14 ଅଗଷ୍ଟ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ , କଣ ରହିଛି ଭାଗ୍ୟରେ

rasi-phala

ମେଷ ରାଶି : ଆଜି ନିଜର ଗୋପନିୟତା କଥା ଅନ୍ୟକୁ କହିବା ଠିକ୍ ନୁହେଁ , ଘରର କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଜନା ହୋଇପାରେ,  ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ , ଆପଣଙ୍କ ଶାରରୀକ ରୋଗ ଅଧିକା ଚିନ୍ତା ଲାଗିରହିବ , ଆଜି କେଉଁ ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି , ଆପଣଙ୍କ ଧନ ଧ୍ୟାନ୍ୟରେ ବୃଦ୍ଧି ହେବ ।

ବୃଷ ରାଶି : ଆଜି ପ୍ରତିଧ୍ୱନ୍ଧୀଙ୍କ ସହ ତାଳମେଳ ବସିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନ ଯୋଗ ହେଉଛି, ଆପଣ କେଉଁ ନୁଆ କାମ କରିବାର ମନ ହୋଇପାରେ , ପକ୍ଷୀଙ୍କୁ ଦାନା ଦିଅନ୍ତୁ , ଭାଇ ଭଉଣୀଙ୍କ ସହ ସଂମ୍ପର୍କ ଭଲ ହେବ , ପିତା କିମ୍ବା ବଡ ବୟସ୍କଙ୍କ ଠାରୁ ଲାଭ ମିଳିବାର ସମ୍ଭାବନା ଅଛି , ଅଜଣା ଲୋକଙ୍କର ଠାରୁ ସାବଧାନ ରୁହନ୍ତୁ ।

ମିଥୁନ ରାଶି : ଆଜି ପରିବାର ସହ ଅଧିକା ସମୟ ବିତାଇପାରନ୍ତି , ଆପଣଙ୍କ ନୁଆ କାର୍ଯ୍ୟ ପ୍ରାରମ୍ଭ ହେବ , ଯାତ୍ରାରେ ଟିକିଏ ସାବଧନତା ରଖନ୍ତୁ , ଧନ ତଥା ଦାମିକା ଜିନିଷ ସୁରକ୍ଷିତରଖନ୍ତୁ , ସାମାଜିକ ସଂମ୍ପର୍କ ସକ୍ରିୟତା ବନାଇରଖନ୍ତୁ , ମନ୍ଦିରରେ କିଛି ସମୟ ବିତାନ୍ତୁ , ଆପଣଙ୍କ ଦିନ ଶୁଭଫଲ ହେବ , ପରିଶ୍ରମରେ ସକରାତ୍ମକ ପରିଣାମ ମିଳିବ ।

କର୍କଟ ରାଶି  : ଆଜି ଆପଣଙ୍କୁ ଭାଗ୍ୟର ପୁରା ସାଥ୍ ମିଳିବ , ଯାହା ଦ୍ୱାରା ଉନ୍ନତିର ଆଶା ଅଛି , କେଉଁ ଖାସ୍ ବ୍ୟକ୍ତି ସହ୍ ଆପଣଙ୍କ ସାକ୍ଷାତ ହୋଇପାରେ ଯାହା ଦ୍ୱାରା ଫାଇଦାରେ ରହିବେ , କିଛି ଆଇନଗତ ମାମଲାରେ ହଇରାଣ ହୋଇପାରନ୍ତି , ଘରେ କେଉଁ ଅତିଥିର ଆଗମନ ହୋଇପାରେ , ପ୍ରୋପଟି ମାମଲାରେ ଫାଇଦା ହେବ , ବନ୍ଧୁ ଓ ପରିବାର ମଧ୍ୟରେ କଥାବାର୍ତ୍ତା କରିବେ , ଯିଏକି ପୁରା ସହଯୋଗ କରିବେ , ଆପଣଙ୍କୁ ଜଲଦି ହିଁ ପରିଶ୍ରମ କରିବାକୁ ପଡିପାରେ ।

ସିଂହ ରାଶି : ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ , ବନ୍ଧୁଙ୍କ ସହାୟତାରୁ ଆପଣ ବଡରୁ ବଡ ଅସୁବିଧା ସହଜରେ ଦୁର କରିପାରିବେ , ପୁରୁଣା ନିବେଶରେ କ୍ଷତି ଆସିପାରେ , ନିଜ ସହ ଭବ୍ୟ ଆୟୋଜନରେ ସାମିଲ୍ ହୋଇପାରନ୍ତି , ଆପଣଙ୍କ ପାଖ ସଂମ୍ପର୍କୀୟ ସହ ବିବାଦରେ ପଡିପାରନ୍ତି , ଜାଗା ବାଡି ସହ ଯୋଡି ହୋଇଥିବା ମାମଲା ଆଜି ଆପଣଙ୍କ ପକ୍ଷରେ ହୋଇପାରିବ , ଅଧୁରା ଇଚ୍ଛା ପୁରା କରିବାରେ ପରିଶ୍ରମ କରିବେ , ସ୍ୱାସ୍ଥ୍ୟର ମାମଲାରେ ସବୁ କିଛି ଭଲ ରହିବ ।

କନ୍ୟା ରାଶି : ଆଜିର ଦିନରେ ରାଜକୀୟ ସମ୍ମାନ ମିଳିବ , ଚିନ୍ତାକୁ ନେଇ ଘରର ମାହୋଲ୍ ବିଗଡିବାକୁ ଦିଅନ୍ତୁ ନାହିଁ , କେଉଁ ଫଙ୍କସନରେ ଯିବାକୁ ମନ ବଳାଇବେ , ବହୁତ ସାରା ଚିନ୍ତାରୁ ବୁଝାମଣା କରିବେ , ଷ୍ଟୁଡେଣ୍ଟଙ୍କ ପାଇଁ ପରିଶ୍ରମର ପରିଣାମ ମିଳିବ । କିଛି କହିବାର ପୂର୍ବରୁ ଥରେ ଭାବିନିଅନ୍ତୁ , ଆପଣଙ୍କ ନକରାତ୍ମକ ବିଚାର ଆପଣଙ୍କ ପାଇଁ ସମସ୍ୟା ଆଣିପାରେ,  ଏଥିପାଇଁ ସାବଧାନ ରହିବା ଦରକାର ।

ତୁଳା ରାଶି : ଆଜି କେଉଁ ବଡ ଫଇସଲା ନ ନିଅନ୍ତୁ , ସ୍ତ୍ରୀଙ୍କ ମିତ୍ରଙ୍କ ସହ ସାକ୍ଷାତ କରିବେ , ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବେ , ଲଭ୍ ପାର୍ଟନର ସହ ବୁଲିବାକୁ ଇଚ୍ଛାଥିଲେ ତାହା ସ୍ଥଗିତ ହୋଇପାରେ , ଯାହାକୁ ନେଇ ନାରାଜ୍ ହୋଇପାରନ୍ତି , ଅନିୟମିତତା ଯୋଗୂଁ କ୍ଷତି ହୋଇପାରେ । ଭାଗ୍ୟର ଆଶିଂକ ସହଯୋଗ ରହିବ , ଆପଣ କେଉଁ ବଡ ଦାୟିତ୍ୱ ମିଳିବାର ଯୋଗ ଅଛି , ନିଜ ପରିଶ୍ରମରେ ଫଳରୁ ସନ୍ତୁଷ୍ଟ ହୋଇପାରିବେ ନାହିଁ , ବାହାନ କିମ୍ବା ଘର କିଣିବା ପାଇଁ ଏହା ସବୁଠାରୁ ଉତ୍ତମ ସମୟ ଅଛି ।

ବିଛା ରାଶି : ଆଜି ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ , ପାଠପଢା ଲେଖାରେ କମ୍ ରୁଚି ରହିବା ଦ୍ୱାରା ଛୁଆ ଆପଣଙ୍କୁ ଟିକିଏ ନିରାଶ କରିବେ , ଭାଇ ଭଉଣୀ ସାମାଜିକ ସ୍ଥିତିରେ ଅପ୍ରୟାସିତ ଓ ଅଚାନକ ବୃଦ୍ଧି ହେବ , ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ ,

ଧନୁ ରାଶି : ଆଜି ବିବାହିତ ଲୋକଙ୍କ ପାଇଁ ଦିନ ବଢିଆ ଅଛି , ବେପାର କ୍ଷେତ୍ରରେ ଅଚାନକ ଭାରି ଧନ ଲାଭ ହେବାର ଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଅତିଥିଙ୍କ ଆଗମନ ହେବ , ଦୁରରୁ ଶୁଭ ସମାଚାର୍ର ପ୍ରାପ୍ତ ହେବ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ସାଂସରିକ କଥା ଭୁଲିକରି ଆଧ୍ୟାତ୍ମିକ ପ୍ରବୃତିରେ ଲୀନ ରହିବେ , ମାନସିକ ଶାନ୍ତି ମିଳିବ , କିନ୍ତୁ କଥାବାର୍ତ୍ତାରେ ସଂୟତ ରଖନ୍ତୁ । ଅଫିସ୍ ରେ କିଛି ଲୋକଙ୍କ କଥା ସୁଚନା ଲୁଚାଇବାରେ ଚେଷ୍ଟା କରିପାରନ୍ତି । ବିଜନେସ୍ ରେ ଲାଭ ହିଁ ହେବ ।

ମକର ରାଶି : ଆଜି ଆପଣ ବଡରୁ ବଡ ସମସ୍ୟା ସମାଧାନ କରିବାପାଇଁ ସକ୍ଷମ ହେବେ , ଆର୍ଥିକ ସଂନ୍ଧର୍ଭ ଅତିତର ପ୍ରୟାସରେ ଏବେ ଫଳ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ନିଜ ଲୋକଙ୍କର ମଧ୍ୟରେ ବିବାଦ ହୋଇପାଏ , କେଉଁ ଖାସ୍ ମାମଲାରେ ଅନୁଭବି ଲୋକଙ୍କର କିଛି ଭଲ ରାୟ ମିଳିବ , କିଛି ବି ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ଯଦି ଆପଣ ସଙ୍ଗୀତ କ୍ଷେତ୍ରରୁ ଅଛନ୍ତି , ତେବେ ବାଦ୍ୟ ଯନ୍ତ୍ରକୁ ପୁଜା କରନ୍ତୁ ।

କୁମ୍ଭ ରାଶି :ଆଜି ଆପଣଙ୍କ ରାଗ ପାଇଁ କିଛି ବଡ କ୍ଷତି ହୋଇପାରେ,  ସନ୍ତାନର କାରଣରୁ କିଛି ମାନସିକ ଚିନ୍ତା ବୃଦ୍ଧି ହୋଇପାରେ , ସେମିତି ଅଚାନକ ଧନ ଆସିବାର ସଙ୍କେତ ମିଳୁଛି , ମନ ଟିକିଏ ଅସ୍ତିରତା ରହିବ , କେଉଁ ଅଫର ପାଇଁ ତୁରନ୍ତ ଫଇସଲା ନିଅନ୍ତୁ ନାହିଁ , ଆଜି ଧୈର୍ଯ୍ୟ ପୁର୍ବକ କରାଯାଇଥିବା ବିଚାର ବହୁତ ଫଳଦାୟୀ ରହିବ , ବିଦେଶ କାରୋବାରରେ ଯୋଡି ହୋଇଥିବା ଲୋକଙ୍କୁ ଭଲ ଲାଭ ମିଳିବାର ଯୋଗ ରହୁଚି , ଆଜି ନିଜ ସ୍ୱାସ୍ଥ୍ୟକୁ ନେଇ ବାକ୍ୟ ଚତୁରତାରେ ବଡ କାର୍ଯ୍ୟ କରିନେବେ ।

ମୀନ ରାଶି :  ଆଜି ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରେ ବୃଦ୍ଧି ହେବ , କିଛି ଦରକାର କାମକୁ ସାରିବାରେ ପ୍ରୀ ପ୍ଲାନିଙ୍ଗ୍ କରିପାରନ୍ତି । ଯାହା ପାଇଁ ଆପଣଙ୍କୁ ପରିସ୍ଥିତି ଖରାପ ହୋଇପାରେ , ସାବଧାନ ରୁହନ୍ତୁ , ମନରେ କେଉଁ ପ୍ରକାରର କନଫ୍ୟୁଜନ୍ ଆଣିବାକୁ ଦିଅନ୍ତୁ ନାହୀଁ , କଳାର ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , ମା ସରସ୍ୱତୀଙ୍କୁ ପୁଜା କରି ସିନ୍ଦୁର ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *