କେଉଁ ବୟସରେ ସେକ୍ସ କରିବା ଦରକାର ? ସେକ୍ସ ପାଇଁ ପ୍ରକୃତ ବୟସ କେତେ

agga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କେଉଁ ବୟସରେ ସେକ୍ସ କରିବା ଦରକାର ଆମେ ଆଜି ଏହି ଉପରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଟୀପଣୀ ଦେବୁ ସେମିତି ରେ ସାଇନ୍ସ ଅନୁସାରେ ଶାରୀରିକ ସଂମନ୍ଧ ପାଇଁ ସଠିକ୍ ବୟସ ହେଲା 18 ବର୍ଷ ହେଲେ ଆଇଡିଆଲ ବୟସ ହେଲା 23 ବର୍ଷ । ସେମିତି ରେ ଏହି ଦୁଇଟି ମଧ୍ୟ ରେ ପାର୍ଥକ୍ୟ ରହିଛି ଆପଣ ମାନେ ଯେତେ ବେଳେ ଗୋଟିଏ ଅଶ୍ଲିଳ ୱେବସାଇଟ୍ ଖୋଲନ୍ତି ତେବେ ସେଠାରେ ଆପଣ ମାନଙ୍କୁ ଲେଖଆ ଦେଖାଏ ଆପଣ ଯଦି 18 ବର୍ଷ ରୁ ଉର୍ଦ୍ଧ ତେବେ ଖୋଲନ୍ତୁ । ସେମିତି ରେ ଦେଖିିବା ପାଇଁ ଗଲେ ଭାରତ ରେ 18 ବୟସ ରୁ ହିଁ ବିବାହ କରି ଦିଆ ଯାଏ ।

ହେଲେ ଆପଣ ମାନେ ଯଦି ଶାରୀରିକ ସଂମ୍ପର୍କ 18 ବର୍ଷ ପୂର୍ବ ରୁ କରନ୍ତି ତେବେ ଆପଣ ମାନଙ୍କୁ ଯୈନ ସମନ୍ଧିତ ରୋଗ ହୋଇ ପାରେ । ସେହି ପରି ଭାବେ ଆପଣ ମାନେ ଯଦି 18 ବର୍ଷ ରୁ କମ୍ ବୟସ ରେ ଶାରୀରିକ ସଂମ୍ପର୍କ କରନ୍ତି ତେବେ ଆପଣ ମାନଙ୍କ ର ଭାବନାତ୍ମକ ବିକାଶ ହୋଇ ପାରିବ ନାହିଁ । ଏବଂ ଏମାନଙ୍କ ମଧ୍ୟ ରେ ବୁଝା ମଣା ର ପ୍ରଶଙ୍ଗ ସଠିକ୍ ହୋଇ ପାରିବ ନାହିଁ । ସେହି ପରି ବେଳେ ଆପଣ ମାନେ ଏପରି କାମ ଏହି 18 ବର୍ଷ ରୁ କମ୍ ବୟସ ରେ କରନ୍ତି ତେବେ ଆପଣ ମାନେ ଆଗକୁ କେବେ ବି ଖୁସି ରେ ରହି ପାରିବେ ନାହିଁ ।

ସେହି ପରି କ୍ଷେତ୍ର ରେ ଆପଣ ମାନେ ଯଦି ଏତେ କମ୍ ବୟସ ରୁ ଏହି ପରି ଭାବେ ଶାରୀରିକ ସଂମ୍ପର୍କ ର ସ୍ଥାପନା କରନ୍ତି ତେବେ ଆପଣ ମାନଙ୍କ ଶାରୀରିକ ବିକାଶ କେବେ ବି ହୋଇ ପାରିବ ନାହିଁ । ଆପଣ ମାନେ ସବୁ ସମୟ ରେ ଶାରିରୀକ ଦୂର୍ବଳତା ମଧ୍ୟ ରେ ରହିବେ । ଏବଂ ଆପଣ ମାନେ ଆଗାମୀ ସମୟ ରେ ବିବାହ କରିଲେ କେବେ ବି ଆପଣ ମାନଙ୍କ ପତ୍ନୀ କୁ ବି ଖୁସି ଦେଇ ପାରିବେ ନାହିଁ ।

ତେବେ ଏହି ପାଇଁ ଆମେ ଆପଣ ମନଙ୍କୁ ଆଇଡିଏଲ ବୟସ ରୂପେ 23 ବର୍ଷ କହୁଛୁ । ଏହି ବୟସ ରେ କରିଲେ ଆପଣ ମାନଙ୍କ ମଧ୍ୟ ରେ ଏହି ସବୁ ର ଅସୁବିଧା ଦେଖିବା ପାଇଁ ମିଳିବ ନାହିଁ । ଏବଂ ଆପଣ ମାନେ ସେହି ସମୟ ରେ ମେଚିୟର ମଧ୍ୟ ହୋଇ ସାରି ଥିବେ ଆପଣ ମାନଙ୍କ ର ବୁଝିବା ଶକ୍ତି ବି ବହୁତ ଅଧିକ ହୋଇ ସାରି ଥିବ ଏବଂ ଆପଣ ମାନଙ୍କୁ ସେହି ସମୟ ଠାରୁ କୈଣସି ଯୈନ ସମନ୍ଧିୟ ରୋଗ ହେବାର ସମ୍ଭାବନା ମଧ୍ୟ ରହି ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *