କମ ବୟସରେ ବିବାହ କଲେ ମିଳିଥାଏ ଏହି ସବୁ ଫାଇଦା

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଆପଣ ମାନେ ଜାଣି ଥିବେ ପୂର୍ବ ରୁ ଆମ ଦେଶ ରେ ପୁଅ ଝିଅ ମାନଙ୍କ ବିବାହ ବହୁତ କମ୍ ବୟସ ରୁ କରି ଦିଆ ଜାଉ ଥିଲା । ହେଲେ ବର୍ତମାନ ସମୟ ରେ ଧିରେ ଧିରେ ବିବାହ କରିବାର ବୟସ ବଢିବାରେ ଲାଗିଛି । ହେଲେ କିଛି ଲୋକ ମାନେ ଏମିତି ବି କହିଥାନ୍ତି କି ପୁଅ ଏବଂ ଝିଅ କମ୍ ବୟସ ରୁ ବିବାହ କରିଲେ ସେମାନେ ନିଶ୍ଚିତ ଭାବେ ଦାୟୁତ୍ୱ ବାନ୍ ହୋଇ ଥାନ୍ତି। ଏବଂ ଝିଅ ପ୍ରେମ ଚକର ରେ ପଡିବା ପୂର୍ବ ରୁ ବିବାହ କରିଲେ । ବିଶ୍ୱସ ନିୟ ହୋଇ ଥାନ୍ତି ।

ହେଲେ ବର୍ତମାନ ସମୟ ରେ ଝିଅ ମାନେ ବିବାହ ପୂର୍ବ ରୁ ସେମାନେ କେତେ ଥର ପ୍ରେମ କରି ସାରି ଥାନ୍ତି । ଦେଖିବା ପାଇଁ ଗଲେ ଏହି କଥା ସଂମ୍ପର୍ଣ୍ଣ ଠିକ୍ ଅଟେ । ପୂର୍ବ ରୁ ଝିଅ ମାନଙ୍କ ପାଠ ପଢା ଉପରେ ଧ୍ୟନ ଦିଆ ଯାଉ ନ ଥିଲା । କିନ୍ତୁ ବର୍ତମାନ ସମୟ ରେ ଅଧିକ ଧ୍ୟନ ଦିଆ ଯାଉଛି । ତେବେ ଆମେ ଆପଣ ମାନଙ୍କୁ କହିବୁ କମ୍ ବୟସ ରେ ବିବାହ କରିଲେ କଣ ଫାଇଦା ଏବଂ କଣ କ୍ଷେତି ହୋଇ ଥାଏ ।

ପ୍ରଥମେ ଆମେ କ୍ଷେତି ବିଷୟ ରେ କହିବୁ କି ପୁଅ ଝିଅ ମାନେ ବହୁତ କମ୍ ବୟସ ରୁ ବିବାହ କରିଲେ ସେମାନଙ୍କର ଶାରୀରିକ ଏବଂ ମାନଶୀକ ବିକାସ ହୋଇ ପାରି ନ ଥାଏ । ଯେଉଁ ବୟସ ଶରୀର ର ବିକାଶ ପାଇଁ ହୋଇ ଥାଏ ସେହି ବୟସ ରେ ଘର ଏବଂ ପରିବାର ଦାୟୁତ୍ୱ ସେମାନଙ୍କ ଉପରେ ପଡେ । ତେବେ ଏହା ୟୋଗୁଁ ପୁଅ ମାନେ ରୋଜଗାର କରିବା ପାଇଁ ସକ୍ଷ୍ୟମ ହୋଇ ନ ଥାନ୍ତି । ଜାହା ଦ୍ୱାରା ସେମାନଙ୍କୁ ନିଜର ଖର୍ଚ୍ଚ ଉଠେଇବାରେ ସାମର୍ଥ୍ୟ ଆସେ ନାହିଁ ।

ଏବେ ଆମେ ଫାଇଦା ବିଷୟ ରେ ଜାଣିବା । କମ୍ ବୟସ ରୁ ବିବାହ କରିବା ଯୋଗୁଁ ଦୁହେଁ ଦୁହିଁଙ୍କୁ ଠିକ୍ ଭାବେ ବୁଝି ପାରି ଥାନ୍ତି । ଏମାନେ ଆଖି ସାମ୍ନା ରେ ବଡ ହେବା ଯୋଗୁଁ ବାହାରେ ପ୍ରେମ କରି ନ ଥାନ୍ତି । ଏବଂ ବିବାହ ବନ୍ଧନ ରେ ବାନ୍ଧି ହୋଇ ସେମାନେ ନିଜର ପ୍ରେମ ପାଇ ଥାନ୍ତି । ଏବଂ ପ୍ରେମ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ସୀମିତ ହୋଇ ରହେ । କଲେଜ୍ ଯିବା ପୁଅ ମାନେ ନିଶ୍ଚିତ ଭାବେ ଅନ୍ୟ ପୁଅ ଉପରେ ଆକର୍ଶିତ ହୋଇ ଥାନ୍ତି । ହେଲେ ବିବାହିତ ଝିଅ ମାନେ କଲେଜ ଗଲେ ଏତେ ଜଲ୍ଦି ପ୍ରେମ ସଂମ୍ପର୍କ ରେ ପଡନ୍ତି ନାହିଁ । କମ୍ ବୟସ ରେ ବିବାହ କରିବା ଯୋଗୁଁ ପୁଅ ଏବଂ ଝିଅ ମାନଙ୍କ ସବୁ ଇଚ୍ଛା ପ୍ରଥମ ରୁ ହିଁ ପୂରଣ ହୋଇ ଥାଏ ତେବେ ସେମାନଙ୍କୁ କୈଣସି ବି ଅସୁବିଧା ହୋଇ ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *