ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଚର୍ଚ୍ଚା ରେ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଘଟଣା ଗତ ଦୁଇ ଦିନ ହେବ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ନେଇ ବହୁତ କିଛି ଚର୍ଚ୍ଚା ହେଉଛି । ତେବେ ଆଦିତ୍ୟ ଦାସ୍ ଙ୍କ ମୃତ ଦେହ ଲିଙ୍ଗ ରାଜ ଷ୍ଟେସନ ନିକଟ ରୁ ଜବଦ୍ ହେବା ପରେ । ଏହା ଆତ୍ମହତ୍ୟା ବୋଲି କୁହା ଜାଉ ଥିଲା । ହେଲେ ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ଙ୍କ ପରିବାର ଲୋକ ମାନେ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିୟୋଗ କରିଛନ୍ତି । ଏହାରି ମଧ୍ୟରେ CRPF ପୋଲିସ ନିକଟ ରେ ଏହା ହତ୍ୟା ମାମଲା ବୋଲି ରୁଜୁ କରା ଜାଇଛି । ଅନ୍ୟ ପଟେ ରେ ଆଦିତ୍ୟ ଦାସ୍ ଙ୍କ ପୋଷ୍ଟମଟମ୍ ରିପୋର୍ଟ ବି ରେଳ ବାଇ ପୋଲିସ୍ ର ହସ୍ତ ଗତ ହୋଇଛି । ତେବେ ଏହି ରିପୋର୍ଟ ରେ ଜଣା ପଡିଛି ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଏହି ଆଘାତ କେମିତି ଲାଗିଲା ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଝଡ ସୃଷ୍ଟି ହେଉଛି । ସେହି ପରି ଭାବେ ଆଦିତ୍ୟ ଦାସ୍ ଙ୍କ ବାପା ଙ୍କ କହିବା ଅନୁସାରେ ସେ ମଦ ବିରୋଧୀ ଆନ୍ଦଳୋନ ରେ ସକ୍ରିୟ ରହି ଥିବାରୁ ତାଙ୍କୁ ହତ୍ୟା କରା ଜାଇଛି । ତେବେ ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ଙ୍କ ଡାୟେରୀ ଧିରେ ଧିରେ ସବୁ କଥା ର ପର୍ଦାଫାସ୍ କରୁଛି । ମରିବା ପୂର୍ବ ରୁ ଆଦିତ୍ୟ ଦାସ୍ ତାଙ୍କର ସେଷ କଥା ସେହି ଡାୟେରୀ ରେ ଲେଖିଛନ୍ତି । ସୂଚନା ଯୋଗ୍ୟ କି ଗତ 7 ତାରିଖ ଦିନ ରେଳ ବାୟୀ ପୋଲିସ୍ ତାଙ୍କ ଦେହ କୁ ଲିଙ୍ଗରାଜ ଷ୍ଟେସନ ପାଖରୁ ଜବଦ୍ କରିଛି । ତେବ ଆଦିତ୍ୟ ଦାସ୍ ଙ୍କ ଘର ବୈଦ୍ଧ ଜିଲ୍ଲା ରେ ହେଲେ ସେ ଭୁବନେଶ୍ୱର ର ସୁନ୍ଦର ପଦା ରେ ରହୁ ଥିଲେ । ଏବଂ ସେଠାରେ ସେ ବୃଦ୍ଧାଶ୍ରମ ଚଳାଉ ଥିଲେ ।
ଏବଂ ପିପୁଲ ଫର୍ ସେବା ନାମ ରେ ସେ ସାମାଜିକ ସେବା ବି କରି ଥିଲେ । ତା ଛଡା ସୋସିଆଲ ମିଡିଆ ରେ ଆକ୍ଟିଭ୍ ରହି ଥିବା ଏହି ଆଦିତ୍ୟ ଦାସ୍ ମୋଡିଭେସନାଲ ସ୍ପିକର ଭାବେ ବି ପରିଚିତ ରହି ଥିଲେ । ଏବଂ ଗତ ଜୁନ ମାସ ରେ ସେ କଟକ ର ଖପୁରୀ ପଦା ର ବିଦ୍ୟାଶ୍ରୀ ଙ୍କୁ ବିବାହ କରି ଥିଲେ । ବିବାହ ର ମାସକ ନ ପୁରୁଣୁ ଏମିତି ହୋଇଛି ତାଙ୍କ ସହିତ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।