ପ୍ରିୟଙ୍କା ଚୋପ୍ରାଙ୍କ 5 ଟା ଖରାପ ଫିଲ୍ମ , ଯାହା ଅଶ୍ଲୀଳତାର ସବୁ ସୀମା ପାର କରିଛି

555aa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ର ହିରୋଇନ୍ ହିଁ ନାହାଁନ୍ତି ବରଂ ସେ ବର୍ତମାନ ସମୟ ରେ ବଲିଉଡ ସହିତ ହଲିଉଡ ରେ ବି କାମ କରି ସାରିଛନ୍ତି । ଏବଂ ସେ ଏବେ ଜଣେ ହାଇଏଷ୍ଟ ପେଡ୍ ଅଭିନେତ୍ରୀ ରେ ଗଣା ହୋଇ ସାରିଛନ୍ତି । ସେହି ପରି ବିଗତ ଦିନ ରେ ପ୍ରିୟଙ୍କା ଚୋପ୍ରା ନିଜର କାର୍ନାମା ପାଇଁ ସେ ସୁର୍ଖିୟ ରେ ବନି ରହି ଥାନ୍ତି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପ୍ରିୟଙ୍କା ଚୋପ୍ରା ଙ୍କ ଏମିତି ବୋଲ୍ଡ ସିନ୍ ବିଷୟ ରେ କହିବୁ ଜାହା ସଂମ୍ପର୍ଣ୍ଣ ରେକର୍ଡ ଭାଙ୍ଗି ଦେଇଛି ।

priyy

ତେବେ ପ୍ରଥମେ ଯଦି କହିବା ତେବେ ପ୍ରିୟଙ୍କା ଚୋପ୍ରା ଙ୍କ ଅକ୍ଷୟ କୁମାର ଙ୍କ ଫିଲ୍ମ ଏତରାଜ ବିଷୟ ରେ ଏଠାରେ ସେ ବହୁତ ହିଁ ବୋଲ୍ଡ ସିନ୍ ଦେଇ ଥିଲେ ଏବଂ ବହୁତ ବୋଲ୍ଡ ରହି ଥିବାର ଦେଖିବା ପାଇଁ ମିଳି ଥିଲା । ସେହି ପରି ଭାବେ ଦ୍ୱତୀୟ ଫିଲ୍ମ ଶାସନ ରେ ବି ପ୍ରିୟଙ୍କା ଚୋପ୍ରା ବହୁତ ବୋଲ୍ଡ ଏବଂ ସେନ୍ସୁଆଲ ସିନ୍ ସୁଟିଂ କରେଇ ଥିଲେ ।

ସେହି ପରି ଅନ୍ୟ କିଛି ସହିତ ସେ ଯେତେ ବେଳେ ହଲିଉଡ ରେ କାମ କରିବା ଆରମ୍ଭ କରି ଥିଲେ ତେବେ ସେ ସେହି ସମୟ ରେ କ୍ୱାଣ୍ଟିକୋ ରେ କାମ କରି ଥିଲେ । ଏବଂ ସେହି ଥିରେ ସେ ନିଜର ବୋଲ୍ଡ ସିନ୍ ପାଇଁ ଚର୍ଚ୍ଚା ରେ ରହୁ ଥିଲେ । ସେହି ପରି ଆଉ ଗୋଟିଏ ସିରିଜ୍ ହେଲା ବେୱାଚ୍ଚ ର ଜାହା ର ସବୁ ସିରିଜ୍ ଓଡିଏନ୍ସ କୁ ବହୁତ ହିଁ ପସନ୍ଦ ଆସେ ଏବଂ ଏହି ଥିରେ ପ୍ରିୟଙ୍କା ଚୋପ୍ରା ଙ୍କ ସିନ୍ ଦେଖି ଲୋକ ମାନଙ୍କ ଝାଳ ବାହାରି ଜାଇ ଥିଲା ଏବଂ ଭାରତୀୟ ସମର୍ଥକ ମାନେ ତାଙ୍କୁ ସେହି ଫିଲ୍ମ ରେ ଦେଇ ଥିବା ବୋଲ୍ଡ ସିନ୍ ପାଇଁ ବହୁତ ପରିମାଣ ରେ ପସନ୍ଦ ବି କରି ଥିଲେ ।

priyaa

ସେହି ପରି ବନ୍ଧୁଗଣ ଏହି ଦିନ ରେ ଭାଇରଲ ହୋଇ ଥିବା ଭିଡ଼ିଓ ଯେଉଁ ଥିରେ ପ୍ରିୟଙ୍କା ଚୋପ୍ରା ଙ୍କ ହଟନେସ୍ ର ହଦ୍ ହିଁ ପାର କରି ଦେଇଛି ଏମିତି ରେ ଏହି ଦିନ ରେ ସେ ନିଜର ପତି ନିକ୍ ଙ୍କ ସହିତ ପେଙ୍କ ଲିପ୍ ଡେନ୍ସ କରୁ ଥିବାର ଭିଡ଼ିଓ ସାମ୍ନା କୁ ଆସି ଥିଲା ସେହି ଥିରେ ସେ ବହୁତ ହିଁ ହଟ୍ ସିନ୍ ଏବଂ ଲୁକ୍ ଦେଇ ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *