କାହିଁକି ଆତ୍ମହତ୍ୟା କଲେ ଆଦିତ୍ୟା – ଫିଠିଲା ଏହା ପଛର ରାଜ , ଜାଣନ୍ତୁ ଏବେ ହିଁ

Adityaaa

ମୃତ୍ୟୁ ଯେତେବେଳେ ଆସେ , ବହୁତ୍ ଧୀରେ ଧୀରେ ଆସେ , କେହି ଜାଣି ପାରନ୍ତି ନାହିଁ । ଏମିତି କିଛି ଶେଷ ବାର୍ତା ଦେଇ ତାଙ୍କ ପ୍ରଶଂସକଙ୍କୁ ସୋକ ଶାଗରରେ ଭସେଇ ଦେଇ ମୃତ୍ୟୁ ବରଣ କଲେ ସମାଜ ସେବୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାସ ,କିଛି ଲୋକ ଏହାକୁ ଆତ୍ମହତ୍ୟା କହୁଛନ୍ତି ତ କିଛି ଲୋକ ଏହାକୁ ପ୍ରି ପ୍ଲାନ ମଡର କହୁଛନ୍ତି , ହେଲେ ସତ୍ୟ ଏହାକି ଲକ୍ଷ ଲକ୍ଷ ଓଡିଆଙ୍କୁ ମୋଟି ଭେଟ କରି ବଞ୍ଚିବାର ରାହା ଦେଖାଇ ଥିବା ବ୍ୟକ୍ତି ନିଜ ଜୀବନଠୁ ଚାଲି ଜାଇଛନ୍ତି ବହୁତ ଦୁରକୁ , ହେଲେ ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଆଦିତ୍ୟାଙ୍କ ମୃତର ରହସ୍ୟ କଣ ,

adityaaa

ପୁଲିସ ପାଖେ ଏବେ ଯାଏ କୌଣସି ସୁଚନା ନାହିଁ ଏହା ଆତ୍ମହତ୍ୟା କି ପ୍ରି ପ୍ଲାନ ମଡର ହେଲେ ଆଦିତ୍ୟଙ୍କ ପରିଜନଙ୍କ କଥା ଆନୁସାରେ ସେ କେବେବି ଆତ୍ମହତ୍ୟା କରି ନଥିବେ , ତାଙ୍କୁ ମର୍ଡର କରା ଜାଇଛି ବୋଲି ଦାବି କରା ଜାଇଛି , ପିପୁଲ ଫର ସେଭାର ପ୍ରତିଷ୍ଠାତା ତଥା ଅତି କମ ଦିନରେ ନିଜର ମିଠା ମିଠା ନିତି ଶିକ୍ଷା ଦ୍ୱାରା ଲୋକ ମାନଙ୍କୁ ମୋଟିଭେଟ କରୁଥିବା ଲୋକ ଆଦିତ୍ୟ ଦାସ ସମସ୍ତଙ୍କୁ ଛାଡି ଏ ଦୁନିଆରୁ ଚାଲି ଯାଇଛନ୍ତି ,7 ତାରିଖ ସକାଳୁ ସକାଳୁ ତାଙ୍କ ମୃତ ଦେହକୁ ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ଟ୍ରେନ ଲାଇନ ପାଖରୁ ପୋଲିସ ଉର୍ଧାର କରିଛି ,

aditttyaaa

ତେବେ ସେ ଆତ୍ମହତ୍ୟା କଲେ କଣ ପାଇଁ ନା ତାଙ୍କୁ ହତ୍ୟା କରା ଜାଇଛି , ଯଦି ମିଡିଆ ଦ୍ୱାରା ସଂଗୃହିତ ତାଙ୍କ ସ୍ତ୍ରୀଙ୍କ ବାଇଟ ଶୁଣିବା  , ତେବେ ସେଥିରେ ତାଙ୍କର ସ୍ତ୍ରୀ ସ୍ପଷ୍ଟ ଭାବେ କହୁଛନ୍ତି ଯେ , ତାଙ୍କୁ ଗତ 5 ଦିନ ହେବେ ବହୁତ ଡର ଲାଗୁଥିଲା , ଏବଂ ସେ ବହୁତ ଡରୁଥିଲେ ମଧ୍ୟ , ତାଙ୍କୁ କେହି ଗୁଣି ଗାରେଡି କରିବାକୁ ଚେଷ୍ଟା କରୁଥିଲା , ଯଦି ଏହି କଥା ସତ ହୋଇଥାଏ ତେବେ ହୁଏତ କେହି ତାଙ୍କୁ ଗୁଣି କରି ମାରି ଦେଇ ପାରିଥାଏ ,

adi

ଯଦି ତାଙ୍କ ପତ୍ନୀଙ୍କର ଅନ୍ୟ ଏକ ବାଇଟ କଥା ଶୁଣିବା , ତେବେ ସେଥିରେ ସେ କହିଛନ୍ତି କି ମୃତ୍ୟୁର ପୁର୍ବ ଦୀନ ସଂନ୍ଧ୍ୟାରେ ସ ବହୁତ ରାଗି ଜାଇଥିଲେ ନିଜ ସ୍ତ୍ରୀଙ୍କ ଉପରେ ଏବଂ ଡ୍ରେସ ପିନ୍ଧି ଘରୁ ବାହାରି ଆସିଥିଲେ ଏବଂ ଆଉ ଘରକୁ ଫେରି ନଥିଲେ , ଏ କଥାକୁ ବି ଯଦି ଆମେ ଧରିବା ତେବେ ଏଥିରୁ ଜଣା ପଡୁଛି କି କୌଣସି ପାରିବାରିକ କଳହ ହେଉ ବା କୌଣସି ମାନସିକ ଚିନ୍ତା କାରଣରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି , ହେଲେ ମୃତର ଆସଲ କାରଣ କଣ ଏବେ ଯାଏ କାହାକୁ ବି ଜଣା ନାହିଁ , ଦେଖା ଜାଉ ପୋଲିସକୁ ଏ ବିଷୟରେ କଣ ସନ୍ଧାନ ମିଳୁଛି

ଏହି ଭଳି ଖବର ସର୍ବ ପ୍ରଥମେ ପଢିବା ପାଇଁ ଲାଇକ ଅଫସନରେ କ୍ଲିକ କରନ୍ତୁ , ଏହାକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ଆମକୁ ସାହାର୍ଯ୍ୟ କରାନ୍ତୁ ,

Leave a Reply

Your email address will not be published. Required fields are marked *