କେଉଁ ପାପ କଲେ କେଉଁ ଜନ୍ମ ମିଳିବ – ମିଳାକାରେ କୁହାଜାଇଥିବା କଥା , ନିଶ୍ଚୟ ପଢନ୍ତୁ

malika

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ହିନ୍ଧୁ ଧର୍ମ ପୂର୍ନଜନ୍ମ ଉପରେ ବିଶ୍ୱାସ କରି ଥାଏ । ମାନେ ମଣିଷ ମୃୃତ୍ୟୁ କୁ ପ୍ରାପ୍ତ କରିବା ପରେ ବି ତାର ଆତ୍ମା ଜିବିତ ରହି ଥାଏ । ବିଭିନ୍ନ ଗ୍ରନ୍ଥ କୁହା ଜାଇଛି କି ମଣିଷ ମରିବା ପରେ ସେ ଏକ ଶରୀର ଛାଡି ଆଉ ଏକ ନୂଆ ଶରୀର ମଧ୍ୟ ରେ ପ୍ରବେଶ କରେ । ଏବଂ ଏମାନଙ୍କ ଜନ୍ମ ସବୁ ବେଳେ ଏହି ପୃଥିବୀ ପୃୃଷ୍ଟ ରେ ବାସ କରୁ ଥିବା 84 ଲକ୍ଷ ପ୍ରାଣୀ ମାନଙ୍କ ମଧ୍ୟ ରୁ ହିଁ ହୋଇ ଥାଏ । ତେବେ ଆପଣ ମାନେ ଆଗ ଜନ୍ମ ରେ କେଉଁ ରୂପ ପାଇବା ପାଇଁ ଯାଉଛନ୍ତି ଏବଂ ଏହା କେଉଁ ପ୍ରକାରର କର୍ମ ଯୋଗୁଁ ଆପଣ ମାନଙ୍କୁ ମିଳିଲା ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ।

pig

ପର ନାରୀ ପର ଧନ ଏବଂ ଅପହରଣ କୀରୀ ଙ୍କୁ ପର ଜନ୍ମ ରେ କଙ୍କଡା ହୋଇ ଜନ୍ମ ହେବାକୁ ପଡି ଥାଏ । ସେହି ପରି ଭାବେ ଅଖାଦ୍ୟ ଭକ୍ଷଣ କାରୀ ମାନେ ଘୁଶୁରୀ ଭାବେ ଜନ୍ମ ନିଅନ୍ତି । ସର୍ବଦା ଭାବେ କଥା ବାର୍ତା ରେ ଯୁକ୍ତି କରୁ ଥିବା ଲୋକ ମାନେ ପର ଜନ୍ମ ରେ କୁକୁର ହୋଇ ଜନ୍ମ ହୁଅନ୍ତି । ଯେଉଁ ମାନେ ଖୁବ୍ ଜିଦ୍ ଖୋର ଏବଂ ସବୁ ସମୟ ରେ ମାଲି ମକର୍ଦମା ରେ ଲାଗି ରହି ଥାନ୍ତି । ସେମାନେ ପର ଜନ୍ମ ରେ ମେଣ୍ଡା ହୋଇ ଜନ୍ମ ନିଅନ୍ତି । ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦେଲେ ସେମାନଙ୍କୁ ସାପ ଜନ୍ମ ନେବାକୁ ପଡେ ।

dogg

ଯେଉଁ ମାନେ ଗୁରୁଜନ ବା ପିତା ମାତା ଙ୍କୁ କୁ ଭାଷା କହି ଥାନ୍ତି ସେମାନେ । ଏବଂ ସାଧୁ ସନ୍ଥ ମାନଙ୍କୁ ଭାଷା ର ବ୍ୟବହାର କରନ୍ତି । ତେବେ ସେମାନେ ପର ଜନ୍ମ ରେ ମୁକ ହୋଇ ଜନ୍ମ ନିଅନ୍ତି । ନିଜର ଜାତି ର ବ୍ୟକ୍ତି ଙ୍କୁ ସହି ପାରୁ ନ ଥିବା ଲୋକ ମାନଙ୍କୁ ପର ଜନ୍ମରେ ଗାଈ ଭାବେ ଜନ୍ମ ମିଳେ । ସବୁ ସମୟ ରେ କୈଣସି ନା କୈଣସି କଥା କୁ ନେଇ କଳି କରୁ ଥିବା ଲୋକ ମାନେ ପର ଜନ୍ମ ରେ ବିରାଡୀ ହୋଇ ଜନ୍ମ ହୋଇ ଥାନ୍ତି । ବିନା କାରଣ ରେ ଭଡ ଭଡ ହେଉ ଥିବା ଲୋକ ମାନେ ଅର୍ଥାତ୍ କିଛି ବି ଆବଶ୍ୟକତା ନ ଥାଇ ଯେଉଁ ମାନେ କଳି କରନ୍ତି ବା ଯେଉଁ ମାନେ ଭଡ ଭଡ କରନ୍ତି ସେମାନେ ଅନ୍ୟ ଜନ୍ମ ରେ କାଉ ହୋଇ ଜନ୍ମ ହୁଅନ୍ତି ।

sheep

ଯେଉଁ ବ୍ୟକ୍ତି ମାନେ ଅତ୍ୟାଧିକ ଭାବେ ଲୋଭି ହୋଇ ଥାନ୍ତି । ସେମାନେ ପର ଜନ୍ମ ରେ ଛେଳୀ ହୋଇ ଜନ୍ମ ହୋଇ ଥାନ୍ତି । ପର ନାରୀ ପର ଧନ ଏବଂ ଅପହରଣ କୀରୀ ଙ୍କୁ ପର ଜନ୍ମ ରେ କଙ୍କଡା ହୋଇ ଜନ୍ମ ହେବାକୁ ପଡି ଥାଏ । ସେହି ପରି ଭାବେ ଅଖାଦ୍ୟ ଭକ୍ଷଣ କାରୀ ମାନେ ଘୁଶୁରୀ ଭାବେ ଜନ୍ମ ନିଅନ୍ତି । ସର୍ବଦା ଭାବେ କଥା ବାର୍ତା ରେ ଯୁକ୍ତି କରୁ ଥିବା ଲୋକ ମାନେ ପର ଜନ୍ମ ରେ କୁକୁର ହୋଇ ଜନ୍ମ ହୁଅନ୍ତି । ଯେଉଁ ମାନେ ଖୁବ୍ ଜିଦ୍ ଖୋର ଏବଂ ସବୁ ସମୟ ରେ ମାଲି ମକର୍ଦମା ରେ ଲାଗି ରହି ଥାନ୍ତି । ସେମାନେ ପର ଜନ୍ମ ରେ ମେଣ୍ଡା ହୋଇ ଜନ୍ମ ନିଅନ୍ତି ।

ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦେଲେ ସେମାନଙ୍କୁ ସାପ ଜନ୍ମ ନେବାକୁ ପଡେ । ଯେଉଂ ମାନେ ଗୁରୁଜନ ବା ପିତା ମାତା ଙ୍କୁ କୁ ଭାଷା କହି ଥାନ୍ତି ସେମାନେ । ଏବଂ ସାଧୁ ସନ୍ଥ ମାନଙ୍କୁ ଭାଷା ର ବ୍ୟବହାର କରନ୍ତି । ତେବେ ସେମାନେ ପର ଜନ୍ମ ରେ ମୁକ ହୋଇ ଜନ୍ମ ନିଅନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *