ଆଦିତ୍ୟ ଦାସଙ୍କ ହତ୍ୟା ପାଇଁ କିଏ ଯିବ ଜେଲ ? ଆସିଲା ସାଙ୍ଘାତିକ ତଥ୍ୟ

adityaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ଆଜି 7 ଦିନ ହୋଇ ଗଲା । ତେବେ ଏହି ମଧ୍ୟ ରେ ରେଳ ବାୟୀ ପୋଲିସ୍ ତାଙ୍କର ମୃତ୍ୟୁ ପଛରେ କାରଣ କଣ ରହିଛି ସେହି ବିଷୟ ରେ ଜାଣିବା ପାଇଁ ଦିନ ରାତି ପରିଶ୍ରମ କରୁଛି । ସେହି ପରି ଲିଙ୍ଗ ରାଜ ପୋଲିସ ଷ୍ଟେସନ ତରଫ ରୁ ଷ୍ଟେସନ ରେ ଜାହାବି କ୍ୟମେରା ଲାଗି ଥିଲା ତାହାର ବି ବହୁତ ଭଲ ଭାବେ ଜାଞ୍ଚ ଚାଲିଛି । ଏବଂ ବନ୍ଧୁଗଣ ଗତ 7 ଦିନ ମଧ୍ୟ ରେ ଆଦିତ୍ୟ ଦାସ୍ ଜାହା ଜାହା ସହିତ କଥା ବାର୍ତା ହୋଇ ଥିଲେ ସେହି ମାନଙ୍କ ମଧ୍ୟ ରୁ ପପୁ ଏବଂ ବିକାସ ଏବେ ସଂନ୍ଧେହ ଘେର ରେ ରହିଛନ୍ତି ।

adityaaa

ସେହି ପରି ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ବିଦ୍ୟା ଶ୍ରୀ ବି ଗୋଟିଏ ପରେ ଗୋଟିଏ ଷ୍ଟେଟ ମେଣ୍ଟ ପୋଲିସ କୁ ଦେଇ ଆସୁଛନ୍ତି ପୋଲିସ ଙ୍କୁ ଏବଂ ନ୍ୟଜ୍ ରିପୋର୍ଟର ମାନଙ୍କୁ । ତେବେ ସେ କେତେ ବେଳେ କହୁଛନ୍ତି ସେ ଡିଫରେସନ ରେ ରହି ଥିଲେ ଟଙ୍କା ପଇସା ର ଅଭାବ ରହି ଥିଲା । ଏବଂ ସେ ପାଗଳ ପରି ବ୍ୟବହାର କରୁ ଥିଲେ । ଏବଂ ସେହି ପରି କ୍ଷେତ୍ର ରେ ସେ ଏମିତି ବି କହିଛନ୍ତି କି ତାଙ୍କର ସାଙ୍ଗ ମାନଙ୍କ ସହିତ ସତୃତା ବି ରହି ଥିଲା । କାରଣ ସେ ସେମାନଙ୍କ ଠାରୁ ଟଙ୍କା ବି ଉଧାର ନେଇ ଥିଲେ ।

ତେବେ ବର୍ତମାନ ସମୟ ରେ ସେ ଲୋକ ମାନଙ୍କୁ କନଫ୍ୟଜ୍ କରି ଦେଉଛନ୍ତି କି ସେ କହିବା ପାଇଁ କଣ ଚାହୁଁଛନ୍ତି । ମାନେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ବୋଲି । ଏବଂ ଆପଣ ମାନେ ଏହି କଥା ଜାଣିବି ଆଶ୍ଚର୍ଯ୍ୟ ହେବେ କି ପୋଲିସ ର ଇନଭେଷ୍ଟି କେସନ କୁ ଆଜି ଗୋଟିଏ ସପ୍ତାହ ବିତି ଗଲାଣୀ ହେଲେ ଗୋଟିଏ ବୋଲି ପ୍ରମାଣ ମିଳି ନାହିଁ ।

adi

ତେବେ ବର୍ତମାନ ସମୟ ରେ ବି ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଭାବୁଛି ଏବଂ ତାଙ୍କର ସଂସ୍ଥା ପିପୁଲ ଫର ସେବା ର ସଦସ୍ୟ ମାନଙ୍କୁ ଡକା ଜାଇ ଏବେ ପଚରା ଉଚୁରା କରୁଛି । ତବେ ଏହି ମଧ୍ୟରେ ବି କିଛି ବି ସୁରାଖ ମିଳି ପାରୁ ନାହିଁ । ତେବେ ଏହି ମଧ୍ୟ ରେ ଯେ ପର୍ଯ୍ୟନ୍ତ CBI ର ଇନଭେଷ୍ଟିକେସନ ହୋଇ ନାହିଁ ସେହି ଯାଏ କିଛି ବି ସଠିକ୍ ଭାବେ ଜଣା ପଡିବ ନାହିଁ । ତଥା ଅସଲ ମଡର୍ରର କିଏ ବି ଜଣା ପଡିବ ନାହିଁ ।

adiiii

ତେବେ ଆପଣ ମାନେ ଏହି କଥା ରାଜି ଥିଲେ ଆପଣ ମାନେ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *