ହିରାକୁଦ ଡ୍ୟାମରେ ମିଳିଥିବା ଏକ ବଡ଼ ମାଛ ପ୍ରାୟ 1000 କିଲୋଗ୍ରାମ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

dam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହୀରାକୁଦ ଜଳ ଭାଣ୍ଡର ରେ ଦେଖିବାକୁ ମିଳିଛି ଏକ ବିଶାଳ କାୟ ମାଛ । ଏହି ମାଛ ଯେତିକି ରହସ୍ୟ ଭରିଦେଇଛି ସେତିକି ଭୟ ମଧ୍ୟ ସୃଷ୍ଟି କରିଛି ମତ୍ସ୍ୟ ଯିବି ମାନଙ୍କ ମନରେ ଆସନ୍ତୁ ଜାଣିବା । ଏହି ବିଶାଳକାୟ ମାଛ ଟି କେଉଁଠୁ ଆସିଲା କିନ୍ତି ପ୍ରଥମେ ଆସନ୍ତୁ ଜାଣିବା ହୀରକୁଦ ଡ୍ୟାମ ବିଷୟରେ । ହୀରାକୁଦ ଡ୍ୟାମ ହେଉଛି ଭାରତର ପ୍ରଥମ ବହୁମୁଖୀ ନଦୀବନ୍ଦ ଯୋଜନା ଭବ୍ୟ ମହନାଦୀ ଉପରେ ବନଯାଇଛି ଏହି ଡ୍ୟାମ 1848 ମସିହାରେ ଏହି କାମର ଆରମ୍ଭ ହୋଇ 1957 ମସିହାରେ ଶେଷ ହୋଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ଡ୍ୟାମ ର ଉଦଘାଟନ କରିଥିଲେ 25 କିଲୋମିଟର ବିଶିଷ୍ଟ ଏହି ଡ୍ୟାମ ହେଉଛି ପୃଥିବୀର ଦୀର୍ଘତମ ନଦୀବନ୍ଦ ମଧ୍ୟରୁ ଅନ୍ୟତମ ଏହି ଡ୍ୟାମକୁ ଉଭୟ ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରାଯାଇଥାଏ ।fishs

ସେହି ସମୟରେ ଏହି ଡ୍ୟାମକୁ ବନେଇବାର ପାଖାପାଖି 100କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରେ 64 ଟି ସୁଇଷକେଟ ରହିଅଛି 200ଫୁଟ ଉଛତା ବିଶିଷ୍ଟ ଏହି ବନ୍ଧରେ 600କୋଟି କୁଉବିମିଟର ଏକ ଜଳ ଭାଣ୍ଡର ରହିଛି । ତେବେ ଏହି ଜଳ ଭାଣ୍ଡର ଏକ ଚର୍ଚ୍ଚାର ବିଷୟ ପାଲଟିଛି ଗୋଟିଏ ବିଶାଳ କାୟ ମାଛ ପାଇଁ କାରଣ ଏଥିରେ ଏକ ବିଶାଳ କାୟ ମାଛ ଏବଂ ଅସାଧାରଣ ମାଛ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ ରେ ଆଗରୁ ଏହି ବିଶାଳ କାୟ ମାଛକୁ କେହି ଦେଖି ନଥିଲେ ଶୁଣିବାକୁ ମିଳିଛିକି ଏହି ମାଛ ପାଖାପାଖି 10କୋଇଣ୍ଟାଲରୁ ଉର୍ଦ୍ଧ ହୋଇପାରେ । ଯେଉଁ ହୀରାକୁଦ। କେବଳ ବନ୍ୟା ସମୟରେ ଚର୍ଚ୍ଚାକୁ ଆସିଥାଏ ତେବେ ବର୍ତ୍ତମାନ ଏହି ମାଛ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଛ କୁ ମଧ୍ୟ ଧରାଯାଇନାହିଁ ଏହି ମାଛକୁ ଦେଖିବା ପାଇଁ ସେଠାକର ସ୍ଥାନୀୟ ଲୋକମାନେ ମନରେ ଉତ୍ସାହ ଭରିଯାଇଛି ।fish

ହେଲେ ଅନ୍ୟ ପଟେ ମତ୍ସ୍ୟ ଯିବି ମାନଙ୍କ ମଧ୍ୟରେ ଭୟ କିଛି ଲୋକଙ୍କ ପାଖରୁ ଜଣାପଡିଛି ଯେ ଏହି ମାଛ ଛତିଶଗଡ଼ ରୁ ପଳେଇ ଆସି ଥାଇପାରେ । ବର୍ତମାନ ମହାନଦୀ କୁ ଛତିଶଗଡ଼ ର ବନ୍ୟା ଜଳ ପସିବାରେ ଲାଗିଛି ଏବଂ ଏହି ବନ୍ୟା ଜଳରେ ହିଁ ଏହି ମାଛ ପଳେଇ ଆସିଥାଈପରେ ବୋଲି ଅନୁମାନ କରାଯାଉଛି । ଏପରି ବିଶାଳ କୟ ମାଛ ସାଧାରଣତ ସମୁଦ୍ର ରେ ରହିଥାନ୍ତି ଏବେ ଚିନ୍ତା ର ବିଷୟ ଏହି ବିଶାଳ କାୟ ମାଛ କାଉଁଠୁ ଆସିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *