5 ବଲିଉଡ ହିରୋଇନ , ଯେଉଁମାନେ ପଇସା ପାଇଁ ବୃଢାଙ୍କୁ ବି ବାହା ହେବା ପାଇଁ ପଛେଇଲେନି

aaa22

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ସେମମିତି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କଥା ହେବା ଯେଉଁ ମାନେ କେବଳ ଟଙ୍କା ପାଇଁ ହିଁ ବିବାହ କରିଛନ୍ତି । ସେମିତି ରେ ବହୁତ ସମୟ ରେ ଆପଣ ମାନେ ଦେଖି ଥାନ୍ତି କି ବଲିଉଡ ଅଭିନେତ୍ରୀ ମାନେ ନିଜ ଠାରୁ ବହୁତ ଅଧିକ ବଡ ଡାଇରେକ୍ଟର ପ୍ରଡ୍ୟୁୁସର ଏବଂ ଅଭିନେତା ଙ୍କୁ ବିବାହ କରିଛନ୍ତି ।

ଆପଣ ମାନେ ଭାବନ୍ତୁ ଥରେ ସେମାନଙ୍କୁ ଜବାନ୍ ଏବଂ ସୁନ୍ଦର ଅଭିନେତା ବି ମିଳି ପାରି ଥାନ୍ତେ । ଏବଂ ଏହା ପରେ ବି ସେମାନେ କଣ ପାଇଁ ଅଧିକ ବୟସର ଲୋକ ଙ୍କ ବିବାହ କଣ ପାଇଁ କରିଲେ । ସେମିତି ରେ ଆମେ ଆପଣ ମାନଙ୍କୁ ସେମମିତି ହିଁ କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଆଜି କହିବୁ ।

celina

ଏହି ଲିଷ୍ଟ ରେ ପ୍ରଥମେ ଆସୁଛନ୍ତି ସେଲିନା ଜେଠଲୀ । ସେ ବଲିଉଡ ରେ ସେତେ ଫେମସ୍ ହୋଇ ପାରି ନ ଥିଲେ ଏବଂ ପରେ ସେ ଭାବିଲେ କି କୈଣସି ଧନୀ ଲୋକ ଙ୍କୁ ବିବାହ କରିବେ ବୋଲି । ଏବଂ ପରେ ପରେ ସେ ଅଶ୍ଚେଲିଆ ର ଜଣା ସୁଣା ବିଜନେସ୍ ମ୍ୟନ୍ ପିଟର ହଗ୍ ଙ୍କୁ ବିବାହ କରି ନେଲେ ।

ଦୁଇ ନମ୍ବର ରେ ଆସନ୍ତି ଟିନା ଆମ୍ବାନୀ । 1980 ରେ ଟୀନା ଜଣେ ଜଣା ସୁଣା ଅଭିନେତ୍ରୀ ରହି ଥିଲେ । ହେଲେ କିଛି ସମୟ ପରେ ତାଙ୍କୁ ନିଜର ଶରୀର ବିଗିଡି ଯିବାର ଜଣା ପଡିଲା ପରେ ଏବଂ ପରେ ସେ ନିଜର ସୈକ୍ କୁ ଫେରିବା ପାଇଁ ସେ ଆମ୍ବାନୀ ପରିବାର ର ଅନିଲ୍ ଆମ୍ବାନୀ ଙ୍କୁ ବିବାହ କରି ନେଲେ । ଏହା ପରେ ରହିଛନ୍ତି ଡିମ୍ପଲ ଗାଙ୍ଗୁଲୀ ସେ ଅଭିନୟ ରେ ସେତେ ସଫଳତା ପାଇ ପାରି ନ ଥିଲେ। ଏବଂ ପରେ ସେ ରାହୁଲ ମହାଜାନ ଙ୍କ ଦ୍ୱାରା ରଚା ଜାଇ ଥିବା ସ୍ୱୟଂ ବର ରେ ଭାଗ ନେଇ ବିବାହ କରି ଥିଲେ ।

aishaa

ଏହା ପରେ ରହିଛନ୍ତି ଆଇସା ଟାକିଆ କେବଳ ସେ ଜଣେ ନା ହର୍ଟ ଅଭିନେତ୍ରୀ ରହି ଥିଲେ ବରଂ ସେ ଜଣେ ବହୁତ ସେକ୍ସି ମେର୍ଡେଲ୍ ବି ଥିଲେ । ସେହି ସମୟ ରେ ସମସ୍ତେ ତାଙ୍କୁ ପାଇବାର ସ୍ୱପ୍ନ ଦେଖଉ ଥିଲେ ବି ହେଲେ ସେ ପରାନ୍ ଆର୍ଜି ଙ୍କୁ ହିଁ ମିଳି ଥିଲେ । ଏବଂ ସେମାନେ ବିବାହ କରି ନେଇ ଥିଲେ । କାରଣ ଲୋକ ଙ୍କ କହିବା ଅନୁସାରେ ଏହା କେବଳ ସେ ଟଙ୍କା ପାଇ ହିଁ କରି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *