କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ ଏବେ ହିଁ ଦେଖନ୍ତୁୂ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ହିନ୍ଧୁ ଧର୍ମ ପୂର୍ନଜନ୍ମ ଉପରେ ବିଶ୍ୱାସ କରି ଥାଏ । ମାନେ ମଣିଷ ମୃୃତ୍ୟୁ କୁ ପ୍ରାପ୍ତ କରିବା ପରେ ବି ତାର ଆତ୍ମା ଜିବିତ ରହି ଥାଏ । ବିଭିନ୍ନ ଗ୍ରନ୍ଥ କୁହା ଜାଇଛି କି ମଣିଷ ମରିବା ପରେ ସେ ଏକ ଶରୀର ଛାଡି ଆଉ ଏକ ନୂଆ ଶରୀର ମଧ୍ୟ ରେ ପ୍ରବେଶ କରେ । ତେବେ ଆପଣ ମାନେ ଆଗ ଜନ୍ମ ରେ କେଉଁ ରୂପ ପାଇବା ପାଇଁ ଯାଉଛନ୍ତି ଏବଂ ଏହା କେଉଂ ପ୍ରକାରର କର୍ମ ଯୋଗୁଁ ଆପଣ ମାନଙ୍କୁ ମିଳିଲା ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ । ପର ନାରୀ ପର ଧନ ଏବଂ ଅପହରଣ କୀରୀ ଙ୍କୁ ପର ଜନ୍ମ ରେ କଙ୍କଡା ହୋଇ ଜନ୍ମ ହେବାକୁ ପଡି ଥାଏ । ସେହି ପରି ଭାବେ ଅଖାଦ୍ୟ ଭକ୍ଷଣ କାରୀ ମାନେ ଘୁଶୁରୀ ଭାବେ ଜନ୍ମ ନିଅନ୍ତି । ସର୍ବଦା ଭାବେ କଥା ବାର୍ତା ରେ ଯୁକ୍ତି କରୁ ଥିବା ଲୋକ ମାନେ ପର ଜନ୍ମ ରେ କୁକୁର ହୋଇ ଜନ୍ମ ହୁଅନ୍ତି । ଯେଉଁ ମାନେ ଖୁବ୍ ଜିଦ୍ ଖୋର ଏବଂ ସବୁ ସମୟ ରେ ମାଲି ମକର୍ଦମା ରେ ଲାଗି ରହି ଥାନ୍ତି ।ସେମାନେ ପର ଜନ୍ମ ରେ ମେଣ୍ଡା ହୋଇ ଜନ୍ମ ନିଅନ୍ତି ।

ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦେଲେ ସେମାନଙ୍କୁ ସାପ ଜନ୍ମ ନେବାକୁ ପଡେ । ନିଜର ଜାତି ର ବ୍ୟକ୍ତି ଙ୍କୁ ସହି ପାରୁ ନ ଥିବା ଲୋକ ମାନଙ୍କୁ ପର ଜନ୍ମ ରେ ଗାଈ ଭାବେ ଜନ୍ମ ମିଳେ । ସବୁ ସମୟ ରେ କୈଣସି ନା କୈଣସି କଥା କୁ ନେଇ କଳି କରୁ ଥିବା ଲୋକ ମାନେ ପର ଜନ୍ମ ରେ ବିରାଡୀ ହୋଇ ଜନ୍ମ ହୋଇ ଥାନ୍ତି । ବିନା କାରଣ ରେ ଭଡ ଭଡ ହେଉ ଥିବା ଲୋକ ମାନେ ଅର୍ଥାତ୍ କିଛି ବି ଆବଶ୍ୟକତା ନ ଥାଇ ଯେଉଁ ମାନେ କଳି କରନ୍ତି ବା ଯେଉଁ ମାନେ ଭଡ ଭଡ କରନ୍ତି ସେମାନେ ଅନ୍ୟ ଜନ୍ମ ରେ କାଉ ହୋଇ ଜନ୍ମ ହୁଅନ୍ତି । ଯେଉଁ ବ୍ୟକ୍ତି ମାନେ ଅତ୍ୟାଧିକ ଭାବେ ଲୋଭି ହୋଇ ଥାନ୍ତି । ସେମାନେ ପର ଜନ୍ମ ରେ ଛେଳୀ ହୋଇ ଜନ୍ମ ହୋଇ ଥାନ୍ତି । ପର ନାରୀ ପର ଧନ ଏବଂ ଅପହରଣ କୀରୀ ଙ୍କୁ ପର ଜନ୍ମ ରେ କଙ୍କଡା ହୋଇ ଜନ୍ମ ହେବାକୁ ପଡି ଥାଏ । ସେହି ପରି ଭାବେ ଅଖାଦ୍ୟ ଭକ୍ଷଣ କାରୀ ମାନେ ଘୁଶୁରୀ ଭାବେ ଜନ୍ମ ନିଅନ୍ତି ।

ସର୍ବଦା ଭାବେ କଥା ବାର୍ତା ରେ ଯୁକ୍ତି କରୁ ଥିବା ଲୋକ ମାନେ ପର ଜନ୍ମ ରେ କୁକୁର ହୋଇ ଜନ୍ମ ହୁଅନ୍ତି । ଯେଉଁ ମାନେ ଖୁବ୍ ଜିଦ୍ ଖୋର ଏବଂ ସବୁ ସମୟ ରେ ମାଲି ମକର୍ଦମା ରେ ଲାଗି ରହି ଥାନ୍ତି । ସେମାନେ ପର ଜନ୍ମ ରେ ମେଣ୍ଡା ହୋଇ ଜନ୍ମ ନିଅନ୍ତି । ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦେଲେ ସେମାନଙ୍କୁ ସାପ ଜନ୍ମ ନେବାକୁ ପଡେ । ଯେଉଂ ମାନେ ଗୁରୁଜନ ବା ପିତା ମାତା ଙ୍କୁ କୁ ଭାଷା କହି ଥାନ୍ତି ସେମାନେ । ଏବଂ ସାଧୁ ସନ୍ଥ ମାନଙ୍କୁ ଭାଷା ର ବ୍ୟବହାର କରନ୍ତି । ତେବେ ସେମାନେ ପର ଜନ୍ମ ରେ ମୁକ ହୋଇ ଜନ୍ମ ନିଅନ୍ତି । ଆପଣ ମାନେ ଯଦି କେବେ ପୂର୍ବ ପୁରୁଷ ର ପିଣ୍ଡ ଦାନ କରୁ ନ ଥିଲେ ତେବେ ଆପଣ ମାନଙ୍କୁ ପୂର୍ବ ଜନ୍ମ ରେ କିଛି ଦିନ ପାଇଁ ସାପ ର ଜନ୍ମ ନେବାକୁ ପଡେ ହେଲେ ପିଣ୍ଡ ଦାନ କରିଲେ ଆପଣ ମାନଙ୍କୁ ସେହି ଆତ୍ମା ଠାରୁ ଆପଣ ମାନଙ୍କୁ ଆଶ୍ରୀବାଦ ମିଳି ଥାଏ ।

Leave a Reply

Your email address will not be published. Required fields are marked *