍ତି କି । ସେ ସେହି ସମୟ ରେ ଓଡ଼ିଶା ବାଶୀ ଙ୍କ ପ୍ରେସର ରେ ସେ ଏହି ଭଳି ସବୁ ପ୍ରତିକ୍ରଆ ଦେଉ ଥିଲେ ହେଲେ ବର୍ତମାନ ସମୟ ରେ ସେ ଆଉ ପ୍ରେସର ଅନୁଭବ କରୁ ନାହାଁନ୍ତି । ଏବଂ ସେ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ କହିଛନ୍ତି କି ସେ ଖୁବ୍ ଶିଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।
ଏବଂ କାହାକୁ ବାହା ହେଉଛନ୍ତି ଏବଂ କେବେ ବାହା ହେଉଛନ୍ତି ସେହି ବିଷୟ ରେ ସେ କହି ନାହାଁନ୍ତି ହେଲେ ସେ କହିଛନ୍ତି କି ସେ ସେହି ବିଷୟ ରେ ଆଉ ଗୋଟିଏ ଭିଡ଼ିଓ କରି ଖୁବ୍ ଶୀଘ୍ର ଜଣେଇ ଦେବେ ବୋଲି । ଏବଂ ତାଙ୍କର ଓଡ଼ିଶା ବାସୀ ଙ୍କ ଭଲ ପାଇବା ଏବଂ ସାଥ୍ ତାଙ୍କ ଉପରେ ରହୁ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।