ଟ୍ରେନ ଡ୍ରାଏଭର ଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଟ୍ରେନ ଡ୍ରାଏଭର ମାନଙ୍କ ଦରମା ବିଷୟ ରେ କଥା ହେବା । ତେବେ ଆସନ୍ତୁ ଏହି ଠାରେ ସବୁ କିଛି ବିଷୟ ରେ କଥା ହେବା । ଯଦି ଆପଣ ମାନେ ଗୋଟିଏ ଲୋକ ପାଇଲଟ ହେବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ALP ର ଗୋଟିଏ ପରିକ୍ଷା ଦେବାକୁ ପଡିବ । ଏବଂ ପ୍ରତି ଦୁଇ ରୁ ତିନି ବର୍ଷ ରେ ଏହାକୁ ସେଣ୍ଟ୍ରାଲ ଗମେଣ୍ଟ ଦ୍ୱାରା ଏହାକୁ କଣ୍ଡୋକ୍ଟ କରା ଜାଇ ଥାଏ । ଏହା କୁ ଆପଣ ମାନେ ପାସ୍ କରି ସାରିବା ରେ ଆପଣ ମାନଙ୍କୁ ଆସିଷ୍ଟାଣ୍ଡ ଲୋକ ପାଇଲଟ ଭାବେ ଆପଣ ମାନଙ୍କୁ ନିଯୁକ୍ତି କରା ଯିବ । ଏବଂ ଏହି ସମୟ ରେ ଆପଣ ମାନେ ଟ୍ରେନ ଚଲେଇ ପରିବେ ନାହିଁ ବରଂ ଆପଣ ମାନେ ବସି ଦେଖିବେ ।

ଏବଂ ପରେ 3 ରୁ 4 ବର୍ଷ ପରେ ଆପଣ ମାନଙ୍କ ପ୍ରୋମସନ ହେବ ସିନିୟର ଲୋକ ପାଇଲଟ କୁ ଏବଂ ପ୍ରତି ପ୍ରୋମସନ ରେ ଆପଣ ମାନଙ୍କ ଦରମା ବି ବଢି ବଢି ଯିବ । ଏବଂ ପୁଣି ପ୍ରୋମସନ ହୁଏ ଲୋକ ପାଇଲଟ ଗୁଡ୍ସ ଟ୍ରେନ ପଦବୀ ରେ । ଏହି ପଦବୀ ରେ ରହି ଥିଲା ବେଲେ ଆପଣ ମାନେ ମାଲ ଗାଡି ପେଟ୍ରୋଲ ଗାଡୀ ଏବଂ କୋଇଲା ଗାଡୀ ଆଦି ଚଲେଇ ପାରିବେ । ଏବଂ ତା ପରେ ଆପଣ ମାନେ ପୁଣି ତିନି ରୁ ପାଞ୍ଚ ବର୍ଷ ପରେ ଆପଣ ମାନଙ୍କୁ ଲୋକ ପାଇଲଟ ବୋଲି କୁହା ଯାଏ ଯେଉଁ ସମୟ ରେ ଆପଣ ମାନେ ପେସେଞର ଟ୍ରେନ ମଧ୍ୟ ଆପଣ ମାନେ ଚଳେଇ ପାରିବେ । ମାନେ ଆପଣ ମାନେ ଜୟେନିଂର 15 ରୁ 20 ବର୍ଷ ପରେ ଜାଇ ଗୋଟିଏ ଲୋକ ପାଇଲଟ ହୋଇ ପାରିବେ ।

ସେମିତି ଦରମା ବିଷୟ ରେ କହିଲେ ସବୁ ଟ୍ରେନ ଡ୍ରାଏଭର ମାନଙ୍କ ଦରମା ସମାନ ନ ଥାଏ ଯଦି ବଡ ବଡ ସିଟି ଉପରେ ପୋଷ୍ଟିଂ ହୁଏ ତେବେ ଦରମା ଅଧିକ ଥାଏ । ଏବଂ ଆପଣ ମାନେ ବେଶୀ ସମୟ ଏବଂ ବେଶୀ କିଲୋମିଟର ଯାଏ ଟ୍ରେନ ଚଲେଇିବେ ଆପଣ ମାନଙ୍କୁ ବେଶୀ ଦରମା ମିଳିବ । ଏବଂ ପ୍ରଥମେ ସେମାନଙ୍କ ବେଶଇକ୍ ପେ 19 ହଜାର ଥାଏ । ପରେ ପରେ ବଢି ସେମାନଙ୍କ ଦରମା 44 ହଜାର 900 ଯାଏ ପହଁଚି ଥାଏ । ସେମିତି ରେ ଆପଣ ମାନଙ୍କୁ ସାଧାରଣ ଭାବେ କହିଲେ ଆପଣ ମାନେ ଯେତେ ବେଳେ ଜୟେନିଂ କରିବେ ତେବେ ସେହି ସମୟ ରେ ଆପଣ ମାନଙ୍କ ଦରମା ପାଖା ପଖି 40 ରୁ 50 ହଜାର ମଧ୍ୟ ରେ ରହିବ ଏବଂ ଆପଣ ମାନଙ୍କ ଲେବଲ ଗୋଟିଏ ଗୋଟିଏ ପାସ୍ କରିବା ପରେ ଆପଣ ମାନଙ୍କ ପ୍ରୋମସନ ହେବ ଏବଂ ଆପଣ ମାନଙ୍କ ଦରମା ବି 10 ଲେଖାଏଁ ବଢି ବଢି ଯିବ ।

ଏବଂ ପୂରା ଆପଣ ମାନେ ସିନିୟର ହୋଇ ସାରିବା ପରେ ଆପଣ ମାନଙ୍କ ସେଲେରୀ ପ୍ରାୟ 80 ହଜାର ଟଙ୍କା ରହି ଥାଏ । ଯଦି ଆପଣ ମାନେ ଅଧିକ ସମୟ ଯାଏ କାମ କରିଲେ ନାଇଟ ଡ୍ୟୁଟି କରିବେ ତେବେ ଆପଣ ମାନଙ୍କ ସେଲେରୀ 90 ରୁ 1 ଲକ୍ଷ ଟଙ୍କା ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *