୩୦ ବର୍ଷ ଯାଏଁ କାହିଁକି ଏକା ରହିବାକୁ ପସନ୍ଦ କରନ୍ତି ମହିଳା ! ଜାଣିନିଅନ୍ତୁ ଏହାର ମୁଖ୍ୟ କାରଣ !

30-year

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । 30 ବର୍ଷ ଯାଏ କଣ ପାଇଁ ଏହା ରହିବା ପାଇଁ ପସନ୍ଦ କରନ୍ତି ମହିଳା ମାନେ ଜାଣନ୍ତୁ ଏହାର କାରଣ କଣ । ପାଶ୍ଚାତ୍ୟ ଦେଶରେ ଏକ ଗବେଶଣା ରୁ ଜଣା ପଡିଛି । ଅଧିକ ରୁ ଅଧିକ ଲୋକ ଖାସ୍ କରି ମହିଳା ମାନେ କାହା ସଂମ୍ପର୍କ ରେ ନ ରହି ସେମାନେ ସବୁ ବେଳେ ଏକା ରହିବା ପାଇଁ ପସନ୍ଦ କରନ୍ତି । ସେମାନଙ୍କ ବିଶ୍ୱାସ ରହିଛି କି ସେମାନେ ଏକା ରହିବା ଦ୍ୱାରା ସେମାନଙ୍କ ଜିବନ କୁ ସେମାନେ ଭଲ ଭାବେ ଉପଭୋଗ କରି ପାରିବେ ।

ahsaas channa

ତେବେ ସେମାନଙ୍କ ମନକୁ କଣ ପାଇଁ ଆସୁଛି ଏମିତି ଭାବନା । 20 ବର୍ଷ ବୟସ ରେ ଆପଣ ଏକା ଥିଲେ ଆପଣ ନିଜକୁ ସଂମ୍ପର୍ଣ୍ଣ ଗୁରୁତ୍ୱ ଦେଇ ପାରିବେ । ଅନ୍ୟ ମନସ୍କ ନ ହୋଇ ନିଜ ପାଇଁ ସମୟ ବାହାର କରି ଜିବନ ର ପ୍ରକୃତ ସ୍ୱାଦ ଜାଣି ପାରିବେ । ସିଙ୍ଗେଲ ରହିବା ଦ୍ୱାରା ଆପଣ ମାନେ ପୂର୍ଣ୍ଣ ସ୍ୱାଧୀନତା ଅନୁଭବ କରି ପାରିବେ । ଏମିତି କରିଲେ ଆପଣ ମାନେ ନିଜ ନିଜକୁ ଭଲ ଭାବେ ଚିହ୍ନି ପାରିବେ ।

ନିଜ ମଧ୍ୟ ରେ ଲୁଚି ରହି ଥିବା ଦକ୍ଷତା କୁ ବଢେଇ ପାରିବେ । ଆପଣ ଯଦି ଏକା ରହିଛନ୍ତି ତେବେ ଆପଣ ଏକା ଏକା ଦୂର ସ୍ଥାନ କୁ ଯାତ୍ରା କରି ପାରିବେ । ନିର୍ଭୟ ରେ ଆପଣ ଯେକୈଣସି କାମ କୁ କରି ପାରିବେ । ଅର୍ଥନୈତିକ ବିଶେଷଜ୍ଞ୍ୟ ଙ୍କ ମତ ଅନୁସାରେ । ଆପଣ ମାନେ ଯଦି ନିଜର ଆର୍ଥିକ ଅବସ୍ଥା କୁ ଉନ୍ନତି କରିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ବେଶ ସମୟ ଯାଏ ଏକା ରହିବା ତଥା 20 ବର୍ଷ ବୟସ ରୁ ହିଁ ସଂଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ ।

malvika raaj

ଏବଂ ଆପଣ ମାନେ ଏକା ରହି ଥିଲେ ଆପଣ ମାନଙ୍କ ପାଖରେ ଅନେକ ଡେଟିଂ ଅଫସନ ରହି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *