କେଉଁ ଜିନିଷକୁ ଆପଣ ପବନ ଦେଲେ ସେ ବଞ୍ଚିଥାଏ କିନ୍ତୁ ପାଣି ଦେଲେ ସେ ମରିଯାଏ ??

pani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।interview

1: ତାର 6 ଟି ମୁହଁ ରହିଛି ହେଲେ ସେ କେବେ ବି ମ୍ୟକପ୍ ନିଏ ନାହିଁ ଏବଂ ତାର 21 ଟି ଆଖି ରହିଛି ହେଲେ ସେ କିଛି ଦେଖି ପାରେ ନାହିଁ ?
ଏହାର ସଠିକ୍ ଉତ୍ତର ହେଲା ଡାଇସ୍ ବା ଗୋଟି ଜାହା ଆମେ ମାନେ ଲୁଡୁ ଖେଳି ଥାନ୍ତି ।
2: BAT କୁ 7 ଟି ଅକ୍ଷର ରେ କେମିତି ଲେଖା ଜାଇ ପାରିବ ?
ଏହାର ସଠିକ୍ ଉତ୍ତର ହେଲା BEE A TEA ।
3: ରାମାୟଣ ରେ ରାବଣ ର ଭାଇ ____ ଥିଲା ?
ଏହାର ସଠିକ୍ ଉତ୍ତର ହେଲା କିଏ ଥିଲା ।fire

4: 5 ରୁ 2 କେମିତି କାଢି ନେଲେ ତାହା 4 ହୋଇଯିବ ?
ଏହାର ସଠିକ୍ ଉତ୍ତର ହେଲା ପାଞ୍ଚ ର ଇଂରାଜୀ ଅକ୍ଷର ହେଲା FIVE ତେବେ ଏଠାରେ F ଏବଂ E କୁ ବାହାର କରି ନେଲେ ରହିବ IV ମାନେ 4 ।
5: ମୁଁ ଜିବନ୍ତ ନୁହେଁ ହେଲେ ମୁଁ ବଢି ଥାଏ ମୋର ଫୁସଫୁସ୍ ନାହିଁ ହେଲେ ମୋର ପବନ ନିହାତି ଜରୁରୀ ଯଦି କେହି ପବନ ବଦଳ ରେ ପାଣି ଦେଇ ଦିଏ ତେବେ ମୁଁ ମରି ଯିବି ମୁଁ କିଏ ?
ଏହାର ସଠିକ୍ ଉତ୍ତର ହେଲା ନିଆଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *