ଏହି ମହିଳା ମାନେ ଟିକେ ସ୍ୱାମୀ ସୁଖ ପାଇବା ପାଇଁ ବିକଳ ହୋଇଥାନ୍ତି!

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରା ଜିବନ ଦୁଖଃ ରେ ରହି ଥାନ୍ତି ଏହି ଦୁଇଟି ନାମର ମହିଳା ମାନେ । ତେବେ ଆମେ ସେହି ଦୁଇ ନାମ ର ମହିଳା ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣେଇବା ପାଇଁ ଚାହିଁବୁ । ଏବଂ କଣ ପାଇଁ ସେମାନେ ଦୁଖଃ ରେ ରହି ଥାନ୍ତି ସେହି ବିଷୟ ରେ ବି ଜଣେଇବୁ । ଆପଣ ମାନେ ଜାଣି ଥିବେ ଆମ ସମାଜ ରେ ବିବାହ କୁ ନେଇ ଅନେକ ପ୍ରଥା ରହିଛି । ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଜାହାକୁ ଦୁନିଆଁ ସବୁ ସଂମ୍ପର୍କ ଠାରୁ ଅଲଗା ମାନି ଥାଏ । ଏମିତି ରେ ସେହି ସଂମ୍ପର୍କ ରେ ଆମେ ମାନେ ଦୁହେଁ ଦୁହିଁଙ୍କ ସହିତ ରହିବା ପାଇଁ ବଚନ ଦେଇ ଥାନ୍ତି । ଏମିତି ରେ ବିବାହ ର କିଛି ଦିନ ପରେ ହେଲେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସଂମ୍ପର୍କ ରେ ମତାନ୍ତର ଦେଖିବା ପାଇଁ ମିଳେ ।woman

ଏମିତି ରେ କହନ୍ତି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡା ଯେତିକି ହୋଇ ଥାଏ ସେତିକି ଭଲ ପାଇବା ବଢେ । ହେଲେ ବେଳେ ସଂନ୍ଧେହ ସୃଷ୍ଟି ହୋଇ ଗଲେ ସେହି ସଂମ୍ପର୍କ ବେସୀ ଦିନ ରହେ ନାହିଁ । ଏବଂ ଜିବନ ରୁ ଖୁସୀ ଚାଲି ଜାଇ ଥାଏ । ସେମିତି ରେ ଏହି ଦୁଇଟି ନାମର ଝିଅ ମାନେ ସେହି ମାନଙ୍କ ମଧ୍ୟ ରୁ ହୋଇ ଥାନ୍ତି । ପ୍ରଥମେ ରହିଛି P ନାମର ମହିଳା ମାନେ ଯେଉଁ ମହିଳା ମାନଙ୍କ ନାମ P ରୁ ଆରମ୍ଭ ସେମାନେ ନିଜ ସ୍ୱାମୀ ଙ୍କ ଠାରୁ ସ୍ୱାମୀ ସୁଖ ପାଇ ପାରନ୍ତି ନାହିଁ । ଏହି ମହିଳା ମାନଙ୍କର ନିଜର ପ୍ରେମ ଉପରେ ଭରଷା ନ ଥାଏ ।womans

ଏମାନଙ୍କୁ ସବୁ ବେଳେ ଡର ରହି ଥାଏ କି ଏମାନଙ୍କ ସ୍ୱାମୀ ଏମାନଙ୍କ ଛାଡି ଅନ୍ୟ ପାଖକୁ ପଳେଇ ଯିବ ସେହିଥି ପାଇଁ ଏମାନଙ୍କ ସଂମ୍ପର୍କ ଆଗ ଭାଙ୍ଗେ । ସେହି ଦୁଇ ରେ ରହିଛି K ନାମର ଝିଅ ମାନେ ଏମାନେ ସବୁ ବେଳେ ଚାହିଁ ଥାନ୍ତି କି ଏମାନଙ୍କ ସ୍ୱାମୀ କିଛି କାମ ଧନ୍ଧା ନ କରି କେବଳ ଏମାନଙ୍କ ପାଖରେ ପଡୁ । ଏବଂ ଏମାନଙ୍କ କଥା ହିଁ ସୁଣନ୍ତୁ । ଏମାନଙ୍କର ଏହି ଗୋଟିଏ ଖରାପ ଗୁଣ ଏମାନଙ୍କୁ ସ୍ୱାମୀ ସୁଖ ରୁ ବଞ୍ଚିତ କରି ଥାଏ । ଏବଂ ସର୍ବଦା ଦୁଖଃ ରେ ରଖି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *