ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ୧୦ଟି ଆଶ୍ଚର୍ଯ୍ୟ ରହସ୍ୟ ଦେଖନ୍ତୁ

laganatha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଜାଣିଛନ୍ତିକି ଯେ ପୁରୀ ଜଗନାଥ ମନ୍ଦୀର ଥିବା 10ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ ଯଦି ଜାଣି ନାହାନ୍ତି ସେସ ପ୍ରଯ୍ୟନ୍ତ ଦେଖନ୍ତୁ । ପୁରୀ ଜଗନାଥ ମନ୍ଦୀର ପ୍ରାଚିନ କଳରୁ କରା ଯାଇଁଥିଲା । କିନ୍ତୁ ଏବେବି ଏହି ପ୍ରାଚିନ ମନ୍ଦୀରରେ ବହୁତ ରହସ୍ୟ ଭରି ରହିଛି ତେବେ ଚାଲନ୍ତୁ ଜାଣିବା ସେହିଁ 10ଟି ରହସ୍ୟ । ବର୍ଷ ଥରେ ତିନି ଠାକୁର ବହୁତ ଗୁଡ଼ିଏ ଆଭୁଷଣ ରେ ସଜେଇ ହୁଅନ୍ତି କିନ୍ତୁ । ସେମିତି ବେଳେ ଏହି ଆଭୁଷଣ କେଉଁଠୁ ଆସେ ତାହା ମନ୍ଦିର ର ବଡ ପୂଜାରୀ ଛଢା ଆଉ କେହିବି ଜାଣନ୍ତି ନାହିଁ ।ja

ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ମନ୍ଦିର ର ଏତେ ବଡ ହୋଇ ଥିବା ମାତ୍ରେ ବି କେବେ ବି ଏହା ଛାଇ ଦେଖା ଯାଏ ନାହିଁ । ଏବଂ ମନ୍ଦିର ଉପରେ ଲାଗି ଥିବା ବାନା କେବେ ବି ପବନ ଦିଗ କୁ କରି ଉଡେ ନାହିଁ ସବୁ ବେଳେ ଏହି ପତିତପାବନ ପତକା ପବନ ର ବିପରିତ ଦିଗ ରେ ଉଡେ । ସେହି ପରି ବେଳେ ଜଗନ୍ନାଥ ମନ୍ଦିର କୁ ସବୁ ସମୟ ରେ ବୈକୁଣ୍ଠ ବୋଲି କୁହା ଯାଏ ।puri

ଏମିତି ବେଳେ ମନ୍ଦିର ରେ ସବୁ ସମୟ ରେ ତିନି ମୃତି କୁ ଡାହାଣ ପାଖରେ ବସା ଗଲେ ବି ଆମ ମାନଙ୍କୁ ସବୁ ବେଳେ ଲାଗେ କି ତାହା ମନ୍ଦିର ର ମଧ୍ୟମ ଭାଗ ରେ ହିଁ ବସିଛି । ବୋଲି । ତେବେ ଏହା ତ ଥିଲା ଜଗନ୍ନାଥ ମନ୍ଦିର ସହିଚ ଯୋଡା କିଛି ରହସ୍ୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *