ଏହିପରି ଲକ୍ଷଣ ଥିବା ମହିଳାମାନେ ହୋଇଥାନ୍ତି ( ଅଲଷ୍ମୀ )

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଏକ ମହତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା । ଯେଉଁ ଥିରେ ଆମେ ଆଲୋଚନା କରିବା କି କେଉଁ ପରି ମହିଳା ମାନଙ୍କୁ କୁହା ଯାଏ ଅଲକ୍ଷ୍ମୀ । ଆମ ମାନଙ୍କ ଧର୍ମିକ ଗ୍ରନ୍ଥ ମାନଙ୍କ ରେ ବ୍ୟକ୍ତି ବିଷେଶ କୁ ନେଇ ବହୁତ କିଛି କୁହା ଜାଇଛି । ବିଷେଶ କରି ମହିଳା ମାନଙ୍କ ଉପରେ ଶାସ୍ତ୍ର ରେ ପଢିବା ପାଇଁ ମିଳି ଥାଏ । ଏମିତି ସ୍ଥଳ ରେ ଜାହାର ଲକ୍ଷଣ ଠିକ୍ ଏବଂ ଧାର୍ମିକ ଅଟେ ସେମାନେ ଲକ୍ଷ୍ମୀ ସ୍ୱରୁପ ହୋଇ ଥାନ୍ତି । ହେଲେ ଯେଉଁ ମାନଙ୍କ ଲକ୍ଷଣ ଏହି ଗୁଣ ର ବିପରିତ ହୋଇ ଥାଏ ତେବେ ସେମାନଙ୍କୁ କୁଲକ୍ଷ୍ମୀ ବା ଅଲକ୍ଷ୍ମୀ ବୋଲି ବି ଆମେ କହ ଥାନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ କଥା ହେବା ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନେ ମଇଳା ଏବଂ ନିଜ ଶରୀର ର ସଫା ସୁତୁରା ଉପରେ ଧ୍ୟନ ଦେଇ ନ ଥାଏ ତେବେ ସେମାନେ ଅଲକ୍ଷ୍ମୀ ମଧ୍ୟ ରେ ଗଣା ଜାଇ ଥାନ୍ତି ।

ଏବଂ ଏହି ସହିତ ଯେଉଁ ମହିଳା ମାନେ ପାପ କର୍ମ ପ୍ରତି ଧ୍ୟନ ଦେଇ ପୂଜା ପାଠ କୁ କରନ୍ତି ନାହିଁ । ତେବେ ସେହି ମାନେ ଅଲକ୍ଷ୍ମୀ ବୋଲି ପ୍ରମାଣିତ ହୋଇ ଥାନ୍ତି । ଏବଂ ଯେଉଁ ସ୍ତ୍ରୀ ର ମନ କେବେ ବି ନିଜ ସ୍ୱାମୀ ଠାରେ ଲାଗେ ନାହିଁ ସେହି ପରି ସ୍ତ୍ରୀ କୁ ଅଲକ୍ଷ୍ମୀ ବୋଲି କୁହା ଯାଏ । ଯେଉଁ ସ୍ତ୍ରୀ ସବୁ ସମୟରେ ରାଗ ତମ ତମ ହୋଇ ଘର ର ଶାନ୍ତି କୁ ନଷ୍ଟକରି ଥାଏ ସେମାନେ ଅଲକ୍ଷ୍ମୀ ବୋଲି କୁହା ଯାଏ । ସେହି ପରି ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନେ ଛଳ କପଟ କରି ଥାନ୍ତି ଏବଂ ଯେଉଁ ସ୍ତ୍ରୀ ମାନେ ସବୁ ସମୟ ରେ ମିଛ କହି ଥାନ୍ତି ସେମାନେ ଅଲକ୍ଷ୍ମୀ ହୋଇ ଥାନ୍ତି ।

ସେହି ପରି ଯେଉଁ ମହିଳା ମାନେ ନିଜ ଘର କୁ ସଜେଇ କରି ଏବଂ ସୁନ୍ଦର କରି ରଖି ନ ଥାନ୍ତି ସେମାନେ ବି ଅଲକ୍ଷ୍ମୀ ର ପରିଚୟ ଦେଇ ଥାନ୍ତି । ତେବେ ଆମେ ଆଜି କିଛି ଲକ୍ଷଣ ମାନ ଦେଖି ପାରିବେ କି ମହିଳା ମାନଙଙ୍କ ମଧ୍ୟ ରେ ଏମିତି କିଛି ଦେଖିଲେ ଆପଣ ମାନେ ଜାଣି ନିଅନ୍ତୁ କି ସେ ଅଲକ୍ଷ୍ମୀ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *