ଘରେ କେହି ନଥିବା ବେଳେ ଜଣେ ଲୋକ ଗୋଟେ କଲ ଗାର୍ଲ ଡାକିଲା, ପରେ ଯାହା ହେଲେ ଆପଣ ପଢି ଆଶ୍ଚର୍ଯ୍ୟ ହୋଇ ଯିବେ

open

ଏହ ଖବରଟି ହେଉଛି ଗତ କିଛି ଦିନ ତଳେ ଘଟିଥିବା ଇଟାଲିର ଏକ ଘଟଣା , ଜାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ । ଯାହା କିଛି ଦିନ ତଳେ ସୋସିଆଲ ମିଡିଆରେ ବେସ ଚର୍ଚାର ବିଷୟ ଥିଲା । ଇଟାଲିର ଜଣେ 70 ବର୍ଷୀୟ ଲୋକ ନିଜ ଜୌବନର ଜ୍ବାଳାକୁ ସାନ୍ତ କରିବା ପାଇଁ , ଘରେ କେହି ନଥିବା ବେଳେ ଗୋଟିଏ କର୍ଲ ଗାର୍ଲକୁ ଘରକୁ ଡାକିଲା, ଯେଉଁ କଲ ଗାର୍ଲ ଟି ଆସିଲା ତାକୁ ଦେଖି ବୁଢାର ହୋସ ରହିଲାନି । ଆସନ୍ତୁ ଜାଣିବା ସମ୍ପର୍ଣ୍ଣ କାହାଣୀଟି କଣ ।

ଯେତେବେଳେ ଘରେ କେହି ନଥିଲେ ବୁଢା ମୌକାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଗୋଟିଏ କଲ ଗାଲ୍ ର ଅଡର ଦେଲା । ବୁଢା ମନେ ମନେ ଭାବି୍ ସାରିଥାଏକି ଆଜି ଏହି ଏକୁଟିଆ ରହିବାର ପୁରା ଫଇଦା ଉଠାଇବ ବୋଲି । ହେଲେ ପ୍ରକୃତରେ ଯାହା ଘଟିଲା ତାହା ଆପଣ ଜାଣିଲେ ବି ବିଶ୍ବାସ କରି ପାରିବେନି । କିଛି ସମୟ ଅପେକ୍ଷା କରିବା ପରେ ଶେଷରେ କଲ ଗାର୍ଲ ଆସି  ଘରର କଲିଙ୍ଗ ବେଲ ମାରିଲା । ବୁଢା ଉତ୍କଣ୍ଠାରେ ଯାଇ କବାଟ ଖୋଲି ଯାହା ଦେଖଲା ତାହା ସେ କେବେ ବିଶ୍ବାସ କରି ପାରିଲାନି । କର୍ଲ ଗାଲଟି ବି ବୁଢାକୁ ଦେଖି ହଡ ବଡେଇ ଗଲା କଣ କରିବ ଜାଣି ପାରିଲାନି ।

ପ୍ରକୃତରେ କଲ ଗାଲ ରୁପେ ଯିଏ ବୁଢା ଦୁଆର ମୁହଁରେ ଠିଆ ହୋଇଥିଲା ସେ ଆଉ କେହି ନୁହେଁ , ସେ ବୁଢାର ଆଗକୁ ହେବାକୁ ଥିବା ବୋହୁ ଥିଲା । ଦୁହେଁ ଦୁହିଁଙ୍କୁ ଦେଖି ହଡ ବଡେଇ ଗଲେ ଏବଂ ଶେଷରେ ଦୁଇ ଜଣ ଯାକ ସମସ୍ତଙ୍କ ଆଗେ ଧରା ପଡିଗଲେ । ଆପଣଙ୍କର ଏ ସଂମ୍ପର୍କରେ ମତା ମତ କଣ । ଦୁନିଆରେ ଏମିତି ସବୁ ଖରାପ କାମ ଲୋକ କଣ ପାଇଁ କରୁଛନ୍ତି । ତେବେ ଏହି ଘଟଣାଟି ଥିଲା ଇଟାଲି ସହରର , ତେବେ ଏହି ଭଳି କିଛି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *