ମହିଳା ମାନେ ଘରେ ଏକୁଟିଆ ଥିଲେ କରନ୍ତି ଏହି ସବୁକାମ ଯାହା ପୁରୁଷଙ୍କୁ ଜଣା ନଥାଏ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ମହିଳା ମାନେ ଘରେ ଏକା ରହିବା ସମୟ ରେ କରନ୍ତି ଏହି ସବୁ କାମ ମହିଳା ମାନଙ୍କୁ ବୁଝିବା ନିଶ୍ଚିତ ଗୋଟିଏ କଠିନ କାମ ଅଟେ ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜାହା କି ପୁରୁଷ ମାନଙ୍କୁ ମୋଟେ ବି ଜଣା ନ ଥାଏ କି ମହିଳା ମାନେ ଘରେ ଏକା ରହିଲେ ସେମାନେ କଣ କରିବା ପାଇଁ ପସନ୍ଦ କରନ୍ତି ସେହି ବିଷୟରେ କହିବୁ ।

ସେମିତି ରେ ଶାସ୍ତ୍ର ରେ ନାରୀ କୁ ମାୟାବିନୀ ର ଆକ୍ଷ୍ୟା ଦିଆ ଜାଇଛି । ନାରୀ ମନ ରେ ଅନେକ କଥା ର ସମ୍ଭାର ରହି ଥାଏ । ପୁରୁଷ କେବେ ବି ସହଜ ରେ ନାରୀ ର ମନ କଥା କୁ ଜାଣି ପାରେ ନାହିଁ । ସେହିଥି ପାଇଁ ପୁରୁଷ ମାନେ ଏହି କଥା ର ସବୁ ବେଳେ ଚିନ୍ତା ରେ ରହି ଥାନ୍ତି କି ପୁରୁଷ ମାନେ ଘରୁ ବାହାର କୁ ଗଲା ପରେ ସେମାନେ କଣ କରନ୍ତି ବୋଲି ତେବେ କହିବୁ । ତେବେ କୈଣସି ମହିଳା ଙ୍କର ବହୀ ପଢିବା ପସନ୍ଦ ନୁହେଁ ତେବେ ଆପଣ ମାନେ ଭୁଲ ଭାବିଛନ୍ତି କାରଣ ନାରୀ ମାନେ ଘରେ ଏକା ଥିବା ସମୟ ରେ ଘର କାମ ସାରି ନିଜର ପ୍ରିୟ ପୁସ୍ତକ ପଢି ଥାନ୍ତି । ଏବଂ ଏହା ସହିତ ସେମାନେ ମେଗାଜିନ ଏବଂ ନ୍ୟଜ୍ ପେପେର ବି ପଢି ଥାନ୍ତି ।

ସେହି ପରି ମହିଳା ମାନଙ୍କର ଆଉ ଗୋଟିଏ ପସନ୍ଦ ର କାମ ହେଲା ଆଇନା ସାମ୍ନା ରେ ସଜେଇ ହେବା । ସେମାନେ ନିଜର ପ୍ରିୟ ପୋଶାକ ପିନ୍ଧି ମେକପ୍ ନେଇ ଥାନ୍ତି । ଏମାନେ ବହୁତ ସମୟ ରେ ନିଜର ସୁନ୍ଦରତା କୁ ନିଜେ ଆଇନା ରେ ଦେଖି ପ୍ରଶଂସା କରି ଥାନ୍ତି । ଆଜିର ସମୟ ର ମହିଳା ମାନଙ୍କର ଫୋଟ ଉଠେଇବା ବହୁତ ସୈକ୍ ରହି ଥାଏ । ତେଣୁ ଏମାନେ ଘରେ ଏକା ଥିଲେ ନିଜର ପ୍ରିୟ ପୋଷାକ ରେ ଫୋଟ ଉଠେଇ ଥାନ୍ତି ।

ସେହି ପରି ମହିଳା ମାନେ ଏକା ଥିଲା ବେଳେ ବାଥ ରୁମ୍ ରେ ବସି ଅଜଥା କଥା ବି ଭାବି ଥାନ୍ତି । ଏବଂ କିଛି ମହିଳା ମାନେ ବାଥ ରୁମ୍ ରେ ଘୋରଇ ବ୍ୟୁଟି ଟିପ୍ସ ର ଉପଚାର କରି ଥାନ୍ତି । ସେହି ପରି ଆନେକ ମହିଳା ମାନେ ନିଜର ହବି ଏବଂ କ୍ରିୟଟି ଭିଟି କୁ ଏକୁଟିଆ ଥିବା ବେଳେ ଆଗକୁ ବଢେଇ ଥାନ୍ତି । କିଛି ମହିଳା ମାନଙ୍କୁ ନୂଆ ରେସିପି ବି ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ । ଏମାନେ ରେସିପି ବେନଇ ସ୍ୱାମୀ ଙ୍କୁ ସର୍ପ୍ରାଇଜ୍ ମଧ୍ୟ କରି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *