ଖୋଲିଲା ଆଦିତ୍ୟଙ୍କ ବିଷୟରେ ବଡ ରହସ୍ୟ , ଫସିଲେ ବିଦ୍ୟାଶ୍ରୀ

adityaaa-dass

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ପରେ ବର୍ତମାନ ସମୟ ରେ ନାନା ପ୍ରକାରର ଆଲୋଚନା ବର୍ତମାନ ସମୟ ରେ ହେବାରେ ଲାଗିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମର୍ଡର କରା ଜାଇଛି । ଏହି ଭଳି ଆଶଂକା ଉପରୁ ପରଦା ଉଠି ନ ଥିବା ବେଳେ ଆଦିତ୍ୟ ଙ୍କ ବିବାହ ବିପକ୍ଷ୍ୟ ରେ ଏବେ ଯୋଡି ହୋଇଛି ।କେନ୍ଦ୍ରା ପଡା ଜିଲ୍ଲା ଗରତ ପୁର ବ୍ଲକ୍ ର ପାଟପୂରା ଆଜିତ୍ୟ କଣ ପାଇଁ ପାଟ ପୁରା ଭଳି ଅଂଞ୍ଚଳ କୁ ଆସି ବିବାହ କରି ଥିଲେ । ବର୍ତମାନ ସମୟ ରେ ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଅନୁସାରେ ଆଦିତ୍ୟ ଙ୍କ ବିବାହ ଗତ ଜୁନ୍ 9 ତାରିଖ ରେ ପାଟ ପୁରା ଥାନା ଭଗବାନ ପୁର ଗ୍ରାମ ପଞ୍ଚାୟତ ଧାନ ମଣ୍ଡଳ ଗ୍ରାମ ର ପାର୍ଶ୍ୱ ରେ ରହି ଥିବା ସିଦ୍ଦେଶ୍ୱର ମନ୍ଦିର ରେ ସଂମ୍ପର୍ଣ୍ଣ ହୋଇ ଥିଲା । ଆଦିତ୍ୟ ଙ୍କ ଘର ଭୁବନେଶ୍ୱର ରେ ଏବଂ ତାଙ୍କର ପତ୍ନୀ ଙ୍କ ଘର କଟକ ଜିଲ୍ଲା ରେ ।

ସେମିତି ରେ ଏହି କଟକ ଏବଂ ଭୁବନେଶ୍ୱର ମଧ୍ୟ ରେ ବିଭିନ୍ନ ବିବାହ ମଣ୍ଡପ ରହିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କି ସେମାନେ କଣ ପାଇଁ ଏହି ଶିବ ମନ୍ଦିର କୁ ବାଛିଲେ । ବର୍ତମାନ ସମୟ ରେ ତାହାକୁ ନେଇ ଚର୍ଚ୍ଚା ଜୋର ସୋର ରେ ଏବେ ହେବାରେ ଲାଗିଛି । ଏବଂ ଏହି ବାବାହ ରେ ଉଭୟ ପରିବାର ଲୋକ ମାନଙ୍କର ସହମତି ରହି ଥିଲା କି ନାହିଁ ସେହି ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ମନ୍ଦିର ପୂଜାରୀ ସତ୍ୟବ୍ରତ ମିଶ୍ର ଙ୍କ କହିବା ଅନୁସାରେ । ଦୁହେଁ ମନ୍ଦିର ରେ ପହଁଚି ବିବାହ କରିବାକୁ କହି ଥିଲେ । ଏବଂ ରସିଦ୍ କଟା ଯିବା ପରେ ସେମାନଙ୍କ ବିବାହ ମଧ୍ୟ ହୋଇ ଥିଲା ।

ଏହି ଦୁହଁ ଙ୍କ ବ୍ୟତିତ ଗୋଟିଏ ଗାଡି ଚାଳକ ଏବଂ ଆଉ ଜଣେ ବ୍ୟକ୍ତି ତାଙ୍କ ସହିତ ଆସି ଥିଲେ । ଏବଂ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଲା କି ଏହି ବିବାହ ରେ କେହିବି ପରିବାର ଲୋକ ମାନେ ସେଠାରେ ଉପସ୍ଥିତ ରହି ନ ଥିଲେ । ଏବଂ ଏହା ସହିତ ସେମାନଙ୍କର ସହମତି ଥିଲା କି ନାହିଁ । ସେହି ଉପରେ ବି ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ତେବେ  ବନ୍ଧୁ ଆପଣ ମାନଙ୍କୁ କଣ ଲାଗୁଛି କି କଣ ପାଇଁ ଆଦିତ୍ୟ ଦାସ୍ ନୁଫଟ ମଫସଲ ଏରିଆରେ ଜାଇ ବିବାହ କରି ଥିଲେ ଆପଣ ମାନଙ୍କ ର କୈଣସି ବି ସନ୍ଦେହ କହି ଥିଲେ ଆପଣ ମାନେ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *