10 ଅଗଷ୍ଟ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ , କଣ ରହିଛି ଭାଗ୍ୟରେ

rasi-phala

ମେଷ: ଉଚ୍ଚ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ପିଲାମାନଙ୍କର ସ୍ୱାସ୍ଥ୍ୟର ଅବନତି ନେଇ ଚିନ୍ତିତ ରହିବେ। ଯୁବକ ଯୁବତୀମାନଙ୍କର ପରୀକ୍ଷା ପ୍ରତିଯୋଗିରେ ସଫଳତା ମିଳିବ। ସାଙ୍ଗ ସାଥୀମାନେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ମହିଲାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ। ପ୍ରତି କଥାକୁ ଗୁରୁତ୍ଵଦେଇ କାର୍ଯ୍ୟଠିକ୍ ଭାବେ ସଂପୂର୍ଣ୍ଣ କରିବେ। ଥାନା, ଫାଣ୍ଡି କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ। ଆୟ ବୃଦ୍ଧି ହେବ କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବେ। ବ୍ୟବସାୟରେ ଆକସ୍ମିକଭାବରେ ଆଳସ୍ୟଭାବ ବୃଦ୍ଧିପାଇବ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବୃଷ: ଅଫିସରେ ଟେନସନ ଦୂର ହେବ। ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ। ଯେତେ ସମସ୍ୟା ଥିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ।ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ। ପରୋକ୍ଷ ଶତୃତା କାରଣରୁ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ ନାହିଁ। ମାଲିମୋକଦ୍ଦମାରେ ନିଜ ଲୋକମାନେ ବିଶ୍ୱାସ ଘାତକତା କରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ମେଣ୍ଟିଯିବ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ପ୍ରତିକାର-ଘରୁ ବହାରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ : ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ଯୁବକ ଯୁବତୀମାନଙ୍କର ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ । ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ନିଜଲୋକମାନେ ଶତ୍ରୁତା ଆଚରଣ କରିବେ। କୂଟନୀତି ପ୍ରୟୋଗକରି କାମ ହାସଲ କରିପାରିବେ । ବିବାଦୀୟ ଘଟଣା ଶରୀର ଓ ମନକୁ ପ୍ରଭାବିତ କରିବା ଫଳରେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ନତୁବା ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ବୁଧଙ୍କ ପ୍ରଭାବରେ ବନ୍ଧୁଙ୍କ ମାଧ୍ୟମରେ ଅର୍ଥର ଆବଶ୍ୟକତା ପୂରଣ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବେ । କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ହେବ ଫଳରେ ମନୋବଳ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ । ପରିବାରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେବେ । ପରିସ୍ଥିତି ସହ ଖାପାଖୁଆଇ ଚାଲିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା – ଆରୋଧ୍ୟ ଦେବବାଦୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଷଷ୍ଠରେ ତୃତୀୟଭାବଧିପ ଅବସ୍ଥାନ କରୁଥିବାରୁ ନିଜର ଆତ୍ମୀୟମାନେ ବିରୋଧଭାବ ପୋଷଣ କରିପାରନ୍ତି । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆର୍ଥିକ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଆର୍ଥିକ ଅନଟନ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଅନୁକୂଳ ସମୟ ଅଟେ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିବ, ଯାହାଫଳରେ ମନୋବଳ ବୃଦ୍ଧି ପାଇବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା – ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କେତୁଙ୍କ ଅବସ୍ଥାନ ଜନିତ ସକାଳୁ ସକାଳୁ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତତା ରହିବେ । ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା – ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବଳବାନ୍‌ ରାଶ୍ୟାଧିପ ଚତୁର୍ଥକେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବାର ସାହାଯ୍ୟ ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମତା ରଖନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ ରାଶି : ଏହି ଦିନ ଧନୁ ରାଶି ଲୋକଙ୍କ ପାଇଁ ଫଳପ୍ରଦ ହେବାକୁ ଯାଉଛି। ଅଗ୍ରଗତି କରାଯାଉଛି | କାର୍ଯ୍ୟ ଭାର ବଢ଼େଇ ଜଣେ ଶାରୀରିକ ଏବଂ ମାନସିକ ଥକ୍କା ଅନୁଭବ କରିପାରନ୍ତି | ଅନାବଶ୍ୟକ ବିବାଦର ସମ୍ଭାବନା ରହିବ | ନୂତନ ଲୋକଙ୍କୁ ଭେଟିବେ | ରାଜନୀତି ସହିତ ଜଡିତ ଲୋକମାନେ ନୂତନ ଦାୟିତ୍ ପାଇବେ | ଆପଣ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବେ ଏବଂ ପାରିବାରିକ ଜୀବନ ଖୁସି ହେବ | ଆୟ ବୃଦ୍ଧି ସମ୍ଭବ ଅଟେ | ଆପଣଙ୍କର ନୂତନ ଅଧିଗ୍ରହଣ ହେବ ଯାହା ଆପଣଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବ |

ମକର ରାଶି : ଆଜି, ଆପଣଙ୍କର ଧାରଣା କଳ୍ପନା ଧାରଣ କରିପାରେ, ଏହାକୁ ସୃଜନଶୀଳ କାର୍ଯ୍ୟରେ ବ୍ୟବହାର କରିବା ଭଲ | ଅର୍ଥନୈତିକ ଲାଭ ଏବଂ ବ୍ୟବସାୟରେ ଟଙ୍କା ଉତ୍ପନ୍ନ ହେବ | ତୁମେ ଭଗବାନଙ୍କ କୃପା ଦ୍ୱାରା ସୁଖ ଏବଂ ସଫଳତା ପାଇବ | ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ଭାରି ଖର୍ଚ୍ଚ ହୋଇପାରେ | ମନ୍ଦିରକୁ କିଛି ଦାନ କରିବା ଦ୍ୱାରା ଆର୍ଥିକ କ୍ଷତିରୁ ରକ୍ଷା ପାଇପାରିବେ | ସୁଖ, ଆନନ୍ଦ ଏବଂ ରୋଗ ମୁକ୍ତିର ସମଷ୍ଟିରେ ପରିଣତ ହେଉଛି | ଆପଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ସମ୍ମାନ ଏବଂ ଲାଭ ପାଇବେ |

କୁମ୍ଭ ରାଶି : ଆଜି ଆମେ ବ୍ୟବସାୟ ସହ ଜଡିତ କିଛି ନୂତନ ସ୍କିମ୍ ଉପରେ କାମ କରିପାରିବା | ତୁମେ ତୁମର ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବ | ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି | ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବ | କ୍ୟାରିୟରରେ ଉନ୍ନତ ଅଫର ପାଇବାକୁ ଆଶା କର | ଜଟିଳ ବିଷୟଗୁଡିକ ସମାଧାନ କରିବା ଆପଣଙ୍କ ପାଇଁ ସହଜ ହୋଇପାରେ | ଯଦି ତୁମେ ତୁମର ଦୃଷ୍ଟିକୋଣ ବଦଳାଇ ସଚ୍ଚୋଟ ଭାବରେ କାର୍ଯ୍ୟ କରିପାରିବ ତେବେ ତୁମର ପଦବୀ ଏବଂ ଲୋକପ୍ରିୟତା ବୃଦ୍ଧି ପାଇବ |

ମୀନ ରାଶି : ଆଜି କିଛି ସମାଧାନ ହୋଇନଥିବା ପ୍ରଶ୍ନ ଆସିପାରେ | ଆପଣଙ୍କ ଶକ୍ତିକୁ ଏକ ସକାରାତ୍ମକ ଦିଗରେ ବ୍ୟବହାର କରିବା ଲାଭଦାୟକ ହେବ | ଯଦି ଆପଣ ଏକ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ବିଶେଷଜ୍ଞଙ୍କ ମାର୍ଗଦର୍ଶନ କରିବା ଉପଯୁକ୍ତ ହେବ | ତୁମେ ତୁମର ସାଙ୍ଗମାନଙ୍କ ସାହାଯ୍ୟରେ ସମସ୍ୟାର ସମାଧାନ ଖୋଜି ପାରିବ | ତୁମର କାର୍ଯ୍ୟ ଶୈଳୀ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀଙ୍କୁ ପ୍ରଭାବିତ କରିବ | କଠିନ ପରିଶ୍ରମ ଏବଂ ସୃଜନଶୀଳ କାର୍ଯ୍ୟ ସହିତ କାର୍ଯ୍ୟ କରିବେ | ତୁମର ଇଶାଦେବଙ୍କୁ ନମସ୍କାର କର, ତୁମେ ଟଙ୍କା ପାଇବ |

Leave a Reply

Your email address will not be published. Required fields are marked *