19 ତାରିଖରୁ ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା – ହୋଇ ଜାଆନ୍ତୁ ସାବଧାନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସୁଛି ପୁଣି ଏକ ଲଘୁଚାପ ଆସନ୍ତା 19 ତାରିଖ ବେଳକୁ ଉତ୍ତର ବୋଙ୍ଗପ ସାଗରରେ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏବଂ ଏହି ଲଘୁଚାପ ସୃଷ୍ଟି ହେଲେ ରାଜ୍ୟ ରେ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଉତ୍ତର ବୋଙ୍ଗପ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ପାଇଁ ସାରା ରାଜ୍ୟ ରେ ଏବେ ବର୍ଷା ଜାରୀ ରହିଛି ।

ଉତ୍ତର ଓଡ଼ିିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ଥିବା ବେଳେ ଦକ୍ଷିଣ ଓଡ଼ିଶା ରେ ମଧ୍ୟମ ରୁ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିଛି । ଗତ 24 ଘଣ୍ଟା ମଧ୍ୟ ରେ ଜାଜପୁର ଜିଲ୍ଲା ରେ ସର୍ବାଧିକ ବର୍ଷା ହେବାର ଦେଖିବା ପାଇଁ ମିଳିଛି । ଆସନ୍ତା 24 ଘଣ୍ଟା ମଧ୍ୟ ରେ ଉତ୍ତର ଓଡ଼ିଶା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ଓଡ଼ିଶା ର ସବୁ ଜିଲ୍ଲା ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର , ଦେଓଗଡ , ବରଗଡ , ଝାଡସୁଗୁଡା , ଅନୁଗୁଳ, ବଲାଙ୍ଗୀର , ନୂଆପଡା ,ସୁନ୍ଦର ଗଡ , କେନ୍ଦୁଝର , ଢେଙ୍କାନାଳ , ଜାଜପୁର ଜିଲ୍ଲା ପାଇଁ ଅରେଞ୍ ୱାର୍ଣିଂ ଜାରୀ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷରୁ । ସେହି ପରି ଆପଣ ମାନଙ୍କୁ ସୂଚନା ଦେବୁ କି ରାଜ୍ୟ ରେ ଏହି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲା ମାାନଙ୍କ ରେ ଜଳ ବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ସେହି ପରି ଅନେକ ସ୍ଥାନ ରେ ଯୋଗାଯୋଗ ବି ବିଛିନ୍ନ ହୋଇଛି । ସେହି ପରି ଜାଜପୁର ର ଧର୍ମଶାଳା ଅଞ୍ଚଳ ରେ ଲୋକ ମାନଙ୍କ ଘର ମଧ୍ୟ ରେ ପାଣି ପସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ସେହି ପରି ଭାବେ ଢେଙ୍କାନାଲ ଭୂବନ ଦେଇ ଜାଇ ଥିବା 53 ନମ୍ବର ରାସ୍ତା ବି ସଂମ୍ପର୍ଣ୍ଣ ଭାବେ ଧୋଇ ହୋଇ ଜାଇଛି ।

ଫଳ ରେ ଭୂବନ ଏବଂ ଜାଜପୁର ମଧ୍ୟ ରେ ଯୋଗାଯୋଗ ବିଛିନ୍ନ ହୋଇଛି । ସେହି ପରି ବେଳେ ପୁଣି ଏକ ଲଘୁଚାପ ଆସନ୍ତା 19 ରେ ରହି ଥିବା ବେଳେ ଏହା କେଉଁ ପରିଭାବେ ମୋଡ ନେବ ତାହା ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *